Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନୋଜ ହଟିଲେ, ଆଦେଶ ଗୁପ୍ତା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିଲ୍ଲୀ, ଛତିଶଗଡ ଓ ମଣିପୁର ପ୍ରଦେଶ ଅଧ୍ୟକ୍ଷ ବଦଳାଇଛି । ମନୋଜ ତିୱାରୀଙ୍କ ସ୍ଥାନରେ ଦିଲ୍ଲୀ ଅଧ୍ୟକ୍ଷ ଦାୟିତ୍ୱ ଆଦେଶ କୁମାର ଗୁପ୍ତାଙ୍କୁ ଦେଇଛି । ସେହିପରି ଛତିଶଗଡରେ ବିଷ୍ଣୁଦେବ ସାଇ, ମଣିପୁରରେ ଟିକେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ପ୍ରଦାନ…

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସି ଭୋଟର ପକ୍ଷରୁ ‘ଷ୍ଟେଟ୍ ଅଫ୍ ଦି ନେସନ ୨୦୨୦ ମେ’ ସର୍ଭେ ପରେ ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । ସର୍ଭେରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୮୩ ଦଶମିକ ୯୬ ମତ ମିଳିଛି । ଲୋକପ୍ରିୟତା…

ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୧୯-୨୦ ର ଶେଷ ବର୍ଷ ପିଜି ପ୍ରୋଗ୍ରାମ ଛାତ୍ରଛାତ୍ରୀ ଙ୍କ ପାଇଁ ଅପେନ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଟାସ୍କଫୋର୍ସ ଏବଂ ପରୀକ୍ଷା ୱର୍କିଙ୍ଗ ଗ୍ରୁପର ପରାମର୍ଶ କ୍ରମେ ଶେଷ ନିଷ୍ପତି ନିଆଯିବାର…

ନୂତନ ଶିକ୍ଷା ବର୍ଷ ପାଇଁ ୟୁଜି/ପିଜି ଆଡମିସନ ଆରମ୍ଭ କଲା ଜାମିଆ ହମ୍‌ଦର୍ଦ

ନୂଆଦିଲ୍ଲୀ: ନୂତନ ଶିକ୍ଷା ବର୍ଷ ୨୦୨୦ ପାଇଁ ଅଣ୍ଡର ଗ୍ରାଜୁଏଟ ତଥା ପୋଷ୍ଟ ଗ୍ରାଜୁଏଟ ଆଡମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଗବେଷଣା ଭିତ୍ତିକ ଅନୁଷ୍ଠାନ ଜାମିଆ ହମ୍‌ଦର୍ଦ । ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ htuntilamiahamdard.edu/  ରେ ଆଡମିସନ ଫର୍ମ…

କିଡନୀ ରୋଗୀ କରୋନା ଆକ୍ରାନ୍ତ ହେବାରୁ କଲେ ଆତ୍ମହତ୍ୟା !

ଦିଲ୍ଲୀରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା  । ଦକ୍ଷିଣ ଦିଲ୍ଲୀର ବାତ୍ରା ହସପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ପୋଲିସର କହିବା ମୁତାବକ ଦିଲ୍ଲୀ ମିଠାପୁରରେ ରହୁଥିବା ୬୩ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ  ।  ଆଉ ଡାଏଲେସିସ୍ ଲାଗି ଗତ ମେ ୨୦ରେ…

ଗୋରିଲ୍ଲାଙ୍କ ସେଲ୍ଫି ନେବା ଶୈଳୀ ସମସ୍ତଙ୍କ ମନ କିଣୁଛି

ରୁମାନଗାବୋ: ଏବେ ସେଲ୍ଫି ନିଶା ସମସ୍ତଙ୍କୁ ଘାରିଛି । ଏଥିରୁ ମଣିଷ ସହିତ ରହୁଥିବା ପଶୁପକ୍ଷୀମାନେ କିପରି ବାଦ୍ ପଡିବେ । ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଭିରୁଙ୍ଗା ଜାତୀୟ ପାର୍କରେ । ସେଠାରେ ଅନାଥ ଗୋରିଲ୍ଲାଙ୍କ ଦାୟିତ୍ୱ ନେଇଛନ୍ତି ୩୯ ବର୍ଷୀୟ…

ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଲେ କ୍ରିକେଟର ସେହ୍ୱାଗ

ଚଣ୍ଡୀଗଡ: କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ଶ୍ରମିକମାନେ ହାତରେ କାମ ଧନ୍ଧା ନ ଥିବା ବେଳେ ସେମାନେ ଖାଲି ହାତରେ ଘରକୁ ଫେରିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ…

ଆସାମରେ ଭୂସ୍ଖଳନ; ୨୦ ମୃତ

ଗୌହାଟୀ: ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି…

[ଦେଖନ୍ତୁ] ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଅଟୋକୁ ୪ ଭାଗରେ ବିଭକ୍ତ କଲେ ଡ୍ରାଇଭର

ଭୁବନେଶ୍ୱର: ଇଂରାଜୀରେ ଏକ ଶବ୍ଦ ଅଛି "ନେସେସିଟି ଇଜ ଦ ମଦର ଅଫ ଅଲ ଇନଭେନସନ"। ଏହାର ଅର୍ଥ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ସାରା ବିଶ୍ୱରେ ଏବେ କରୋନା ସଙ୍କଟ। ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ପ୍ରମୁଖ ଭୂମିକା ବହନ କରୁଛି । କେହି କାହାକୁ ଛୁଇଁବାକୁବାକୁ…

ଫ୍ରାନ୍ସ ବୈଜ୍ଞାନିକ ଟିମ୍ କହିଲେ ୟୁରୋପରେ ଆସିଥିଲା କରୋନାର ପ୍ରଥମ ଘଟଣା

ପ୍ୟାରିସ: ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ୍ ଦୃଢ଼ତା ସହକାରେ କହିଛନ୍ତି ଯେ, ଚୀନର ଉହାନ ପୂର୍ବରୁ ୟୁରୋପରେ କରୋନାର ପ୍ରଥମ ଘଟଣା ଆସିଥିଲା । ସେତେବେଳେ ଡାକ୍ତରମାନେ ମଧ୍ୟ କରୋନା ନେଇ ଅବଗତ ନ ଥିଲେ ବୋଲି ସେମାନେ କହିଛନ୍ତି । କଲମରରେ ଥିବା ଶିବଜର ଡାକ୍ତରଖାନାର ଡାକ୍ତର ମାଇକେଲ ସ୍ମିଥ ଓ…