Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ…

ଇପିଏଫ୍ ସୁଧ ହାର ୦.୧୫% କମିଲା

ନୂଆଦିଲ୍ଲୀ: ୬ କୋଟି କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଝଟ୍‌କା । କମିଲା ଇପିଏଫ୍ ସୁଧ ହାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଆଜି ଘୋଷଣା କରିଛନ୍ତି । ଇପିଏଫ୍ ସୁଧ ହାର ୦.୧୫ ପ୍ରତିଶତ ହ୍ରାସ କରାଯାଇଛି…

ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ୪ଥର ଲାଗି ନୂଆ ଫାଶୀ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୦ ସକାଳ ୫.୩୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ ଦିଲ୍ଲ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ କୋର୍ଟଙ୍କ ଏହି ନିଷ୍ପତି ପରେ…

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା…

କରୋନା ଭୂତାଣୁ: ଇଟାଲୀରେ ୧୦୭ ମୃତ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ରୋମ: ଇଟାଲୀରେ ଉଗ୍ର ରୂନ ନେଇଛି କରୋନା ଭୂତାଣୁର ସଂକ୍ରମଣ । ଏହି ଭାଇରସ ଯୋଗୁଁ ସେଠାରେ ସ୍ଥିତି ଜଟିଳ ହୋଇଛି । କରୋନା ଭୁତାଣୁ ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩୦୮୯ ଜଣ ସଂକ୍ରମିତ ଅଛନ୍ତି । ଏଥିପାଇଁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ…

୨୮,୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଚାରିଆଡେ କରୋନା ଭାଇରସ କୋକୁଆ ଭୟ । ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭୂତାଣୁର ସଂକ୍ରମଣ । ଭାରତରେ ମଧ୍ୟ ଏହି ଭାଇରସର ଭୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ଦେଶର କରୋନା ସ୍ଥିତି ନେଇ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର…

ଏବେ ହୋଇପାରିବ କ୍ରିପ୍ଟୋକରେନ୍ସିରେ କାରବାର

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ବୁଧବାର ଦିନ କାରବାରରେ କ୍ରିପ୍ଟୋ ମୁଦ୍ରା ଏବଂ ବିଟକଏନ୍ ଇତ୍ୟାଦି ଉପରେ ପ୍ରତିବନ୍ଧକ ଲଗାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟାହାର କରି ନେଇଛନ୍ତି | ରିଜର୍ଭ ବ୍ୟାଙ୍କ ୨୦୧୮ ରେ ଏକ ସର୍କୁଲାର ଜାରି କରି ବ୍ୟାଙ୍କିଙ୍ଗ କାରବାରରେ କ୍ରିପ୍ଟୋ ମୁଦ୍ରା…

ଲଞ୍ଚ ହେଲା ଲାଭା ଏ୧ କଲରର୍ସ; କ’ଣ ରହିଛି ଫିଚର୍ସ ଜାଣନ୍ତୁ…

ନୂଆଦିଲ୍ଲୀ: ଫୋନ୍ ନିର୍ମାତା କମ୍ପାନୀ ଲାଭା ଏକ ନୂତନ ବୈଶିଷ୍ଟ୍ୟ ଫୋନ୍ 'ଲାଭା ଏ୧ କଲରର୍ସ' ଲଞ୍ଚ କରିଛି | କମ୍ପାନୀ ଏହାକୁ ହାଲୁକା ନୀଳ, ସବୁଜ ଏବଂ ମ୍ୟାଜେଣ୍ଟା ରଙ୍ଗରେ ଲଞ୍ଚ କରିଛି | କମ୍ପାନୀ ଏହି ଫୋନ୍ ସହିତ ଏକ ବର୍ଷର ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିଛି |…

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କୋରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନୋଭେଲ କୋରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ନୂତନ ହୁଣ୍ଡାଇ କ୍ରେଟା ଚିହ୍ନିବ ସ୍ୱର !

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଅଗ୍ରଣୀ କାର ନିର୍ମାତା ହୁଣ୍ଡାଇ ଏହାର ଲୋକପ୍ରିୟ ଏସୟୁଭି ହୁଣ୍ଡାଇ କ୍ରେଟାକୁ ଭାରତୀୟ ବଜାରରେ ଲଞ୍ଚ କରାଇବାକୁ ପ୍ରସ୍ତୁତ ହେଉଛି| ୨୦୨୦ହୁଣ୍ଡାଇ କ୍ରେଟା ମୂଲ୍ୟ ଏବଂ ବୈଶିଷ୍ଟ୍ୟ: ସୂଚନା ଅନୁଯାୟୀ, ଏହି ଏସୟୁଭି ମାର୍ଚ୍ଚ ୧୭ ରେ ଆନୁଷ୍ଠାନିକ ଭାବେ ବିକ୍ରି…