Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇତିହାସ ରଚିବା ଅପକ୍ଷାରେ ଇସ୍ରୋ, ଆଜି ମହାକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ପୁଣିଥରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ…

୧୨୮ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପାଇ କ’ଣ କଲେ ଗ୍ରାହକ, ଜାଣନ୍ତୁ

ଲକ୍ଷେ୍ନø: ଉତ୍ତରପ୍ରଦେଶର ହାପୁର ସ୍ଥିତ ଚାମରୀ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଜୁଳି ବିଭାଗ ପ୍ରାୟ ୧୨୮ କୋଟି ଟଙ୍କାର ବିଜୁଳି ବିଲ୍ ପ୍ରଦାନ କରିଛି । ଅପରପକ୍ଷରେ ବ୍ୟକ୍ତି ଜଣକ ବିଲ୍ ଦେୟ ପଇଠ ନକରିବାରୁ ବିଭାଗ ପକ୍ଷରୁ ତାଙ୍କ ଘରର ବିଜୁଳି ମଧ୍ୟ କାଟ୍ କରିଛି । ଦିଲ୍ଲୀଠାରୁ…

ରାଷ୍ଟ୍ରୀୟ ସମ୍ମାନର ସହ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ରବିବାର ଦିନ ସଂପନ୍ନ ହୋଇଛି । ନୂଆଦିଲ୍ଲୀର ନିଗାମବୋଧ ଘାଟଠାରେ କଂଗ୍ରେସର ବହୁ ନେତା ତଥା ବରିଷ୍ଠ ରାଜନେତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…

ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କର ୮୧ ବର୍ଷ ବୟସରେ ଆଜି ନୂଆଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦିକ୍ଷିତଙ୍କର ମୃତ୍ୟୁ ଶନିବାର ଦିନ ୩ଟା ୩୦ ମିନିଟରେ ହୋଇଥିବାର ସୂଚନା ମିଳିଛି । ଏହି ଦିବଂଗତ…

ଏମିତି ଜାଗା ଯେଉଁଠି ବାପା-ମାଆ ପିଲାଙ୍କ ଉପରେ ଜମା ରାଗନ୍ତିନି

ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ…

୬ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଜଗଦୀପ ଧନକର୍ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ରାଜ୍ୟପାଳ…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିଛନ୍ତି।…

କର୍ଣ୍ଣାଟକ ସଙ୍କଟ: ସନ୍ଧ୍ୟା ୬ ସୁଦ୍ଧା ଆସ୍ଥା ଭୋଟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ଦିନ ୧ଟା ୩୦ ସୁଦ୍ଧା ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଗୃହର ବାଚସ୍ପତିଙ୍କୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ରାଜ୍ୟପାଳ ଏସମ୍ପର୍କୀତ ବିଧାନସଭାରେ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା

ବେଙ୍ଗାଲୁରୁ: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଟାଟକ ବିଧାନସଭାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା । ଦିନ ଗୋଟାଏ ୩୦ ମିନିଟରେ ଆସ୍ଥା ଭୋଟ ଲାଗି ଆଲୋଚନା ଆରମ୍ଭ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…

କର୍ଣ୍ଣାଟକ ସଙ୍କଟ: ଆଜି ବିଧାନସଭାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଶୁକ୍ରବାର ଦିନ ଦେଢଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ…