Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦୀଙ୍କ ଟ୍ୱିଟ୍‌, ମହିଳାଙ୍କ ପାଇଁ ସମର୍ପିତ ହେବ ସୋସିଆଲ ମିଡିଆ ଆକାଉଂଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆଜି ଟ୍ୱିଟ୍ କରିଛନ୍ତି ଯେ, ମୁଁ ସୋସିଆଲ ମିଡିଆ ଛାଡୁନାହିଁ । ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା…

ଦିଲ୍ଲୀ ହିଂସା: ଗିରଫ ହେଲା ମୋଷ୍ଟ ୱାଟେଂଡ ଶାହାରୁଖ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ପୋଲିସକୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମୋଷ୍ଟ ୱାଟେଂଡ ମହମ୍ମଦ ଶାହାରୁଖକୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶର ସାମଲିରୁ ଦିଲ୍ଲୀ କ୍ରାଇମବ୍ରାଂଚ ତାକୁ ଗରିଫ କରିଥିବା ସୂଚନା ମିଳିଛି । ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ବେଳେ ଶାହାରୁଖ ପୋଲିସ ଉପରକୁ…

କରୋନା ଭୟରେ ନଏଡାରେ ସ୍କୁଲ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ତେବେ ଭାରତରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ତେଲଙ୍ଗାନାରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଓସ୍କାର ବିଜେତା କର୍କ ଡଗଲସ ୪୪୪ କୋଟି ଟଙ୍କା ଦାନ କରି ଦେଲେ

ଲସ ଏଞ୍ଜେଲସ୍‌: ତିନି ଥର ଓସ୍କାର ଜିତିଥିବା ହଲିଉଡ ଷ୍ଟାର କର୍କ ଡଗଲସ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ସେ ତାଙ୍କର ୪୪୪ କୋଟି ଟଙ୍କାର ସମ୍ପତି ଦାନ କରି ଦେଇଛନ୍ତି । ନିଜ ପିଲାମାନଙ୍କୁ ସେ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି । କର୍କ ଲେଖିଛନ୍ତି ମୋ ପୁଅ ମାଇକେଲ ଡଗଲସ…

ଇରାନ ନାଗରିକଙ୍କୁ ଜାରି ହୋଇଥିବା ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି । ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍‌କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା…

ବିଜେପି ନେତା କପିଲ ମିଶ୍ରାଙ୍କୁ ମିଳିବ Y+ ସୁରକ୍ଷା

ନୂଆଦିଲ୍ଲୀ: ବିଜେପି ନେତା କପିଲା ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ବଡ ନିଷ୍ପତି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାରେ କପିଲ ମିଶ୍ରାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି ।…

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍…

ଆଧାର ସହ ପାନ୍ ଲିଙ୍କ ନକଲେ ଏବେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ବେଳେ ଏବେ ସରକାରଙ୍କ ପକ୍ଷରୁ ନୂଆ ନିଷ୍ପତ୍ତି ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କର…

କରୋନା: ଏୟାର ଇଣ୍ଡିଆର ୧୦ କ୍ରୁ ମେମ୍ବରଙ୍କ ଉପରେ କଡା ନଜର

ମୁମ୍ବାଇ: କରୋନା ଭାଇରସ ପ୍ରକୋପକୁ ଦେଖି ଏୟାର ଇଣ୍ଡିଆର ୧୦ଜଣ କ୍ରୁ ମେମ୍ବରଙ୍କ ଉପରେ କଡା ନଜର ରଖିବାର ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨୫ ତାରିଖରେ ଭିଏନାରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଏଆଇ ୧୫୪ ବିମାନର ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ କୋଭିଡ-୧୯ ସଂକ୍ରମଣର…

ମାର୍ଚ୍ଚ ୧୨ରେ ଭାରତରେ ଲଞ୍ଚ ହେବ ରେଡମି ନୋଟ୍ ୯; କ’ଣ ରହିଛି ଫିଚର୍ସ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ରେଡମି ନୋଟ୍ ୯ ସିରିଜ୍ ଲଞ୍ଚ ତାରିଖ: ଜିଆଓମିର ସବ୍ ବ୍ରାଣ୍ଡ୍ ରେଡମି ବର୍ତ୍ତମାନ ଭାରତରେ ନିଜର ରେଡମି ନୋଟ୍ ୯ସିରିଜ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି | ରେଡମି ନୋଟ୍ ୯ ସିରିଜର ଲଞ୍ଚ ତାରିଖର ସୂଚନା ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ସେୟାର କରାଯାଇଛି | ଏହି…