Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟରେ ଶେଷ ହେଲା ଅଯୋଧ୍ୟା ବିବାଦର ଶୁଣାଣି; ସଂରକ୍ଷିତ ରହିଲା ଐତିହାସିକ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମିବିବାଦର ପାରିସମାପ୍ତି ଘଟିଛି ।ସୁପ୍ରିମକୋର୍ଟ ବୁଧବାର ଦିନ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସମୟର ୧…

ଆରମ୍ଭ ହେଲା ରେଳବାଇର ‘ପ୍ରମୋସନ ଅନ୍‌ ହ୍ବିଲ’ ସେବା

ନୂଆଦିଲ୍ଲୀ: ସିନେମା, କଳା, ସଂସ୍କୃତି, ଖେଳ ଆଦିର ବିଜ୍ଞାପନ(ପ୍ରମୋସନ) ନିମନ୍ତେ ଭାରତୀୟ ରେଳ ପକ୍ଷରୁ ନିଆ ଯାଇଛି ଏକ ଭିନ୍ନ ପଦକ୍ଷେପ। ଆଜିଠାରୁ ଟ୍ରେନରେ ମଧ୍ୟ ଏହିସବୁର ପ୍ରଚାର- ପ୍ରସାର କରାଯିବା ନେଇ ରେଲମନ୍ତ୍ରଣାଳୟ ବୁଧବାର ଦିନ ଟ୍ୱିଟ କରି ଜଣାଇଛନ୍ତି ।…

ଜମ୍ମୁ ଓ କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟରେ ଜମ୍ମୁ ଓ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବାକୁ ସକ୍ରିୟ କରାଯିବା ପରେ ଏହା ପ୍ରଥମ ଘଟଣା ବୋଲି ସୁତ୍ରରୁ…

ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ପୂର୍ବତଦ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…

ଏୟାର ଇଣ୍ଡିଆକୁ ଶକ୍ତ ଧକ୍କା; ଇସ୍ତଫା ଦେଲେ ୧୨୦ ପାଇଲଟ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦରମା ଏବଂ ଚାକିରୀରେ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । 'ଏ-୩୨୦ ଏୟାରବସ'ର ୧୨୦ ପାଇଲଟଙ୍କ ଦାବି ପୂରଣ…

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍ ପୁରସ୍କାର ପାଇବାକୁ…

ମୁମ୍ବାଇ କମର୍ସିଆଲ୍ ବିଲ୍ଡିଂ ୨୨ମହଲାରେ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ରହିଥିବା ଏକ କମର୍ସିଆଲ୍ ବିଲ୍ଡିଂରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ସମୟରେ ଏହି କମ୍ପେ୍ଲକ୍ସଟିର ୨୨ମହଲାରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି । Maharashtra: Fire breaks out at a commercial building in…

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦ ଟଙ୍କାରେ ପ୍ରଥମେ ବିକ୍ରି ହେଉଥିଲେ…

ଜମ୍ମୁ-କାଶ୍ମୀରରେ ଆଜିଠୁ ସକ୍ରିୟ ହେଲା ପୋଷ୍ଟପେଡ୍ ଫୋନ୍ ସେବା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ସକ୍ରିୟ ହୋଇଛି । ମୋବାଇଲରେ ଏହି ପୋଷ୍ଟପେଡ୍…

୫ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ: ଏନଆଇଏ ମୁଖ୍ୟ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ତଥା ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ସୋମବାର ଦିନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ମୁଖ୍ୟ ୱାଇସି ମୋଦି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ଏନଆଇଏର ମୁଖ୍ୟ ଏଭଳି…