Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ…

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର । ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ…

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି । ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ…

ଦେଶରେ କମ ରହିଛି କରୋନା ମୃତ୍ୟୁହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁରା ଦେଶକୁ କବଳିତ କରିଛି ମହାମାରୀ କରୋନା । ଚାରିଆଡେ କରୋନା ପାଇଁ ହା ହା କାର ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ କରୋନାରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା…

ଲଦାଖ ସୀମାରେ ଉଡିଲା ଚୀନର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଲଦାଖ ସୀମାରେ ଉଡିଲା ଚୀନର ହେଲିକପ୍ଟ । ମହାମାରୀ କରୋନା ଭାଇରସ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ଏଭଳି ଉଦ୍ୟମ ଆରମ୍ଭ କରିଛି । ସେ ନିଜ ପଡୋଶୀ ଦେଶମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଆରମ୍ଭ କରିଛି । ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ…

ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି

ଭୁବନେଶ୍ୱର: ଦୀର୍ଘ ଦେଢ଼ମାସ ପରେ ପୁଣିଥରେ ଆଜିଠାରୁ ଟ୍ରାକ୍‌ରେ ଗଡିଛି ଟ୍ରେନ୍ । ୧୫ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହୋଇଛି । ଏହା ୧୫ଟି ସହରକୁ ଗଡିବ । ତେବେ ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି । ରେଳବାଇ ଅନୁସାରେ…

ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ…

ଫେରୁଛନ୍ତି ପ୍ରବାସୀ: ଭ୍ରଦକରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ଦୁଇଟି ଟ୍ରେନ୍ ଆଜି ଭଦ୍ରକରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଅପରାହ୍ନ ୨ ଟାରୁ ଆଗାମୀ ୨୪ ଘଣ୍ଟା ଯାଏଁ ଚାରମ୍ପା ରେଳ ଷ୍ଟେସନର ୫୦୦ ମିଟର ପର୍ଯ୍ୟନ୍ତ ୧୪୪ ଆଧାରରେ କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା…

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…