Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ବିଗୁଡୁଛି ସ୍ଥିତି: ୭୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪୧୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3525 #COVID19 cases and 122 deaths in the last 24 hours;…

ବନ୍ଦେ ଭାରତ ଅଭିଯାନ: ୫ ଦିନରେ ବିଦେଶରୁ ଫେରିଲେ ୬୦୩୭ ଜଣ ପ୍ରବାସୀ

ନୂଆଦିଲ୍ଲୀ: ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି । ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରତୀୟମାନଙ୍କୁ ଏବେ ଲେଉଟାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । କୋଭିଡ଼-୧୯ ମହାମାରୀ…

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…

ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା: ୪୦ ବର୍ଷର ସର୍ବ ନିମ୍ନସ୍ତରରେ କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ : ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା ମହାମାରୀ । ଲୋକମାନେ ଘରେ ରହିବା ଫଳରେ କାର୍ବନ ଡାଇଓକ୍ସାଇଡର ମାତ୍ରା ୪୦ ବର୍ଷରେ ସର୍ବ ନିମ୍ନ ସ୍ତରକୁ ଆସିଛି । ଏହା ସହ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାରରୁ ମଧ୍ୟ ପ୍ରତିଯୋଗିତା ଭା​‌​‌ବେ ହ୍ରାସ ପାଇଛି । ମାର୍ଚ୍ଚ ଶେଷ…

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ…

ୟୁକ୍ରେନର ନରଭକ୍ଷୀ ବାପା-ପୁଅ ଗିରଫ

କିଭ୍‌: ୟୁକ୍ରେନର ଏକ ନରଭକ୍ଷୀ ବାପା-ପୁଅଙ୍କୁ ସ୍ଥାନୀୟ କୋର୍ଟ ୧୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛି । ସେମାନଙ୍କ ନାମ ହେଲା ୪୨ ବର୍ଷୀୟ ମାକ୍ସିମ କୋଜୁଁତ୍ସୋଭ ଓ ୨୧ ବର୍ଷୀୟ ୟାରାସ୍ଲୋଭା । ୪୫ ବର୍ଷୀୟ ଝେନ୍ୟା ପେତ୍ରୋଭାଙ୍କ ସହ ଉପରୋକ୍ତ ବାପା-ପୁଅ ଏକତ୍ର ମଦ୍ୟପାନ କରୁଥିଲେ । କୌଣସି…

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ…

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣା । ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଶ୍ରମିକ, କୁଟୀର ଶିଳ୍ପ, ଏମଏସଏମଇ, ମଧ୍ୟମ ବର୍ଗଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ପ୍ୟାକେଜ…

ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେପରି ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରୁହେ ସେଥିପାଇଁ ଚିନ୍ତାବ୍ୟକ୍ତ କରି ୧୦୦ରୁ ଅଧିକ ଶିକ୍ଷାବିତ୍ ଓ ସାମାଜିକ କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ: କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ…

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ…