Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ହାତ ନଥିବା ଦିବ୍ୟାଙ୍ଗ ଗୋଡ଼ ଦ୍ୱାରା ଦେଲେ ଭୋଟ୍

ନୂଆଦିଲ୍ଲୀ: ଏବେ ଭାରତରେ ଚାଲିଛି ମହାନ ଗଣତନ୍ତ୍ରର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତକୁ ଅନ୍ୟ ରାଷ୍ଟ୍ରମାନେ ସମ୍ମାନ କରିଥାଆନ୍ତି । ଦୁଇ ହାତ ନଥିଲେ ମଧ୍ୟ ତେଲେଙ୍ଗାନା ଓ ବିହାରରେ ଦୁଇଜଣ ଦିବ୍ୟାଙ୍ଗ ନିଜ ଗୋଡ଼ ସାହାର୍ଯ୍ୟରେ ନିଜର ସୁଚିନ୍ତିତ ମତଦାନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ଟ୍ୱିଟ୍ କଲେ ଟ୍ୱିଙ୍କଲ୍ ଖାନ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ‘ଅଣ ରାଜନୈତିକ’ ସାକ୍ଷାତକାର ନେବା ପରିପ୍ରେକ୍ଷୀରେ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନା ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ବହୁତ ଖୁସି ଏଇଥିପାଇଁ ଯେ,…

ସିଜିଆଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ: ଷଡଯନ୍ତ୍ରର ପ୍ରମାଣ ଦାଖଲ କଲେ ଆଇନଜୀବୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲା ଏକ ଷଡଯନ୍ତ୍ର ବୋଲି ଦର୍ଶାଇଥିବା ଆଇନଜୀବୀ ଉତ୍ସବ ବେଂସ ସୁପ୍ରିମକୋର୍ଟଙ୍କ ନିକଟରେ ବୁଧବାର ଦିନ ଏକ ସିଲ୍ ହୋଇଥିବା ଲଫାଫାରେ ସମ୍ପୂର୍ଣ୍ଣ ପ୍ରମାଣ ଦାଖଲ କରିଛନ୍ତି । ଜଣେ ମହିଳା…

ବିଜେପିରେ ମିଶିଲେ ସନ୍ନି ଦେଓଲ, ପଞ୍ଜାବରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ଅଭିନେତା…

ଶ୍ରୀଲଙ୍କା ନରସଂହାର: ୩ ଭାରତୀୟଙ୍କ ସମେତ ୨୦୭ ଜଣଙ୍କ ମୃତ୍ୟୁ

କଲମ୍ବୋ: ଶ୍ରୀଲଙ୍କାରେ ଘଟିତ ସିରିଏଲ ବୋମା ବିସ୍ଫୋରଣରେ ୩ ଭାରତୀୟଙ୍କ ସମେତ ଏପର୍ଯ୍ୟନ୍ତ ସମୁଦାୟ ୨୦୭ ଜଣ ନୀରିହ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା କଲମ୍ବୋ ପୋଲିସ ସୂତ୍ରରୁ ପ୍ରକାଶ । Indian High Commission in Colombo has conveyed that National Hospital has informed…

ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି

କଲମ୍ବୋ : ଶ୍ରୀଲଙ୍କାରେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ପ୍ରାୟ ୬ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବାବେଳେ ଆଉ ୨ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ମିଳିଥିବା…

ଶ୍ରୀଲଙ୍କାରେ ସିରିଏଲ୍ ବୋମା ବିସ୍ଫୋରଣ: ୧୫୬ ମୃତ, ୩୦୦ରୁ ଅଧିକ ବ୍ୟକ୍ତି ଆହତ

କଲମ୍ବୋ: ପଡ଼ୋଶୀ ଶ୍ରୀଲଙ୍କାରେ ରବିବାର ଦିନ ସିରିଏଲ୍ ବୋମା ବିସ୍ଫୋରଣ ଘଟି ପ୍ରାୟ ୧୫୬ ରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଏବଂ ହୋଟେଲରେ ଏହି ବୋମା ବିସ୍ଫୋରଣ ଘଟିଥିବାର ସୂଚନା ହସ୍ତଗତ ହୋଇଛି । ତେବେ ରବିବାର ଦିନ ଖ୍ରୀଷ୍ଟିୟାନ…

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ମହିଳାଙ୍କ ବ୍ୟଭିଚାର ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଶନିବାର ଦିନ ଜଣେ ୩୫ ବର୍ଷୀୟା ମହିଳା ବ୍ୟଭିଚାର ଅଭିଯୋଗ ଆଣିଛନ୍ତି । ଏହି ପୂର୍ବତନ ଜୁନିୟର କୋର୍ଟ ଆସିଷ୍ଟାଣ୍ଟ ଜଣକ ଶୁକ୍ରବାର ଦିନ ୨୨ଜଣ ବିଚାରପତିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି…

ଝାଡ଼ଖଣ୍ଡରେ ଭୂମିକମ୍ପ, ଓଡ଼ିଶାରେ ସାମାନ୍ୟ ଝଟକା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶନିବାର ଦିନ ସକାଳେ ମୃଦୁ ଭୂମିକମ୍ପ ଅନୂଭୁତ ହେବାପରେ ଏହି ଅଞ୍ଚଳରେ ଲୋକେ କିଛି ସମୟ ଲାଗି ଆତଙ୍କିତ ହୋଇ ଉଠିଥିଲେ । ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ସକାଳ ୬ଟା ୨୦ ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।…

ଭାଷଣ ଦେଉଥିଲା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା, ଭାଇରାଲ୍ ହେଲା ଭିଡ଼ିଓ…

ଗାନ୍ଧୀନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ଦିନ ଏକ ସଭାରେ ଭାଷଣ ଦେଉଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟର ଭିଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । #WATCH Congress leader Hardik Patel slapped during a…