Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଞ୍ଜାବ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ଶୋଚନୀୟ ମୃତ୍ୟୁ

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟଲା ଅଞ୍ଚଳରେ ଥବା ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିବା ଏନଡି ଟିଭିରେ ଖବର ପ୍ରକାଶିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ବିସ୍ଫୋରଣ…

ସହଯୋଗୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ

ବାଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ବୁଧବାର ଦିନ ନିଜର ସହଯୋଗୀଙ୍କୁ ମାଡ ମାରୁଥିବା ବେଳର ଏକ ଭିଡିଓ ଭାଇରାଲ ହେବାପରେ ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ହାଟରେ ପରିବା ବଦଳରେ ବିକ୍ରି ହେଉଛନ୍ତି କନିଆ !

ଭୁବନେଶ୍ୱର: ପରିବା ହାଟ, ଗାଈ ହାଟ କଥା ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତି କି କନିଆ ହାଟ ! ଏମିତି ଏକ ହାଟ ଯେଉଁଠି ବିବାହ ପାଇଁ ମିଳନ୍ତି ନିଜ ମାନପସନ୍ଦର ନାବାଳିକା ଝିଅ । ଆଉ ଏସବୁର ସୂତ୍ରଧର ସାଜନ୍ତି ନିଜେ ବାପା, ମାଆ । ସତରେ ଆମ ଦୁନିଆ ବଡ଼ ଅଜବ । କେଉଁଠି ବାପା ମା ମାନେ…

ବଲୁଚିସ୍ତାନକୁ କେମିତି ଓ କାହିଁକି କବଜା କଲା ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ଦ୍ୱାରା କେମିତି ଅଧୀକୃତ ହେଲା ବଲୁଚିସ୍ତାନ? କଣ ଏହି ବଲୁଚିସ୍ତାନ? ପାକିସ୍ତାନ ଏହାକୁ କାହିଁକି କବଜା କଲା? ଆସନ୍ତୁ ଜାଣିବା ଏହାର ରହସ୍ୟ... ଆଜି ବଲୁଚିସ୍ତାନର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ସେଠାକାର ଖବର…

ମୁମ୍ବାଇର ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଗତ ଉରାନ୍ ଅଞ୍ଚଳସ୍ଥିତ ଅଏଲ୍ ଆଣ୍ଡ ନେଚୁରାଲ୍ ଗ୍ୟାସ୍ (ଓଏନଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ୮ଟି ନୂଆ ଆପାଚି ହେଲିକପ୍ଟର- ୬୪ଇ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…

ସଫଳତାର ଶୀର୍ଷରେ ଚାନ୍ଦ୍ରାୟଣ – ୨: ଅର୍ବିଟରୁ ଅଲଗା ହେଲା ଲ୍ୟାଣ୍ଡର୍ ‘ବିକ୍ରମ୍’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୭ ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚାନ୍ଦ୍ରାୟଣ -୨ର ଲ୍ୟାଣ୍ଡର୍ ବିକ୍ରମ । ସୋମବାର ଦିନ ଇସ୍୍େରା ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିପାରିଛ୍ନ୍ତି । ଲ୍ୟାଣ୍ଡର୍ ବିକ୍ରମ ଯେଉଁ ମୁଖ୍ୟ ଯନ୍ତ୍ରାଂଶଟି ଚନ୍ଦ୍ରପୃଷ୍ଠରେ…

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡ଼ନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଲାଲୁଙ୍କ କିଡ଼ନୀ ଏବେ ଖରାପ ଅବସ୍ଥାରେ…

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.)…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୨ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେଠାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶନିବାର ଦିନ ଭୟାବହ ବିସ୍ଫୋରଣ ଘଟି ୧୨ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି ଏବଂ ଏହି ଘଟଣାରେ ୫୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି…