Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି(ଶୁକ୍ରବାର) ଘୋଷଣା ହୋଇପାରେ । ଶିବସେନା ଓ ଏନସିପିର ମିଳିତ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସ ସମ୍ମତି ପ୍ରଦାନ କରିଥିଲା । ଏନେଇ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ…

ଡିସେମ୍ବର ୧ରୁ ଗାଡି ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ; ଜାଣନ୍ତୁ କ’ଣ ଏହି ଫାସଟ୍ୟାଗ୍

ସାରା ଦେଶରେ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ସମସ୍ତ ମୋଟର ଯାନ ଲାଗି ଫାସଟ୍ୟାଗକୁ ବାଧ୍ୟତାମଳୂକ କରାଯାଉଛି । ଏହି ଫାସଟ୍ୟାଗ ଯୋଗୁଁ ଟୋଲ ଦେୟ ଶୀଘ୍ର ଓ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ । ପୂର୍ବରୁ ଟୋଲ୍ ଦେୟ ପାଇଁ ଗାଡିଗୁଡିକୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଥିଲା କିନ୍ତୁ…

ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମିକରଣର ଅନ୍ତ ଘଟିଛି । ପରିଶେଷରେ ଶିବସେନା ଓ ଏନସିପି ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ସହମତି ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ । ଗୁରୁବାର…

ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବସିଲେ ୧୦୫ ବର୍ଷୀୟା ବୃଦ୍ଧା !

ଭୁବନେଶ୍ୱର: ବିଦ୍ୟା ଆହରଣ ଲାଗି କେବେବି ବୟସ ପ୍ରତିବନ୍ଧକ ସାଜେ ନାହିଁ ବୋଲି କେରଳର ଜଣେ ବୟସ୍କା ପରିକ୍ଷାର୍ଥୀଙ୍କ ପାଠ ପ୍ରତି ତାଙ୍କର ଆକର୍ଷଣରୁ ଜଣାପଡ଼ିଛି । ନିକଟରେ କେରଳ ରାଜ୍ୟ ସାକ୍ଷରତା ମିଶନ ପକ୍ଷରୁ ସୂଚନା ମିଳିଛି ଯେ, ୧୦୫ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀ ପରୀକ୍ଷା…

ପଗଡ଼ି ବଦଳରେ ରାଜ୍ୟସଭା ମାର୍ଶାଲଙ୍କ ନୂଆ ମିଲିଟାରୀ ଡ୍ରେସକୁ ନେଇ ବିବାଦ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ସାଙ୍ଗକୁ ରାଜ୍ୟସଭାରେ ମାର୍ଶାଲଙ୍କ ନୂଆ ପୋଷାକକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ସଂସଦରେ ମାର୍ଶାଲମାନେ ପାରମ୍ପରିକ ପଗଡ଼ି ପିନ୍ଧୁଥିବା ବେଳେ ଏହି ଅଧିବେଶନରୁ ମିଲିଟାରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି…

ଦିଲ୍ଲୀରେ ଭୂକମ୍ପ; ଉତ୍ତର ଭାରତର ଅନେକ ସ୍ଥାନରେ ଝଟକା !

ନୂଆଦିଲ୍ଲୀ: ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଅନୁଭୂତ ହୋଇଥିବା ବେଳେ ରିଚର୍ ସ୍କେଲରେ ୫.୧ ରହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି । ପାଣିପାଗ…

ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ଦିଲ୍ଲୀ ରହିଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାର ପ୍ରଦୂଷଣ ସ୍ତର ତଥା ଏୟାର୍ କ୍ୱାଲିଟି ଇଣ୍ଡେକ୍ସ୍ ୫୫୨ (ଏକ୍ୟୁଆଇ) ରେକର୍ଡ କରାଯାଇଥିଲା । ସିଷ୍ଟମ୍ ଅଫ୍ ଏୟାର୍ କ୍ୱାଲିଟି ଆଣ୍ଡ୍ ୱେଦର…

ମାର୍ଚ୍ଚରେ ବିକ୍ରି ହେବ ‘ବିପିସିଏଲ’ ଓ ‘ଏୟାର ଇଣ୍ଡିଆ’: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିକ୍ରି ହେବା ନେଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ଆର୍ଥିକ କ୍ଷତିରୁ ମୁକୁଳିବା ପାଇଁ ସରକାର ଏୟାର…

ଗଙ୍ଗା ସୁରକ୍ଷା ପାଇଁ ନୂଆ ଆଇନ; ପ୍ରଦୂଷଣ କଲେ ୫ ବର୍ଷ ଜେଲ ସହ ୫୦ କୋଟି ଟଙ୍କା ଜୋରିମାନା !

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ବିଲ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଇ ଦିଆ ଯାଇଛି । ଏହି ବିଲ ପାସ ହେଲେ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିବା…