Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା ,ବିଶ୍ୱରେ ଟପିଲା ୩ ହଜାର

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ । ଚୀନ ପରେ ଏହି ମାରାତ୍ମକ ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ସହରରେ କରୋନା ପ୍ରଭାବରେ ୯ ଜଣଙ୍କର ପ୍ରାଣ…

ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ସରକାରଙ୍କୁ ପ୍ରଦାନ କଲେ ବକେୟା ସ୍ପେକ୍ଟ୍ରମ୍ ପେମେଣ୍ଟ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ମଙ୍ଗଳବାର ଟେଲିକମ୍ ବିଭାଗକୁ ୩,୦୪୩ କୋଟି ଟଙ୍କା ବକେୟା ଦେଇଛି। ସ୍ପେକ୍ଟ୍ରମର ବକେୟା ପରିଶୋଧ କରିବାକୁ କମ୍ପାନୀ ଏହି ଦେୟ ପ୍ରଦାନ କରିଛି | ଏହି କିସ୍ତି କମ୍ପାନୀ ଏୟାରୱେଭ କ୍ରୟ ପାଇଁ ଗତ ନିଲାମରେ ଟେଲିକମ୍ ବିଭାଗକୁ ପ୍ରଦାନ କରିବାକୁ ପଡିବ | ଏହି ଦେୟ…

ଦେଶର ନୂତନ ଅର୍ଥ ସଚିବ ହେବେ ଅଜୟ ଭୂଷଣ ପାଣ୍ଡେ; ଜାଣନ୍ତୁ ତାଙ୍କ ବ୍ୟକ୍ତିତ୍ୱ ସହ ଜଡିତ କିଛି କଥା

ନୂଆଦିଲ୍ଲୀ: ରାଜସ୍ୱ ସଚିବଙ୍କ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ଅଜୟ ଭୂଷଣ ପାଣ୍ଡେ ଦେଶର ନୂତନ ଅର୍ଥ ସଚିବ ହେବେ | ସେ ଗତ ମାସରେ ଅବସର ନେଇଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ | ଇଂରାଜୀ ଖବରକାଗଜ 'ମେଣ୍ଟ'ର ଖବର ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି ପାଣ୍ଡେଙ୍କ…

କରୋନା ଭାଇରସ: ମୁକାବିଲା କରିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଲେ ଜି-୭ ରାଷ୍ଟ୍ର

ବ୍ୟାଙ୍କ ଅଫ୍ ଇଂଲଣ୍ଡ ଗଭର୍ଣ୍ଣର ମାର୍କ କାର୍ନି କହିଛନ୍ତି ଯେ ନୀତି ନିର୍ମାତାମାନେ ବିସ୍ତାରିତ କରୋନା ଭାଇରସ୍ ବିରୁଦ୍ଧରେ ବିଶ୍ୱ ଅର୍ଥନୀତିର ଏକ “ଶକ୍ତିଶାଳୀ ଏବଂ ସମୟାନୁବର୍ତ୍ତୀ” ପ୍ରତିରକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ଯେହେତୁ ଗ୍ରୁପ୍ ଅଫ୍ ସେଭେନ ଦେଶରୁ ଆସିଥିବା ଲୋକମାନେ ଏକ…

୪୦ ଦେଶର ମିଳିତ ନୌସେନା ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ୪୦ ଦେଶର ମିଳିତ ନୌସେନା ଅଭ୍ୟାସକୁ ଭାରତୀୟ ନୌସେନା ବାତିଲ କରି ଦେଇଛନ୍ତି । କରୋନା ଭାଇରସ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ନିଆଯାଇଛି । ବିଶାଖପଟନମ ସମୁଦ୍ର କୂଳରେ ମିଳନ ୨୦୨୦ ନାମକ ଏହି ସମର ଅଭ୍ୟାସ ୧୮ରୁ ୨୮ ମାର୍ଚ୍ଚ ମଧ୍ୟରେ ଆୟୋଜିତ ହେବାର ଥିଲା…

ଦାହ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୧୨ ଆହତ

ଭୋପାଲ: ବିକାଶଖଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ଦାହ ସଂସ୍କାର କରିବା ପାଇଁ ଯାଇଥିବା ୫୦ ବ୍ୟକ୍ତିଙ୍କ ଉପରେ ମହୁମାଛି ଆକ୍ରମଣ କରିଛି । ଏଥିରେ ୧୨ ଲୋକ ବେହୋଶ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ସରପଂଚ ରାମଦୟାଲ ହଡପାଚେଙ୍କ କହିବା ଅନୁସାରେ, ସ୍ଥାନୀୟ…

ଆସନ୍ତୁ ଜାଣିବା କାହିଁକି ଛୋଟ ପିଲାଙ୍କ ନିଦ ହଜୁଛି !

ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍‌ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ ।…

ପୁଲୱାମା ଆକ୍ରମଣ: କାଶ୍ମୀରରୁ ବାପ-ଝିଅଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଲୱାମାରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଂଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ବଡ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବାପ-ଝିଅଙ୍କୁ ଏନଆଇଏ ଗିରଫ କରିଛି । ଆତଙ୍କବାଦୀଙ୍କୁ ସହାୟତା କରିଥିବା…

କରୋନା ପାଇଁ ଭିସା କଟକଣା: ଏହି ୪ଟି ଦେଶର ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଭାରତ ସତର୍କ ହୋଇଯାଇଛି । ପ୍ରାୟ ୬୦ଟି ରାଷ୍ଟ୍ରକୁ ବ୍ୟାପି ସାରିଥିବା କରୋନା ଭାଇରସ ଭୟାବହ ରୂପ ଧାରଣ କରୁଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କରୋନା ଭାଇରସ ସମ୍ବନ୍ଧିତ କିଛି ମାମଲା ସାମନାକୁ ଆସିଛି । ଯାହା ପରେ…

କରୋନାକୁ ନେଇ ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ଭାଇରାସକୁ ନେଇ ଭୟଭୀତ ନହେବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା ହୋଇଛି ।…