Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିଓର ନୂଆ ‘ଅଲ-ଇନ-ୱାନ’ ରିଚାର୍ଜ ଅଫର୍

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଜିଓ ଏବେ ଆଣିଦେଇଛି 'ଅଲ-ଇନ-ୱାନ’ ପ୍ଲାନ ଏକ ନୂଆ ଅଫର । ନିକଟରେ ଇଣ୍ଟରକନେକ୍ସନ ୟୁଜର୍ସ ଚାର୍ଜ(ଆଇୟୁସି) ଲଗାଇ ଏକପ୍ରକାର ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିଲା ଜିଓ । ଏହି ନୂଆ 'ଅଲ-ଇନ-ୱାନ’ ପ୍ଲାନ୍ ଅନୁଯାୟୀ ଅନ୍ୟ ଯେକୌଣସି ନେଟୱର୍କକୁ କଲ୍…

ମହାରାଷ୍ଟ୍ର ଓ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ, ଚାଲିଛି ମତଦାନ…

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ଦୁଇଟି ରାଜ୍ୟରେ ସୋମବାର ଦିନ ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମତଦାତାମାନେ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ ଲାଗି ଅପେକ୍ଷା କରିଥିବା ଯୋଗୁଁ…

ସଡକ ଦୁର୍ଘଟଣାରେ ଓଡିଶାର ଜୁଡୋ ଖେଳାଳି ଆହତ

ଇମ୍ଫାଲ୍: ମଣିପୁରସ୍ଥିତ ଇମ୍ଫାଲ୍ ନିକଟରେ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଜଣ ଜୁଡୋ ଖେଳାଳିଙ୍କୁ ନେଇ ଯାଉଥୀବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛିା ଯାହା ଫଳରେ ଖେଳାଳିମାନେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁୟାଯୀ ଉକ୍ତ ବସରେ ମୋଟ ୨୮ ଜଣ ଯାତ୍ରୀ ରହିଥୀଲେ। ଦୁର୍ଘଟଣାପରେ…

ମୁଣ୍ଡରେ କାର୍ଟୁନ୍ ଗଳାଇ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି ଏମିତି ହେଲା !

ବେଙ୍ଗାଲୁରୁ: କଲେଜରେ ଚାଲିଛି ପରୀକ୍ଷା, କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଗଳାଯାଇଥିଲା ଗୋଟିଏ ଲେଖାଏଁ ବଡ଼ କାର୍ଟୁନ୍ । ଶ୍ରେଣୀଗୃହରେ ପିଲାମାନଙ୍କ ମୁଣ୍ଡରେ ବଡ଼ କାର୍ଟୁନ ରହିଥିଲେ ମଧ୍ୟ ଧିରସ୍ଥିର ଭାବେ ପିଲାଏ ପରୀକ୍ଷା ଦେଉଥାଆନ୍ତି । ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ହେଉଥିବା…

“ସ୍କୁଲରେ ପଢୁଥିବା ବେଳେ ୮ ଜଣଙ୍କ ଦ୍ୱାରା ମୁଁ ଗଣଦୁଷ୍କର୍ମର ଶୀକାର ହୋଇଥିଲି”

ମୁମ୍ବାଇ: ସୁନୀତା କୃଷ୍ଣନ । ବୟସ ୪୬ ବର୍ଷ । ବେଙ୍ଗାଲୁରୁରେ ଜନ୍ମିତା ସୁନୀତା ତାଙ୍କର ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି ସୋନିଟିଭି ଦ୍ୱାରା ପ୍ରସ୍ତୁତ କେବିସି କାର୍ଯ୍ୟକ୍ରମରେ । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ସମସ୍ତ କଥା କହିଥିଲେ ସୁନୀତା । ତାଙ୍କୁ ମାତ୍ର ୧୫…

ଜଷ୍ଟିସ୍ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କୁ ମୁଖ୍ୟ ବିଚାରପତି କରିବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖି ସୁପାରିସ କରିଥିବା ଏନଡି ଟିଭିରେ ପ୍ରକାଶିତ…

ପ୍ରକାଶିତ ହେଲା ଡାକ ବିଭାଗର ନିଯୁକ୍ତି ଘୋଷଣା: ୫ହଜାର ୪୪୭ଟି ପଦବୀ ଲାଗି ହେବ ପରୀକ୍ଷା !

ନୂଆଦିଲ୍ଲୀ: ‘ଇଣ୍ଡିଆନ ପୋଷ୍ଟ’ ବା ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ‘ଗ୍ରାମୀଣ ଡ଼ାକ ସେବକ’ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଡ଼ାକ ବିଭାଗରେ ୫ ହଜାର ୪୪୭ଟି ଏହି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଦେଶର ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡ଼ିକରେ ନିଯୁକ୍ତି…

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ସେହେସାଁ ତଥା ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ହୋଇ ଗତ ୩ଦିନ ଧରି ମୁମ୍ବାଇସ୍ଥିତ ନାନାବତୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ ବିଗ ବି’ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…

ପ୍ରକାଶିତ ହେଲା ନୀତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯

ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା,…

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୩୫ରୁ ଅଧିକ ମୃତ

ମେଦିନା: ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ମେଦିନା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…