Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀ ୱାଏନଡରେ ଆଗୁଆ, ଆମେଠି ଆସନରେ ପଛୁଆ

ନୂଆଦିଲ୍ଲୀ : ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ କେରଳର ୱାଏନଡ୍ ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗୁଆ ରହିଥିବା ଜଣାପଡିଛି । ତେବେ ରାହୁଲ ପ୍ରତିଦ୍ୱନ୍ଦୀତା କରୁଥିବା ଅନ୍ୟ ଏକ ଆସନ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାର ଗୋପାଲପୋରା ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପିଏସଏଲଭି-ସି୪୬ ସଫଳ ଉତକ୍ଷେପଣ, ସୀମାରେ ରଖିବ ତୀକ୍ଷ୍ନ ନଜର

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୫ଟା ୩୦ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (ପିଏସଏଲଭି) ସି-୪୬ ସଫଳତାର…

ବୁଥ୍ ଫେରନ୍ତା ମତ ସର୍ବେକ୍ଷଣ: ଦ୍ୱିତୀୟଥର ଲାଗି ମୋଦୀ ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁସବୁ ବୁଥଫେରନ୍ତା ମତ ସର୍ବେକ୍ଷଣ ଫଳାଫଳ ଘୋଷିତ ହୋଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ଲାଗି…

ଲୋକସଭା ନିର୍ବାଚନ ଏକଜିଟ୍ ଫଳାଫଳ: ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ପୁଣି କ୍ଷମତାକୁ ଫେରିବ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରିବ ବୋଲି ରବିବାର ଦିନ ଦେଶର ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲ୍ ସର୍ଭେରୁ ଜଣାପଡ଼ିଛି । ଦେଶରେ ସମୁଦାୟ ୫୪୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି । ଟୁଡ଼େସ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ, ୩୫୦ଟି…

ଆଜି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ୫୯ଟି ଲୋକସଭା ଆସନ ଲାଗି ଚାଲିଛି ଭୋଟଗ୍ରହଣ

ନୂଆଦିଲ୍ଲୀ: ଆଉ ମାତ୍ର ୪ଟି ଦିନ ବାକି ରହିଛି ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ, ତେବେ ତାହା ପୂର୍ବରୁ ଆଜି ଅନୁଷ୍ଠିତ ହେଉଛି ୫୯ଟି ଲୋକସଭା ଆସନ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ରବିବାର ଦିନ ସକାଳ ୭ଟା ଠାରୁ ସମୁଦାୟ ୭ଟି ରାଜ୍ୟ ସହିତ ଗୋଟିଏ କେନ୍ଦ୍ର…

ଜାଣନ୍ତୁ, ଭାରତର କେଉଁକେଉଁ ସହର ଓଡିଶାଠୁଁ ବି ଅଧିକ ଉତ୍ତପ୍ତ

ଭୁବନେଶ୍ୱର : ଓଡିଶାରେ ଗ୍ରୀଷ୍ମପ୍ରବାହ ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଉପଡୁଛି । ଏହି ପରିପେକ୍ଷୀରେ ଜାଣନ୍ତୁ ଭାରତର କେଉଁସବୁ ସହରରେ କେବେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜାଣନ୍ତୁ ଖରାଦିନେ ଭାରତରେ କେଉଁସବୁ ସହରରେ ତାପମାତ୍ରା…

ଯେଉଁମାନେ ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବ ନାହିଁ: ମୋଦୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମା କରିବେ ନାହିଁ ବୋଲି ‘ନ୍ୟୁଜ ୨୪’ ଟେଲିଭିଜନ ଚ୍ୟାନେଲରେ ଏକ ସାକ୍ଷାତକାର ଦେବା ଅବସରରେ କହିଛନ୍ତି । ନିକଟରେ ୪ଜଣ ବିଜେପି ନେତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ…

ଓଡିଶାର ପିକେ ମିଶ୍ରଙ୍କୁ ମର୍ଯ୍ୟାଦାଜନକ ‘ସାସାକାୱା’ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଡଃ ପ୍ରମୋଦ କୁମାର ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରିଛି । ଜେନେଭାଠାରେ ଚାଲିଥିବା ବିପର୍ଯ୍ୟୟ ପ୍ରଶମନ ‘ଗ୍ଲୋବାଲ…

‘ଗଡସେ୍’ ଟିପ୍ପଣୀ ଦେଇଥିବା ୩ ବିଜେପି ନେତାଙ୍କୁ ସ୍ପଷ୍ଟୀକରଣ ମାଗିଲେ ଅମିତ ଶାହ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସମର୍ଥନ କରି ଅଡୁଆରେ ଫସିଛନ୍ତି ୩ ବିଜେପି ନେତା । ଏହି ମନ୍ତବ୍ୟ ଲାଗି ସେମାନଙ୍କୁ ୧୦ ଦିନ ଭିତରେ ସ୍ପଷ୍ଟିକରଣ ଦେବା ପାଇଁ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏନେଇ ଜାତୀୟ ଗଣମାଧ୍ୟମ…