Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବର୍ତ୍ତମାନ ୱାଟସଆପ୍ ଡାର୍କ ମୋଡ୍ ବ୍ୟବହାର କରନ୍ତୁ, ଆଖିକୁ ଆରାମ ଦେବ ଏବଂ ବ୍ୟାଟେରୀ ସଞ୍ଚୟ କରିବ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଫେସବୁକର ଇନଷ୍ଟାଣ୍ଟ ମେସେଜିଂ ଆପ୍ ୱାଟସଆପ୍ ଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଡାର୍କ ମୋଡ୍ ମୁକ୍ତ କରିଛି | ଯଦି ଅପଡେଟ୍ ବ୍ୟାଚ୍ ଦ୍ୱାରା ଏହା ରୋଲଆଉଟ କରାଯାଇଛି, ତେବେ ଅପଡେଟ୍ ଧୀରେ ଧୀରେ ସମସ୍ତ ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ |…

ଚୀନ ବାହାର କଲା କରୋନା ଭାଇରାସର ପ୍ରତିଷେଧକ ଟୀକା !

ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ…

କରୋନା ଆତଙ୍କ: ଏସବୁ ଦେଶଗୁଡିକୁ ଭ୍ରମଣ ବୀମା ଦେବେନି କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ବିଶ୍ବ ବ୍ୟାପି କରୋନା ଭାଇରସ ବ୍ୟାପୁଥିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଯାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବୀମା ଦ୍ୱାରା କରୋନା ଭାଇରସ୍ ଚିକିତ୍ସା ରୂପାନ୍ତର: ଯଦି ଆପଣ ଏପରି ଏକ ଦେଶକୁ ଯାଉଛନ୍ତି ଯେଉଁଠାରେ ସରକାରଙ୍କ ଦ୍ୱାରା ଭ୍ରମଣ ଆଡ଼ଭାଇଜରି ଜାରି କରାଯାଇଛି…

କାଶ୍ମୀରରେ ସୋସିଆଲ ମିଡିଆ ଉପରୁ ହଟିଲା ବ୍ୟାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।…

ନିର୍ଭୟା ମାମଲା: ଶେଷ ହେଲା ସବୁ ବିକଳ୍ପ, ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ ହୋଇଛି । ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିଛନ୍ତି । ଏଥିସହ ୪ ଦୋଷୀଙ୍କ ସବୁ ଆଇନଗତ ବିକଳ୍ପ ମଧ୍ୟ ଶେଷ ହୋଇଛି । ରାଜକ୍ଷମା ଆବେଦନ ଖାରଜ ହେବା ପରେ ୪ ଦୋଷୀ ଫାଶୀ…

ଭାରତରେ ଏବେ ୨୮ ଜଣ କରୋନା ଆକ୍ରାନ୍ତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ୨୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ୨୮ ଜଣ କରୋନା ସଂକ୍ରମିତଙ୍କ ରିପୋର୍ଟ ପଜିଟିଭ ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଛୁଇଁ ଥିବାବେଳେ ସେମାନଙ୍କ…

କରୋନା ଭାଇରସ ମୁକାବିଲା ଲାଗି ବିଶ୍ୱ ବ୍ୟାଙ୍କର ଆର୍ଥୀକ ପ୍ୟାକେଜ ଘୋଷଣା!

ୱାସିଂଟନ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜରୁରୀକାଳୀନ ଆର୍ଥୀକ ସହାୟତା ଘୋଷଣା କରାଯାଇଛି । କରୋନା ଭାଇରସ ପ୍ରଭାବିତ…

କରୋନାର ପ୍ରଭାବ: ହୋଲି ମିଳନ ପର୍ବରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଅନେକ ମାମଲା ସାମନାକୁ ଆସିଲାଣି । ଯାହାପରେ ଏବେ ସାରା ଦେଶରେ ସତର୍କତା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା…

କରୋନା: ନୋଏଡାର ୬ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ନୋଏଡା: କରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ନୋଏଡାର ୬ କରୋନା ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏହି ୬ଜଣଙ୍କୁ ସତର୍କତା ଅବଲମ୍ବନ ସ୍ୱରୂପ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି…

କରୋନା ଆତଙ୍କ: କିପରି ରହିବେ ସାବଧାନ ଓ କ’ଣ ରହିଛି ଲକ୍ଷଣ, ଜାଣନ୍ତୁ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୯,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ…