Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିଜିଟାଲ୍ ଶିକ୍ଷାଦାନ ନେଇ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଅନଲାଇନରେ କେଉଁ ଶ୍ରେଣୀର ପିଲା କେତେ ସମୟ ପାଠ ପଢ଼ିବେ । ଡିଜିଟାଲ ଶିକ୍ଷାଦାନ ନେଇ ଗାଇଡଲାଇନ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍କ୍ରିନ୍ ଟାଇମ୍ । ଶିକ୍ଷକ ଶିକ୍ଷୟିତ୍ରୀ ୨ରୁ ୩ ଘଣ୍ଟା ସ୍କ୍ରିନ୍ ଟାଇମରେ…

ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ହାଇକୋର୍ଟ କହିଲେ, ଫେସବୁକ୍ ଏବଂ ଚାକିରୀରୁ ଗୋଟିଏ ବାଛନ୍ତୁ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ସେନାରେ ୮୯ ଆପ ଉପରେ ବ୍ୟାନ ଲଗାଯାଇଥିଲା । ଏହି ନିଷ୍ପତି ବିରୋଧରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପିକେ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ୨ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଚୌଧୁରୀଙ୍କୁ ସିଧାସଳଖ କହିଲେ ଦେଶର ସୁରକ୍ଷା ନେଇ କୌଣସି…

ଦେଶରେ କରୋନା ଭ୍ୟାକ୍ସିନ ଟ୍ରାଏଲ ପ୍ରକ୍ରିୟା ମଣିଷଙ୍କ ଉପରେ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ଭାରତକୁ ଆଉ ପାଦେ ଆଗକୁ ବଢ଼ିଛି । ଦେଶରେ ଭାରତ ବାୟୋଟେକ୍ କୋଭାକ୍ସିନ ନାମକ ଭ୍ୟାକ୍ସିନ ମଣିଷ ଶରୀରରେ ପ୍ରୟୋଗ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ପାଟନା ଏମ୍ସରେ ୧୫ରୁ ୧୮ ବର୍ଷ ମଧ୍ୟରେ ୧୦ଜଣ ଲୋକଙ୍କ ଉପରେ ଏହି ଭ୍ୟାକ୍ସିନ ପ୍ରୟୋଗ…

ଛାବାହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାଦ୍ ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍ କରିଛନ୍ତି । ଭାରତକୁ ଡ୍ରପ୍ କରି ଇରାନ୍ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଚାଇନା, ନେପାଳ ପରେ ଏବେ ଇରାନ୍ ଭାରତ ବିରୋଧରେ ବଡ଼…

ଭଲ ଖବର, ଭାରତରେ ଅନାହରଙ୍କ ସଂଖ୍ୟା ୬ କୋଟିକୁ ଖସିଲା

ନୂଆଦିଲ୍ଲୀ:ଭାରତରେ ଅନାହାରଙ୍କ ସଂଖ୍ୟା ୬କୋଟିକୁ ଖସି ଆସିଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଏବେ ବି ବିଶ୍ୱରେ ୬୯ କୋଟି ଲୋକ ଭୋକିଲା ଏବଂ କୁପୋଷଣର ଶୀକାର ଅଛନ୍ତି । ୨୦୧୮ ତୁଳନାରେ ଏହି ତାଲିକାରେ ୧ କୋଟି ଲୋକଙ୍କ ବୃଦ୍ଧି ଘଟିଛି । ଭାରତରେ ୨୦୦୪ରୁ ୦୬ ମଧ୍ୟରେ ୨୪.୯୪…

ଭାରତ ଆମେରିକାଠାରୁ ୨୦୦ଟି ଆରକ୍ୟୁ-୧୧, ଇସ୍ରାଏଲରୁ ସ୍କାଇକ୍ ଫାୟାରଫ୍ଲାଏ ଆମୁନିସନ କ୍ରୟ କରିବ

ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ…

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ପକ୍ଷରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ହଟାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି । ଦଳ ପକ୍ଷରୁ…

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି । View this post on Instagram…

ବିହାର ବିଜେପି କାର୍ଯ୍ୟାଳୟରେ କରୋନା; ୨୪ ନେତା ସଂକ୍ରମିତ

ପାଟନା: ବିହାରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିହାର ବିଜେପି କାର୍ଯ୍ୟାଳୟରେ ୨୪ ନେତା ସଂକ୍ରମିତ ହୋଇଛନ୍ତି। ଏଏନଆଇ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଗତକାଲି ପ୍ରାୟ ୧୧୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରେ ପାଖାପାଖି ୨୪ ଜଣଙ୍କ ରିପୋର୍ଟ…

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ଏନେଇ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ସୂଚନା ଦେଇଛନ୍ତି। https://twitter.com/DrRPNishank/status/1282931687035412481?s=19 ସିବିଏସଇର ଅଫିସିଆଲ୍…