Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ବିଧାନସଭାରେ ଆଜି ହେଲାନି ଆସ୍ଥା ଭୋଟ, ଜୁଲାଇ ୧୯ ତାରିଖକୁ ଘୁଞ୍ଚାଇଲେ ଉପ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ଗୁରୁବାର ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏହାକୁ ବିଧାନସଭାର ଉପ ବାଚସ୍ପତି ଜୁଲାଇ ୧୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମିଳିଥିବା…

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ,…

କୁଳଭୂଷଣଙ୍କ ଫାଶୀ ଦଣ୍ଡକୁ ରହିତାଦେଶ ଦେଲେ ଆଇସିଜେ

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ସଫଳତା । ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) । ସୂଚନା ମୁତାବକ ଅନ୍ତରାଷ୍ଟ୍ରୀୟ ଅଦାଲତରେ ଉପସ୍ଥିତ ଥିବା ୧୬ ଜଣ…

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଗିରଫ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151390532935049217?s=08 ମିଳିଥିବା ସୂଚନାନୁଯାୟୀ ପାକିସ୍ତାନର…

ଆସାମରେ ବନ୍ୟା ବିତ୍ପାତ: ଜଳମଗ୍ନ କାଞ୍ଜିରଙ୍ଗା ଅଭୟାରଣ୍ୟ

ନୂଆଦିଲ୍ଲୀ: ଆସମାରେ ଗତକିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ଜଳ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିବା ଫଳେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୨୬ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକ ଭାଗ ନେବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲେ ମଧ୍ୟ ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ସରଗରମ ହୋଇଉଠିଛି କର୍ଣ୍ଣାଟକ ବିଧାନସଭା । ଏହି ମାମଲାରେ ବୁଧବାରଦିନ ସୁପ୍ରିମକୋର୍ଟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଗୁରୁବାର…

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151303155130519552?s=08 ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ…

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

ମୁମ୍ବାଇରେ ଭୁଷୁଡିଲା ୮୦ ବର୍ଷର ପୁରୁଣା କୋଠା, ୪୦ରୁ ଅଧିକ ମୃତ ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଫଳରେ ଅନେକ ବ୍ୟକ୍ତି ଭଗ୍ନାବଶେଷ ତଳେ ଦବି ରହିଥିବା ନେଇ ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151022426106540032?s=08 ସୁତ୍ରରୁ ପ୍ରକାଶ…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ କହିଛନ୍ତି । ଲୋକସଭାରେ ସୋମବାର ଦିନ ପ୍ରଶ୍ନକାଳ ସମୟରେ ନବରଙ୍ଗପୁରର ବିଜେଡ଼ି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ…