Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା-ସୁକମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡା-ସୁକମା ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣ…

୭ଟି ରାଜ୍ୟରେ ୫ମ ପର୍ଯ୍ୟାୟ ନିର୍ବାଚନ: ୬୨.୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୋମବାର ଦିନ ସମାପ୍ତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଭିନ୍ନ ରାଜ୍ୟର ୫୧ଟି ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ସୁଦ୍ଧା ମତଦାନର ହାର ୬୨.୫୬ ପ୍ରତିଶତ ରହିଥିବାର ସୂଚନା ମିଳିପାରିଛି ।…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାଫଳ, ୫୦୦ରୁ ୪୯୯ ନଂ ରଖିଲେ ୧୩ ଜଣ ଟପ୍ପର୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ ମାର୍କରୁ ୪୯୯ ରଖି ଟପ୍ପର ହୋଇଛନ୍ତି।…

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ହସିଂକା ଶୁକ୍ଲା ଓ କରିସ୍ମା ହେଲେ ଟପ୍ପର୍

ଭୁବନେଶ୍ୱର : ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଥିବା ବେଳେ ହସିଂକା ଶୁକ୍ଲା ଓ କରିସ୍ମା ଅରୋରା ଟପ୍ପର ହୋଇଛନ୍ତି । ହସିଂକା ଓ କରିସ୍ମା ଦୁହେଁ ୫୦୦ ମାର୍କରୁ ୪୯୯ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ…

ମୁଣ୍ଡ ନୁଆଁଇଲା ଚୀନ, ମାସୁଦ ଆଝାର ଘୋଷିତ ହେଲା ଆନ୍ତର୍ଜାତିକ ଆତଙ୍କବାଦୀ

ନୂଆଦିଲ୍ଲୀ: ଭାରତର ଏକ ବିରାଟ କୂଟନୈତିକ ବିଜୟ ହାସଲ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ମିଳିଛି ଏମ ବଡ଼ ସଫଳତା । ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଝାର ବୁଧବାର ଦିନ ଆନ୍ତର୍ଜାତିକ ଆନ୍ତଙ୍କବାଦୀ ରୂପେ ଘୋଷିତ ହୋଇଛି । ପାକିସ୍ତାନରେ ରହି ବର୍ବରୋଚିତ ଆକ୍ରମଣ କରୁଥିବା ମାସୁଦ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ ଚଳାଚଳ ବାତିଲ୍

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ମେ ୨ ତାରିଖ ସନ୍ଧ୍ୟାରୁ ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ହେବାକୁ ଥିବା ଟ୍ରେନ ଗୁଡ଼ିକ ବାତିଲ ହୋଇପାରେ । ତେବେ…

ଭାରତ ମହାସାଗରରେ ବଡ଼ ସାମୁଦ୍ରିକ ଝଡ଼ର ଆଶଙ୍କା, ଅବପାତରେ ପରିଣତ ହେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ମହାସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ଝଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପୂର୍ବ ବିଷୁବରେଖା ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ କିଛି ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇଛି ।…

ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏୟାର୍ ଇଣ୍ଡିଆ ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆର ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏହାର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ରାତି ୩ଟା ଠାରୁ ସର୍ଭର୍ ସଟଡ଼ାଉନ ହେବା ଯୋଗୁଁ ଏହାର ବିମାନ ଯାତ୍ରୀମାନେ ବିଭିନ୍ନ ବିମାନବନ୍ଦରରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି । “ ବିମାନ…

ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଯେଉଁସବୁ ବରିଷ୍ଠ ବିଜେପି ନେତା ନାମାଙ୍କନ ପତ୍ର ଦାଖଲ…

ଭାରତୀୟ ସେନାରେ ଆରମ୍ଭ ହେଲା ମହିଳା ଯବାନଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଲାଗି ଜେନେରାଲ୍ ଡ୍ୟୁଟି ବିଭାଗରେ ନିଯୁକ୍ତି ଲାଗି ଏକ ବିଜ୍ଞପ୍ତି ଗୁରୁବାର ଦିନ ପ୍ରକାଶିତ ହୋଇଛି । ଆଜି ଏହି ନିଯୁକ୍ତି ବିଜ୍ଞାପନ ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ହେବା ଭାରତ ଲାଗି ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ…