Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ । ଏନେଇ ବୁଧବାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।…

ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ସମୟରେ ଦୁର୍ଘଟଣା: ୩ ମୃତ, ୧୦ ଆହତ

ଚେନ୍ନାଇ; କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ଅବସରରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ସହକାରୀ ନିର୍ଦ୍ଦେଶକ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥ ଉଦବେଗଜନକ ରହିଛି । ଏହି ଘଟଣାରେ ନିର୍ଦ୍ଦେଶକ ଶଙ୍କର ଅଳ୍ପକେ…

ନିର୍ଭୟା ମାମଲା: ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗତ ଫେବୃଆରୀ ୧୬ ତାରିଖରେ ସେ ନିଜ ସେଲର କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା…

ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୧୯ ମୃତ

କୋଏମ୍ବଟୁର: ତାମିଲନାଡୁର କୋଏମ୍ବଟୁର ରାଜପଥ ନିକଟରେ ଏକ କଣ୍ଟେନରକୁ ଗୋଟିଏ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୪, ୫୭୬ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ଦେଶର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀରେ ହେବ ଲଞ୍ଚ, ଦାମ ୫୦ ହଜାର !

ଭାରତର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀ ରେ ହେବ ଲଞ୍ଚ | ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ଏହାର ଲଞ୍ଚ ପାଇଁ କରୁଛି ପୂରା ପ୍ରସ୍ତୁତି | କମ୍ପାନୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ଦାମ ପାଖାପାଖି ୫୦ ହଜାର ଟଙ୍କା | ଅଧିକାରୀ କହିଛନ୍ତି ଯେ, '୨୦୧୮ ଆରମ୍ଭ…

୬୦୦ ରୁ ୮୦୦ ଟଙ୍କାରେ ମିଳୁଛି ସାଇବର ବୀମା, ଆସନ୍ତୁ ଜାଣିବା ଏହାର ଫାଇଦା

ଦେଶ ଯେଉଁ ଗତିରେ ଡିଜିଟାଲିକରଣ ହେଉଛି ସେହି ଗତିରେ ଦେଶରେ ସାଇବର ଅପରାଧ ବଢି ବଢି ଚାଲିଛି | କିଛି ବର୍ଷ ପୂର୍ବରୁ ଯେଉଁଭଳି ଭାବେ ସାଧାରଣ ଜନତା ସହ କର୍ପୋରେଟ ସେକ୍ଟର ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି | ନିଜର କଷ୍ଟ ଉପାର୍ଜିତ ଧନର ସୁରକ୍ଷା କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲାଣି |…

ମୋବାଇଲ ଟାୱାର ରେଡିଏଶନ ଯୋଗୁ ମହୁମାଛି ବଂଶ ଲୋପ ପାଇବ

ନୂଆଦିଲ୍ଲୀ: ଉତରପ୍ରଦେଶର ଏକ ବଣ୍ୟ ଜୀବ ବିଭାଗ ପକ୍ଷରୁ କରାଯାଇଥିବା ଗବେଷଣାରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ଉଲ୍ଲେଖ ରହିଛି ମୋବାଇଲ ଟାୱାର ରେଡିଏଶନ (ବିକିରଣ) ଯୋଗୁ ମହୁମାଛିମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଯଦି ଏହାକୁ ଗୁରୁତ୍ୱ ସହକାରେ ବିଚାର କରା ନ ଯାଏ…

ବ୍ରେନ ଟ୍ୟୁମର ଅପରେଶନ ଅଧାରୁ ମହିଳାଙ୍କ ଚେତା ଫେରିଲା, ରୋଗୀ ଭାଓଲିନ୍ ବଜାଇଲେ

ଲଣ୍ଡନ: ଚିକିତ୍ସା ଜଗତର ଏକ ନିଆରା ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୫୩ ବର୍ଷୀୟ ଡେଗମର ଟର୍ନରଙ୍କ ବ୍ରେନ ଟ୍ୟୁମର ଅପରେଶନ ଚାଲିଥିବା ବେଳେ ହଠାତ୍ ଚେତା ଫେରି ଆସିଲା । ଚିକତ୍ସା କରୁଥିବା ଡାକ୍ତର ବ୍ୟସ୍ତ ନ ହୋଇ ଟର୍ନରଙ୍କୁ କଣ ଭଲ ଲାଗେ ପଚାରିଥିଲେ । ସେ ପିଆନୋ…

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ…