Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଦଲିପୋରା ଅଞ୍ଚଳରେ କେତେକ…

ଏବେ ମାଓବାଦୀଙ୍କ ମୁକାବିଲା କରିବେ ମହିଳା କମାଣ୍ଡୋ ଟିମ୍

ନୂଆଦିଲ୍ଲୀ : ମାଓ ଅଧ୍ୟୁଷିତ ଅଞ୍ଚଳ ଛତିଶଗଡ଼ର ବସ୍ତର ଓ ଦାନ୍ତେଓ୍ଵାଡ଼ାରେ ୩୦ ଜିଣିଆ ମହିଳା ନକ୍ସଲ୍-ବିରୋଧୀ କମାଣ୍ଡୋ ୟୁନିଟ୍ ମୁତୟନ କରାଯାଇଛି। ଏହି ୟୁନିଟର ସମସ୍ତ ସଦସ୍ୟ ମହିଳା ହୋଇଥିବାବେଳେ ଏହାର ନାମ ‘ଦାନ୍ତେଶ୍ୱରୀ ଫାଇଟର୍ସ’ ରଖାଯାଇଛି। ଏହି ୨ଟି ଜିଲ୍ଲାରେ ନକ୍ସଲଙ୍କୁ…

ଆଜି ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ଯୁବନେତ୍ରୀ ତଥା ଉତ୍ତର ପ୍ରଦେଶ କଂଗ୍ରେସ (ଉତ୍ତର)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ନୂଆଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସର୍ଦ୍ଦାର…

ଦେଖନ୍ତୁ ଭିଡ଼ିଓ: ଟେକା ମାଡ଼ରେ ପାହାଡ଼ରୁ ଗଳି ପଡ଼ିଲା ଭାଲୁ

ଶ୍ରୀନଗର: ଲୋକମାନଙ୍କର ଟେକା ମାଡ଼ରେ ଗୋଟିଏ ଭାଲୁ କିପରି ପାହାଡ଼ରୁ ତଳକୁ ଗଳି ପଡୁଛି, ତାହାର ଭିଡ଼ିଓଟି ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । This is macabre, happened today at Drass. pic.twitter.com/rtnqzghLF3 — Mahmood Ah Shah (@mashah06)…

ଦିଲ୍ଲୀ ସମେତ ଆଜି ୬ଟି ରାଜ୍ୟରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ୫୯ଟି ଲୋକସଭା ଆସନ ଲାଗି ଭୋଟଗ୍ରହଣ ଚାଲିଛି । ଆଜିର ଏହି ନିର୍ବାଚନରେ ଦେଶର ପ୍ରାୟ ୧୦.୧୭ କୋଟି ଭୋଟଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଦେଶର ୧.୧୩ ଲକ୍ଷ ମତଦାନ…

ସୋପିଆନରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ହିନ୍ଦ୍ ସିତୋର ଅଞ୍ଚଳରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ହିନ୍ଦ୍ ସିତୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଭାରତୀୟ ବାୟୁସେନାରେ ସାମିଲ ହେଲା ଆପାଚି ହେଲିକପ୍ଟର, ବୃଦ୍ଧି ପାଇବ ସାମରିକ ଶକ୍ତି

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଆପାଚି ହେଲିକପ୍ଟର ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୯ଟି ଲୋକସଭା ଲାଗି ରବିବାର ମତଦାନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସମାପ୍ତ ହେବା ପରେ ଏବେ ରବିବାର ଦିନ ୭ଟି ରାଜ୍ୟରେ ହେବାକୁ ଥିବା ଭୋଟଗ୍ରହଣ ଉପରେ ସମସ୍ତଙ୍କ ନଜର । ଦେଶରେ ଅନୁଷ୍ଠିତ ହେଉଥିବା ୨୦୧୯ ସାଧାରଣ ନିର୍ବାଚନରେ ସମୁଦାୟ ୭ଟି ପର୍ଯ୍ୟାୟ ନିର୍ବାଚନରୁ ୫ଟି…

ଦେଖନ୍ତୁ ନାସା ଜାରି କରିଥିବା ଫଟୋଚିତ୍ର, ଅନ୍ଧାର ବଳୟରେ ଟ୍ୱିନସିଟି

ନୂଆଦିଲ୍ଲୀ : ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିବା ପରେ ରାଜ୍ୟର କେତେକାଞ୍ଚଳ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବାବେଳେ ସବୁଆଡେ ଅନ୍ଧାର ବଳୟରେ ଆବଦ୍ଧ ହୋଇରହିଛି । ଏହି ପରିପ୍ରେକ୍ଷୀରେ ଆମେରିକୀୟ ସ୍ପେସ୍ ଏଜେନସି ‘ନାସା’ ବାତ୍ୟା ପୂର୍ବ ଓ ପରର କଟକ ଓ ଭୁବନେଶ୍ୱର ସହରର ଏକ ଫଟୋଚିତ୍ର…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା-ସୁକମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡା-ସୁକମା ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣ…