Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା କୌଣସି ପ୍ରମାଣ ଦେଇନି :ଡବ୍ଲ୍ୟୁଏଚଓ

ୱାଶିଂଟନ: ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ନେଇ ଆମେରିକା ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ଦେଇନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ପୂର୍ବରୁ ଚୀନ ତାଙ୍କ ଲ୍ୟାବରୁ କରୋନା ବ୍ୟାପି ନାହିଁ ବୋଲି ସ୍ପଷ୍ଟ କରିଛି । ସୋମବାର ଆମେରିକା ରାଷ୍ଟ୍ରପତି…

କିମ ଜୋଙ୍ଗଙ୍କୁ ସମ୍ମାନିତ କଲା ରୁଷିଆ

ମସ୍କୋ : ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗଙ୍କୁ ରୁଷ୍ ରାଷ୍ଟ୍ରପତି ବିଶେଷ ସମ୍ମାନରେ ସମ୍ମାନିତ କରିଛନ୍ତି । ନାଜି ଜର୍ମାନୀ ଉପରେ ବିଜୟର ୭୫ତମ ବର୍ଷପୂର୍ତ୍ତି ଉପଲକ୍ଷେ ରୁଷ୍ କିମ୍‌ଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ମେଡାଲ ପ୍ରଦାନ କରିଛନ୍ତି । କିମ୍‌ଙ୍କ ତରଫରୁ ଉତ୍ତର…

ମ୍ୟାନମାରକୁ ଭାରତ ଦେଲା ୨ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ

ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ କିଛି ମାତ୍ରାରେ ସହାୟ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ମ୍ୟାନମାରର ଅନୁରୋଧ କ୍ରମେ ଭାରତ ଏହି ଗେମ ଚେଞ୍ଜର ଟାବଲେଟ ପଡୋଶୀ (ମ୍ୟାନମାର) ଦେଶକୁ ଦେଇଛି । ରିପୋର୍ଟ ମୁତାବକ ଭାରତ ୨ଲକ୍ଷ ଟାବଲେଟ ସମେତ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ମଧ୍ୟ…

ଇସ୍ରାଏଲ ପାଖରେ କୋଭିଡ-୧୯ ଟୀକା !

ଜେରୁଜେଲମ: ସାରା ବିଶ୍ୱରେ କରୋନା ତାରା କାୟା ମେଲାଇଛି । ଏଯାଏଁ ଏହି ମହାମାରୀର କୌଣସି ଟୀକା ବାହାରି ନାହିଁ । ଟୀକା ପାଇଁ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେମାନେ ଦିନ ରାତି ଏକ କାରିସାରିଲେଣି । ତେବେ ଏହାରି ଭିତରେ ଇସ୍ରାଏଲ କୋଭିଡ-୧୯ ଭୂତାଣୁର ଟୀକା ବାହାର କରିିଛି ।…

୬୪ଟି ବିମାନରେ ବିଦେଶରୁ ଫେରିବେ ୧୪ହଜାର ୮ଶହ ପ୍ରବାସୀ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ପ୍ରାୟ ୧୪,୮୦୦…

ଉଗ୍ର ହେଲା କରୋନା: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା । ଏହା ଦେଶରେ ଗୁରୁତର ଆକାର ଧାରଣ କଲାଣି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୪ ଘଂଟାରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର…

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା । କେନ୍ଦ୍ର ଗୃହ…

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି । ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର…

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ…

କରୋନା ଅପଡେଟ: ଓଡିଶା ସମେତ, ଦେଶ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…