Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ କାଶ୍ମୀର: ତ୍ରାଲରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ମଙ୍ଗଳବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ପରେ ଟ୍ୱିଟ୍ଟ୍ କରି ବୈଜୟନ୍ତ ପଣ୍ଡା କହିଛନ୍ତି, “୯ ମାସର ଆତ୍ମ ବିଶ୍ଳେଷଣ ତଥା ଜନତାଙ୍କ ସହ ବିସ୍ତୃତ…

ମାସୁଦ୍ ଅଜହର ଜୀବିତ, ଆର୍ମି ହସ୍ପିଟାଲରୁ ସ୍ଥାନାନ୍ତର କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ମୋଷ୍ଟ ୱାଣ୍ଟେଣ୍ଟ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଜୀବିତ ବୋଲି ଜିଓ ଉର୍ଦ୍ଦୂ ନ୍ୟୁଜ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡିଛି । ଆତଙ୍କବାଦୀ ମସୁଦ ଅଜହର ମୃତ ବୋଲି ରବିବାର ଦିନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ମସୁଦ…

ଆଜି ସନ୍ଧ୍ୟାରେ ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଦିନ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ନୂଆଦିଲ୍ଲୀଠାରେ ଯୋଗ ଦେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା…

‘ଗିନିଜ୍ ବିଶ୍ୱ ରେକର୍ଡ଼ସ’ରେ ସ୍ଥାନ ପାଇଲା ପ୍ରୟାଗରାଜ କୁମ୍ଭମେଳା…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳା ତିନୋଟି କ୍ଷେତ୍ରରେ ୨୦୧୯ ମସିହା ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ…

ଧରାପଡ଼ିଲା ପାକିସ୍ତାନର ମିଛ, ଅଭିନନ୍ଦନଙ୍କୁ ଦିଆଯାଇଥିଲା ମାନସିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନାଙ୍କ କବଜାରେ ଥିବା ବେଳେ ତାଙ୍କୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା କଥା ମୁକ୍ତ ହେବା ପରେ କହିଛନ୍ତି । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ମୁକ୍ତ ହେବା ପରେ ବାୟୁସେନା ହସ୍ପିଟାଲରେ ତାଙ୍କର…

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଦିନିକିଆରେ ବିରାଟ ବାହିନୀ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଟସ ଜିିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତ…

ଆରମ୍ଭ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା, ଓଡିଶାରୁ ୧୬ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶନିବାର ଦିନ ସାରା ଦେଶରେ ଆରମ୍ଭ ହୋଇଛି। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ସେମାନଙ୍କ…

ସ୍ୱଦେଶ ଫେରିଲେ ବୀର ଅଭିନନ୍ଦନ, ବାୟୁସେନା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସ୍ୱଦେଶକୁ ଫେରିଲେ ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ । ଅଭିନନ୍ଦନ ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ରହିବା ପରେ ଆଜି ପାକିସ୍ତାନ-ଭାରତ ସୀମା ଅଟ୍ଟାରୀସ୍ଥ ୱାଘା ବୋର୍ଡ଼ର୍ ଚେକ୍ ପୋଷ୍ଟରେ ପହଞ୍ଚିଛନ୍ତି । ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଅପରାହ୍ନରେ ଅଭିନନ୍ଦନଙ୍କୁ…

ମାସୁଦ ଆଝାର୍ ରହିଥିବା ନେଇ ପାକିସ୍ତାନ ଶେଷରେ ସ୍ୱୀକାର କଲା

ଇସଲାମାବାଦ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ପାକିସ୍ତାନରେ ରହିଥିବା ସ୍ପଷ୍ଟ କରିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ । ମାସୁଦ ଆଝାର ଏବେ ଅତ୍ୟନ୍ତ ଅସୁସ୍ଥ ରହିଥିବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ସୂଚନା ପ୍ରଦାନ…