Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ଡେରାଡୁନ: ହାରିଲା କରୋନା । ଜିତିଲା ୯ ମାସର ଶିଶୁ । ମାତ୍ର ୬ ଦିନ ଭିତରେ କରୋନା ଯୁଦ୍ଧରେ ବିଜୟୀ ହେଲା କୁନି ଶିଶୁ । ଏଭଳି ଏକ ଖୁସି ଖବର ଆସିଛି ଡେରାଡୁନରୁ । ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହୋଇ ଘରକୁ…

ଭାରତରେ କରୋନା ସଂକ୍ରମଣର ଗତି ହ୍ରାସ ପାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରେନାକୁ ନେଇ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଭାତରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ସି.କେ. ମିଶ୍ର କହିଛନ୍ତି । ସେ କହିଛନ୍ତି,…

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ…

୧୯୦ ଫୁଟ୍ ଉଚ୍ଚତାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ଡ୍ରାଗନ୍‌ଫ୍ଲାୟ ଡ୍ରୋନ୍ !

ଆମେରିକା: ଏକ କମ୍ପାନୀ ଦାବି କରିଛି ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଡ୍ରୋନ୍ ୧୯୦ ଫୁଟ୍ ଉପରୁ ଲୋକଙ୍କ ଟେମ୍ପ୍ରେଚର୍ ମାପିପାରିବ । ଆମେରିକା ପୋଲିସ ଏହି ଡ୍ରୋନ୍‌ର ପରୀକ୍ଷଣ ଚଳାଇଛି । କରୋନା ଯୁଦ୍ଧରେ ଏହି ଡ୍ରୋନ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ…

ରୋଜଗାର ହରାଇଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ସରକାର: ସୋନିଆ

ନୂଆଦିଲ୍ଲୀ: କରୋନା ସଂକଟ ଉପରେ ଆଜି ଭିଡିଓ କନଫରେନ୍ସିଂରେ କଂଗ୍ରେସ ୱାର୍କିଂ କମିଟର ବୈଠକ ହୋଇଛି । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲକଡାଉନ ସମୟରେ ବେକାର ଥିବା ଲୋକ ତଥା ଚାକିରୀ ହରାଇଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର…

ଅକ୍ଟୋବର ୧୫ ଯାଏଁ ବନ୍ଦ ରହିବ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ; ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଆଗାମୀ ଅକ୍ଟୋବର ୧୫ ଯାଏଁ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିବ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା... କରୋନା ମହାମାରୀ ଯୋଗୁ ହୋଟେଲ ବା ରେଷ୍ଟୁରାଣ୍ଟ…

କରୋନା ସଙ୍କଟ: ୨୦୨୧ ଯାଏଁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ବାତିଲ କରାଯାଇଛି । ୨୦୨୧ ଜୁଲାଇ ଯାଏଁ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ କଟକଣା ଜାରି କରାଯାଇଛି । ଏହି…

ଆକ୍ରମଣ ପଛରେ କଂଗ୍ରେସର ହାତ ରହିଛି: ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ହୋଇଥିବା ଆକ୍ରମଣ ଲାଗି ସେ କଂଗ୍ରେସକୁ ଦାୟୀ କରିଛନ୍ତି। ଗୋସ୍ୱାମୀ ଏହା ପୂର୍ବରୁ ପାଲଘର ହତ୍ୟାକାଣ୍ଡ ଉପରେ ନୀରବ ରହିଥିବାରୁ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।…

ଦୈନିକ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଯୋଗାଇବାକୁ ପ୍ରସ୍ତାବ ଦେଲା ରେଳବାଇ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସଂକଟ ସମୟରେ ଭାରତୀୟ ରେଳବାଇ ସବୁ ରାଜ୍ୟଗୁଡିକୁ ୧୫ ଟଙ୍କା ମୂଲ୍ୟରେ ପ୍ରତିଦିନ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ଯେଉଁ ସବୁ ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ଅଭାବୀ…

୨୫ଦିନ ଧରି ବୁଲୁଥିଲେ ସମୁଦ୍ରରେ, ଜାଣିନଥିଲେ ବାହାରେ ଜଗିଛି କରୋନା !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର କରାଳ ରୂପ । ହେଲେ ଲଣ୍ଡନର ଏକ ଦମ୍ପତ୍ତି ଜାଣିନଥିଲେ ବିଶ୍ୱରେ ଚାଲିଛି କୋଭିଡ-୧୯ର ଆତଙ୍କ । ୨୫ଦିନ ଧରି ସମୁଦ୍ରରେ ବୁଲି କୂଳରେ ଲାଗିବା ପରେ ଦୁନିଆର ହାଲ୍‌ଚାଲ୍ ତାଙ୍କୁ ତାଜୁବ୍ କରିଥିଲା । ମାଂଚେଷ୍ଟର ବାସିନ୍ଦା ରିୟାନ୍ ଅସ୍‌ବୋର୍ଣ୍ଣ ଓ…