Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତେଲେଙ୍ଗାନାରେ ମେ’ ୨୯ ଯାଏଁ ତାଲାବନ୍ଦ

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ତାଲାବନ୍ଦ ଅବଧି । ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନାରେ ଲକଡାଉନ୍ ସମୟସୀମାକୁ ମେ’ ୨୯ ଯାଏଁ ବୃଦ୍ଧି କରାଯାଇଛି । କ୍ୟାବିନେଟ ବୈଠକ ପରେ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି ଯେ, କେନ୍ଦ୍ର…

ସ୍ୱରାଜ୍ୟ ଫେରିବା ନେଇ ଚିନ୍ତାରେ ପ୍ରବାସୀ: ଟ୍ରେନ ସେବା ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର: କର୍ଣ୍ଣାଟକରେ ଫସିଥିବା ପ୍ରବାସୀମାନଙ୍କୁ ନେଇ ନିଜ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମେ ୬ ତାରିଖ ବୁଧବାର ଠାରୁ କାର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସହରକୁ ପଠାଇବା ନିମନ୍ତେ ଆୟୋଜନ ହୋଇଥିବା…

ଇଟାଲୀ ଉଦ୍ଭାବନ କଲା କୋଭିଡ୧୯ ଟୀକା: ମଣିଷ ଦେହରେ କାମ କରୁଥିବା ନେଇ ଦୃଢୋକ୍ତି ପ୍ରକାଶ !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି ଇଟାଲୀ । ଏହା ପୃଥିବୀର ପ୍ରଥମ କରୋନାଭାଇରସ୍ ଟିକା ଯାହା ସଫଳତାର ସହ ସହ ମଣିଷ ଉପରେ କାର୍ଯ୍ୟ କରୁଥିବା ଦାବି କରିଛି ଇଟାଲୀ। ଇଟାଲୀର ଏକ ନ୍ୟୁଜ ଏଜେନ୍ସି ଏଏନଏସଏ ରେ ଏହି ଖବର ପ୍ରକାଶିତ ହୋଇଛି ।…

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶବ୍ୟାପି ବଳବତ୍ତର ରହିଛି ଲକଡାଉନ । ଏହାମଧ୍ୟରେ ରାଜସ୍ୱ ବୃଦ୍ଧି ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି…

କରୋନା ଅପଡେଟ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ ହଜାର ନୂଆ ଆକ୍ରାନ୍ତ, ୧୨୬ ମୃତ !

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୯,୩୯୧ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । Total number of…

ଗ୍ରେଟର ନୋଏଡାରୁ ଗିରଫ ହେଲେ ତବଲିଗ ଜମାତର ୫ ସଦସ୍ୟ

ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡା ଅଂଚଳରୁ ମଙ୍ଗଳବାର ତବଲିଗ ଜମାତର ୫ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିମାନେ ମରକଜ ତବଲିଗ ଜମାତାର ମୁଖ୍ୟାଳୟକୁ ଯାଇଥିଲେ । ସଂକ୍ରମଣ ଘଟଣା ବଢ଼ିବାରୁ ସେମାନେ ନିକଟସ୍ଥ ଏକ ଗ୍ରାମରେ ଲୁଚି କରି ରହିଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ…

ଇସ୍ପାତ ନିର୍ମାଣରେ ଜେଏସ୍‌ପିଏଲ୍‌ର ରେକର୍ଡ; ଲକ୍‌ଡାଉନ୍ ସତ୍ତ୍ୱେ ରପ୍ତାନୀ ବିକ୍ରୟରେ ରେକର୍ଡ ୧୦୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି ।  ଅପ୍ରେଲ ମାସରେ…

ଲକଡାଉନରେ ବିବାହ କଲେ ଅନ୍ତର୍ଜାତୀୟ ମହିଳା ରେସଲର

ବାଗପତ: ଦେଶରେ ଲକଡାଉନ ନିୟମ ଲାଗୁ କରାଯାଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ମହିଳା ରେସଲର ଅଂଶୁ ତୋମାର ମଙ୍ଗଳବାର ଜାତୀୟସ୍ତରର ପହଲିୱାନ ଧର୍ମେନ୍ଦ୍ର ଯାଦବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀ ପାଇଁ ଲକଡାଉନ କରାଯାଇଛି । ଅବଶ୍ୟ ଏହି ଦୁଇ ପରିବାର ସରକାରଙ୍କ ସମସ୍ତ…

ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା କୌଣସି ପ୍ରମାଣ ଦେଇନି :ଡବ୍ଲ୍ୟୁଏଚଓ

ୱାଶିଂଟନ: ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ନେଇ ଆମେରିକା ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ଦେଇନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ପୂର୍ବରୁ ଚୀନ ତାଙ୍କ ଲ୍ୟାବରୁ କରୋନା ବ୍ୟାପି ନାହିଁ ବୋଲି ସ୍ପଷ୍ଟ କରିଛି । ସୋମବାର ଆମେରିକା ରାଷ୍ଟ୍ରପତି…

କିମ ଜୋଙ୍ଗଙ୍କୁ ସମ୍ମାନିତ କଲା ରୁଷିଆ

ମସ୍କୋ : ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗଙ୍କୁ ରୁଷ୍ ରାଷ୍ଟ୍ରପତି ବିଶେଷ ସମ୍ମାନରେ ସମ୍ମାନିତ କରିଛନ୍ତି । ନାଜି ଜର୍ମାନୀ ଉପରେ ବିଜୟର ୭୫ତମ ବର୍ଷପୂର୍ତ୍ତି ଉପଲକ୍ଷେ ରୁଷ୍ କିମ୍‌ଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ମେଡାଲ ପ୍ରଦାନ କରିଛନ୍ତି । କିମ୍‌ଙ୍କ ତରଫରୁ ଉତ୍ତର…