Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡିଶା ଭିତ୍ତିକ ଉଦ୍ୟୋଗ କ୍ରିସ୍ ଏଲ୍ଇଡିକୁ ମିଳିଲା ‘ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍’ ଆଓ୍ବାର୍ଡ

ଭୁବନେଶ୍ୱର: କ୍ରିସ୍ ଇଣ୍ଡିଜିନିୟସ୍ ଟେକ୍ନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡକୁ ମିଳିଛି 'ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍ ୨୦୨୦' ଆଓ୍ବାର୍ଡ । ଓଡିଶା ଭିତ୍ତିକ ଏହି ଏଲ୍ଇଡି ମାନୁଫାକଚରର କମ୍ପାନୀ 'ବେଷ୍ଟ ବ୍ରାଣ୍ଡ ଅଫ ଦି ଇୟର' ଭାବେ ସମ୍ମାନୀତ ହୋଇଛି। ଗୋଆଠାରେ ଅନୁଷ୍ଠିତ…

ଜିପ୍ ଲଞ୍ଚ କଲା ଇ-ବାଇକ୍, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ:ଜିପ୍ ଏହାର ନୂତନ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଛି । କମ୍ପାନୀ ଏହାର ସର୍ବ-ଇ-ବାଇକ୍ ବୁକିଂ ଆରମ୍ଭ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫,୮୯୯ ଡଲାର (ପ୍ରାୟ ୪.୩୦ ଲକ୍ଷ ଟଙ୍କା) । ୭୫୦ ୱାଟର ମୋଟର ସହିତ ଆସୁଥିବା ଏହି ବାଇକ୍ ତିଆରି କରିବା ପାଇଁ ଜିପ୍ କଲୋରଡୋ ଭିତ୍ତିକ…

ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଲା: କଂଗ୍ରେସର ହରଦୀପ ସିଂ ଦେଲେ ଇସ୍ତଫା

ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତି ଆହୁରି ସରଗରମ ହୋଇଯାଇଛି । ଗୁରୁବାର ନିଖୋଜ ୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ହରଦୀପ ସିଂ ଡଂଗ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠେଇ ଦେଇଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚିନ୍ତା ବଢ଼ିଛି । ସେ ଏହା ପୂର୍ବରୁ କଶ୍ମୀରରୁ…

ଭାରତୀୟ ଆର୍ମି ଉଡାଇଲେ ପାକିସ୍ତାନ ପୋଷ୍ଟ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନାର ଉଦ୍ୟମକୁ ଭାରତୀୟ ଆର୍ମି କଡା ଜବାବ ଦେଇଛି । କୁପୱାଡା ଅଂଚଳରେ ଏ ନେଇ ସେନା ଖବର ପାଇବା ପରେ ବଡ ଧରଣର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଏଥିରେ ପାକିସ୍ତାନ ସୀମାର କେତେକ ଫରୱାର୍ଡ ପୋଷ୍ଟ ନଷ୍ଟ…

ସଂସଦ ଭିତରକୁ ଗୁଳି ନେଇ ଯାଉଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍ । ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଗେଟ୍ ନିକଟରେ…

ଲଞ୍ଚ ହେଲା ରିଅଲମିର ଫିଟନେସ୍ ବ୍ୟାଣ୍ଡ, ଜାଣନ୍ତୁ କ’ଣ ରହିଛି ବୈଶିଷ୍ଟ୍ୟ ଓ ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ ରିଅଲମି ବ୍ୟାଣ୍ଡ ଲଞ୍ଚ ହୋଇଛି । ରିଅଲମି ଆଜି ଏହାର ପ୍ରଥମ ଫିଟନେସ ବ୍ୟାଣ୍ଡ ରିଅଲମି ବ୍ୟାଣ୍ଡକୁ ଭାରତରେ ରିଅଲମି ୬ ଏବଂ ରିଅଲମି ୬ ପ୍ରୋ ସ୍ମାର୍ଟଫୋନ ସହିତ ଏହାର ନୂତନ ରିଅଲମି ୬ ସିରିଜରେ ଲଞ୍ଚ କରିଛି । ଆସନ୍ତୁ ରିଅଲମିର ପ୍ରଥମ ଫିଟନେସ୍ ବ୍ୟାଣ୍ଡର ବୈଶିଷ୍ଟ୍ୟ…

ଲୋକସଭାରେ ହଙ୍ଗାମା, କଂଗ୍ରେସର ୭ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସର ୭ ଲୋକସଭା ସାଂସଦ ସସ୍‌ପେଣ୍ଡ । ସଂସଦର ଅସଦାଚରଣ ଅଭିଯୋଗରେ ବାଚସ୍ପତି ଓମ ବିର୍ଲା କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଲେ ଗୌରବ ଗୋଗୋଇ, ଟିଏପ୍ ପ୍ରଥପାନ, ଡିନ୍ କୁରିକୋସ, ଆର୍‌.ଉନ୍ନିଥନ, ମନିକମ ଟାଗୋର, ବେନି…

ନିର୍ଭୟା ଦୋଷୀଙ୍କ ନୂଆ ଡେଥ ୱାରେଂଟ ଜାରି, ମାର୍ଚ୍ଚ ୨୦ରେ ଫାଶୀ

ନୂଆଦିଲ୍ଲୀ: ଆଉ ମିଳିବନି ତ୍ରାହି । ସରିଛି ସମସ୍ତ ବିକଳ୍ପ । ନିର୍ଭୟାଙ୍କ ସଇତାନଙ୍କ ପାଇଁ ବନ୍ଦ ହେଲା ସବୁ ବାଟ । ଜାରି ହେଲା ନୂଆ ଡେଥ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫.୩୦ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ । ଏନେଇ ଦିଲ୍ଳୀ ପଟିଆଲା ହାଉସ…

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଭୟରେ ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଛୋଟ ପିଲାଙ୍କ ଠାରେ କରୋନା ଭାଇରସର ସଂକ୍ରମଣ ଭୟ ଏଡାଇବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ କରୋନା କାୟା…

ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଫେବୃଆରୀ ୨୪ ହୋଇଥିବା ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ହେଉଥିବା ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡିଓଟି ଚାନ୍ଦବାଗ ଅଂଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ ଶର୍ମା ଓ ଗୋକୁଲପୁରୀ…