Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରସି ଟ୍ରାନ୍ସଫର ପାଇଁ ଆବେଦନ କରିବା ପରେ ଏହି ଉପାୟରେ ଘରେ ବସି ଜାଣନ୍ତୁ ଏହାର ସ୍ଥିତି !

ଭୁବନେଶ୍ୱର: ଭାରତର ପୁରୁଣା ଯାନ ବଜାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି | ବାଇକ୍ ହେଉ କିମ୍ବା କାର୍ ହେଉ, ସେଗୁଡିକ ବିଭିନ୍ନ ପ୍ଲାଟଫର୍ମରେ ବିକ୍ରି ହେଉଛି | ଏପରିକି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ କ୍ରେତା ଏବଂ ବିକ୍ରେତାମାନେ ଡିଲର ବିନା ଯାନ କ୍ରୟ ବିକ୍ରୟ କରୁଛନ୍ତି | ପୁରୁଣା ଯାନ…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ‘ରିଅଲମି ସି୧୧’; ଜାଣନ୍ତୁ ଏହାର ଫିଚର୍ସ ଓ ମୂଲ୍ୟ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ରିଅଲମି ଏହାର ନୂତନ ମୋବାଇଲ୍ ରିଅଲମି ସି୧୧ ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।ଏହା କମ୍ପାନୀର ନୂତନ ବଜେଟ୍ ବିଭାଗର ବଜେଟ୍ ସ୍ମାର୍ଟଫୋନ୍ ହେବ । ଜୁଲାଇ ୧୪ ରେ ଅପରାହ୍ନ ୧ ଟାରେ ଭାରତରେ ରିଅଲମି ସି୧୧ ଲଞ୍ଚ ହେବ ।ମନେରଖନ୍ତୁ ଗତ ମାସରେ…

ମେଗାଷ୍ଟାର ଅମିତାଭଙ୍କ ଆରୋଗ୍ୟ କାମନା କଲେ ରାଜନେତା, ଜାଣନ୍ତୁ କିଏ କଣ କହିଲେ

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ କରୋନା । ଏହାସହ ତାଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ବି ପଜଟିଭ୍ ଆସିଛି । ଏହି ଖବର ଜଣା ପଡ଼ିବା ପରେ ଦୁଇ ଅଭିନେତାଙ୍କ ସମସ୍ତେ ଆରୋଗ୍ୟ କାମନା କରିଛନ୍ତି । ବହୁ ବିଶିଷ୍ଟ ରାଜନେତା ମଧ୍ୟ ବିଗ ବିଙ୍କ ମଙ୍ଗଳ କାମନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ…

ଭଲ ଖବର: ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମୁମ୍ୱାଇ: ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି…

ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା, ମୁମ୍ୱାଇ ବଙ୍ଗଳା ସିଲ୍

ମୁମ୍ୱାଇ: କରୋନା କବଳରେ ମାୟାନଗରୀ । ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ୱାଇ ବଙ୍ଗଳା ସିଲ୍ । ତାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ ହେବା ପରେ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି । ଯେଉଁଥିରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା…

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ମୁମ୍ୱାଇ: ବାପାଙ୍କ ପରେ ପୁଅ । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅଭିଷେକ ଲେଖିଛନ୍ତି, 'ଆଜି ପ୍ରଥମେ ବାପାଙ୍କର ଓ ପରେ ମୋର କୋଭିଡ୍…

ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ସେ ଲେଖିଛନ୍ତି, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ତାଙ୍କ ପରିବାର ଓ କର୍ମଚାରୀଙ୍କ ନମୁନା…

ପୂର୍ବତନ କ୍ରିକେଟର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀଙ୍କୁ କରୋନା, ସମ୍ପୂର୍ଣ୍ଣ ପରିବାର କ୍ୱାରେଂଟାଇନରେ

କଲିକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀ କରୋନା ପଜିଟିଭ ଥିବା ଜଣାପଡିଛି । ଏହା ଜଣା ପଡିବା ପରେ ଶୁକ୍ଲାଙ୍କ ପରିବାରକୁ କ୍ୱାରେଂଟାଇନରେ ରଖାଯାଇଛି । ପଶ୍ଚିମବଙ୍ଗର ଖେଳ ରାଜ୍ୟ ମନ୍ତ୍ରୀ ଶୁକ୍ଲାଙ୍କ ପତ୍ନୀ ସ୍ମିତା ସାନ୍ୟାଲ ପରିବାର କଲ୍ୟାଣ…

ସୀମାରେ ଅନୁପ୍ରବେଶ ପାଇଁ ୩୦୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି : ମେଜର ଜେନେରାଲ ବିରେନ୍ଦ୍ର ବତ୍ସ

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି । ଜିଓସି ୧୯ ଇନଫ୍ଲେମେଟ୍ରୀ ଡିଭିଜନର ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି, ଇନପୁଟରୁ ଆସୁଥିବା ଖବର ଅନୁଯାୟୀ, ସୀମା ପାର୍ଶ୍ୱରେ ଥିବା ଏହି ଲଞ୍ଚ ପ୍ୟାଡଗୁଡ଼ିକ ସମ୍ପୂର୍ଣ୍ଣ…

ଚୀନର ମିଛକୁ ପଦାରେ ପକାଇଲେ ଭୂତାଣୁ ବିଶେଷଜ୍ଞ ଲି ମେଙ୍ଗ ୟାନ୍‌, ଭୟରେ ଦେଶ ଛାଡିଲେ

ବେଜିଂ: କରୋନା ଭାଇରସ ନେଇ ଚୀନ ମିଛ କହୁଥିବା ପୁନର୍ବାର ଆଉ ଜଣେ ଭୂତାଣୁ ବିଶେଷଜ୍ଞ ପଦାରେ ପକାଇଛନ୍ତି । ଚୀନରୁ ଲୁଚି ପଳାଇ ଆସିଥିବା ଡାକ୍ତର ଲି ମେଙ୍ଗ ୟାନ କହିଛନ୍ତି, କରୋନା ଭାଇରସ ନେଇ ଚୀନ ଜାଣିଥିଲା । ଏ ନେଇ ଆମ ଟିମ୍ ସତର୍କ କରାଇଥିଲୁ ମାତ୍ର ସେମାନେ ମାନି ନ ଥିଲେ । ହଂକଂରୁ…