Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେ ଉଡନ୍ତା ବିମାନରେ ଯାତ୍ରୀଙ୍କୁ ମିଳିବ ୱାଇଫାଇ ସେବା

ନୂଆଦିଲ୍ଲୀ: ଶେଷରେ ଦିନ ଆସିଛି ଯେତେବେଳେ ଯେଉଁମାନେ ବିମାନରେ ଯାତ୍ରା କରୁଥିଲେ ସେମାନେ ଅପେକ୍ଷା କରିଥିଲେ | ବର୍ତ୍ତମାନ ଆପଣ ୩୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ଇଣ୍ଟରନେଟ୍ ସହିତ ସଂଯୁକ୍ତ ରହିପାରିବେ | ଭାରତୀୟ ବିମାନ ସେବାରେ ୱାଇଫାଇ ସୁବିଧା ପ୍ରବର୍ତ୍ତନ କେନ୍ଦ୍ର ସରକାର ଅନୁମୋଦନ…

ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି । ରବିବାର ଏ ନେଇ ବହୁତ ଚିନ୍ତା କରିଛି ବୋଲି ସେ କହିଛନ୍ତି । ଫେସବୁକ୍, ଟୁଇଟର, ଇନଷ୍ଟ୍ରାଙ୍ଗାମ ଓ ୟୁଟୁ୍ୟବରେ ମୋଦିଙ୍କ ଅନେକ ପ୍ରଶଂସକ ଅଛନ୍ତି । ସେ କାହିଁକି ଏହି…

ପରବର୍ତ୍ତୀ କୋର୍ଟ ଆଦେଶକୁ ଅପେକ୍ଷା, ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ହୋଇଥିଲା ତାରିଖ ଧାର୍ଯ୍ୟ । ମାତ୍ର ଏହି ମୃତ୍ୟୁ ଦଣ୍ଡ ଆସନ୍ତାକାଲି ଦିଆଯାଇପାରିବ ନାହିଁ, ଆସନ୍ତା ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ମାମଲାରେ…

ଗୋଟିଏ ଘରୁ ମିିଳିଲା ୧୫୦ ସାପ!

କୋଲରାଡା: ଆମେରିକାର କୋଲୋରଡା ଅଂଚଳରେ ଜଣଙ୍କ ଘରୁ ଗୋଟିଏ କିମ୍ବା ୨ଟି ନୁହେଁ ମିଳିଛି ଏକକାଳୀନ ୧୫୦ ସାପ । ତାହା ପୁଣି ୩୦ ପ୍ରଜାତିର । ଶେନନ ମ୍ୟାକଫେଡେନ ଓ ରୟାସ ରବିନ୍ସ ଏଲିଜାବେଥ ଟାଉନରେ ଗୋଟିଏ ଘର କିଣିଥିଲେ । ତେବେ ଘର ଚାରିପଟେ ସେମାନେ ବାରମ୍ବାର ସାପ ଦେଖୁଥିଲେ । ଶେଷରେ ପେଷ୍ଟ…

ଦିଲ୍ଲୀ ହିଂସା ପଛରେ ବାଂଲାଦେଶୀ ନାଗରିକ !

ନୂଆଦିଲ୍ଲୀ:ଦିଲ୍ଲୀର ଉତର-ପୂର୍ବାଂଚଳରେ କାହିଁକି ଏ ଭଳି ହିଂସା କାଣ୍ଡ ଘଟିଲା ସେଥିନେଇ ପୋଲିସ ତଦନ୍ତ ଜୋର ସୋରରେ ଚଲାଇଛି । ଏହା ମଧ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶଙ୍କ ଏଥିରେ ହାତ ଥିବା ସନେ୍ଦହ କରିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ହିଂସା ହୋଇଥିବା ଅଂଚଳଗୁଡିକରେ…

ହନୁମାନ ପ୍ରତିମା ସ୍ଥାପିତ ହେଲା: ୨୦ ବର୍ଷ ପରେ ଅନ୍ନ ଗ୍ରହଣ କଲେ ବିଜୟବର୍ଗୀୟ

ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ…

ବଡ ଖଣ୍ଡପୀଠରେ ହେବନି ଧାରା ୩୭୦ ମାମଲାର ଶୁଣାଣି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲା ବଡ ଖଣ୍ଡପୀଠକୁ ଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏନ୍‌.ବି ରମନ୍ନା, ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସ ଆର୍‌.ସୁଭାଷ ରେଡ୍ଡୀ, ଜଷ୍ଟିସ…

ନିର୍ଭୟା ମାମଲା: ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶେଷରେ ବନ୍ଦ ହେଲା ସବୁ ବାଟ । ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ସୋମବାର ଅପରାହ୍ନରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଜାରି…

ଭାରତରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରାସ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ତେବେ ଭାରତରେ ଆଉ ୨ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା…

ଆସନ୍ତୁ ଜାଣିବା କେତେ କଷ୍ଟସାଧ୍ୟ ଥାଇଲାଣ୍ଡ ଜଙ୍ଗଲରେ ସୈନ୍ୟ ବାହିନୀର ପ୍ରଶିକ୍ଷଣ

ବ୍ୟାଙ୍କକ: ଥାଇଲାଣ୍ଡ ଜଙ୍ଗଲରେ ଏବେ ଚାଲିଛି ବିଭିନ୍ନ ଦେଶର ମିଳିତ ୱାରଗେମ୍ ଏକ୍ସରସାଇଜ । ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଟ୍ରେନିଂରେ ସୈନ୍ୟମାନଙ୍କୁ ବହୁ କଷ୍ଟସାଧ୍ୟ ପ୍ରଶିକ୍ଷଣ ନେବାକୁ ପଡିଥାଏ ।ବିପଦପୂର୍ଣ୍ଣ ପରିବେଶରେ ଜଙ୍ଗଲ ମଧ୍ୟରେ ବଂଚିବା ଏଠାରେ ଶିକ୍ଷା ଦିଆଯାଏ ।…