Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ: ଏନଆଇଏ ମୁଖ୍ୟ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ତଥା ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ସୋମବାର ଦିନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ମୁଖ୍ୟ ୱାଇସି ମୋଦି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ଏନଆଇଏର ମୁଖ୍ୟ ଏଭଳି…

ସଡକ ଦୁର୍ଘଟଣାରେ ୪ ଜାତୀୟସ୍ତରର ହକି ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

ହୌଶଙ୍ଗାବାଦ: ମଧ୍ୟପ୍ରଦେଶର ହୌଶଙ୍ଗାବାଦ ଅଞ୍ଚଳରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ଜଣ ହକି ଖେଳାଳିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଫକିର’ କହିଲେ ଅନୁପମ ଖେର୍ !

ନୂଆଦିଲ୍ଲୀ: ତାମିଲନାଡୁର ମମଲ୍ଲାପୁରମରେ ଥିବା ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ନିକଟ ସମୁଦ୍ର ବେଳାଭୂମିରୁ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳିଆ ଉଠାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମୋଦିଙ୍କ ଏଭଳି କାମକୁ ବହୁ ମାନ୍ୟଗଣ୍ୟ…

ଜାପାନ ଛୁଇଁଲା ପ୍ରଳୟଙ୍କରୀ ‘ସୁପର୍ ତାଇଫୁନ ହାଗିବିସ୍’

ଟୋକିଓ: ‘ସୁପର୍ ତାଇଫୁନ ହାଗିବିସ୍’ ଶନିବାର ଦିନ ଜାପାନ ଉପକୂଳ ଛୁଇଁଛି । ଅନ୍ତର୍ଜାତୀୟ ପାଣିପାଗ ଏଜେନ୍ସି ମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଗତ ୬୦ ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ତାଇଫୁନ । As Japan braces for #TyphoonHagibis, we empathise & pray for lakhs of…

ସୋମବାରଠୁଁ ପୋଷ୍ଟପେଡ୍ ଫୋନ ସୁବିଧା ପାଇପାରିବେ କାଶ୍ମୀରବାସୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଆସନ୍ତା ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ଉପଲବ୍ଧ ହେବ । ମୋବାଇଲରେ ଏହି ପୋଷ୍ଟପେଡ୍ ସୁବିଧା ପୁନର୍ବାର…

ମୋଦୀଙ୍କ ଆତିଥେୟତାରେ ମୁଁ ଅଭିଭୂତ, ଏହା ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ଏକପ୍ରକାର ସଫଳ ହୋଇଛି । ବିଶ୍ୱର ଏହି ଦୁଇ ବିଶିଷ୍ଟ ନେତାଙ୍କ ମଧ୍ୟରେ ସାକ୍ଷାତ ସଫଳ ହେବା ସହିତ ଭାରତର କୂଟନୈତିକ ବିଜୟ ଘଟିଛି ବୋଲି…

ମର୍ଣ୍ଣିଂୱାକରେ ଚାଲିବା ବେଳେ ବେଳାଭୂମି ସଫାକଲେ ମୋଦୀ !

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର  ବେଳାଭୂମିରୁ ଅଳିଆ ଉଠାଇଛନ୍ତି। ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ…

ଚେନ୍ନାଇରେ ମୋଦୀ-ଜିନପିଙ୍ଗ ବୈଠକ: ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ସହମତି

ଚେନ୍ନାଇ: ଆତଙ୍କବାଦ ବିରୋଧରେ ଭାରତ ଓ ଚୀନ ମିଳିତ ଭାବେ ଲଢେଇ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ ଓ ଜି ଜିନପିଙ୍ଗ ଶନିବାର ଦିନ ଚେନ୍ନାଇଠାରେ ଏକ ଅନୌପଚାରିକ ବୈଠକରେ ସହମତି ପ୍ରକାଶ କରିଛନ୍ତି । Kovalam (Tamil Nadu): Delegation level talks begin between…

ଛତିଶଗଡରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୋର ଥାନା ଅନ୍ତର୍ଗତ ଟେକମେଟାଲ ଜଙ୍ଗଲରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ…

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇଛି ବ୍ରିଟିଶ ସରକାର । ଗାନ୍ଧୀଙ୍କ ସମ୍ମାନରେ ବ୍ରିଟିଶ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ବ୍ରିଟେନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ । ଲଣ୍ଡନଠାରେ ଗୁରୁବାର ଦିନ…