Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନକୁ ବଡ଼ ଝଟକା: ଭାରତରୁ ପ୍ରବାହିତ ପାଣି ବନ୍ଦ କରାଯିବ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁଲୱାମାଠାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ଘଟଣା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଏକ ବିରାଟ ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ଆକାଶ ମାର୍ଗରେ କାଶ୍ମୀର ଯିବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ : ପୁଲୱାମା ଠାରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଗୁରୁବାର ଦିନ କେନ୍ଦ୍ର ସରକାର ଯବାନମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । https://twitter.com/HMOIndia/status/1098499349502406656 ଏହି ନିଷ୍ପତ୍ତି ଅନୁଯାୟୀ…

ଆଜିଠୁ ଆରମ୍ଭ ହେଲା ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ୍ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଦଶମ ବୋର୍ଡ଼ ପରୀକ୍ଷା ୨୦୧୯ ଲାଗି ଆଜି ୧୦ଟା ୩୦ରେ ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି । ଆଜି ପରୀକ୍ଷାର ଆରମ୍ଭ ଦିବସରେ ଇ-ପବ୍ଲିଶିଂ ଏବଂ ଇ-ଅଫିସ ବିଷୟରେ ପରୀକ୍ଷା ହୋଇଛି । ଏହି ପରୀକ୍ଷାର ଅବଧି ୨ ଘଣ୍ଟା ରହିଥିଲା…

ଭାରତ ଯଦି ପ୍ରଥମେ ଆକ୍ରମଣ କରେ ପାକିସ୍ତାନ ପ୍ରତି ଆକ୍ରମଣ କରିବ: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଦିନ କହିଛନ୍ତି, ଭାରତ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର କୌଣସି ପ୍ରମାଣ ନଦେଇ ପାକିସ୍ତାନକୁ ଦୋଷାରପ କରୁଛି, ଯଦି ଭାରତ ପ୍ରଥମେ ଆକ୍ରମଣ କରେ ତେବେ ପାକିସ୍ତାନ ପ୍ରତି ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବନାହିଁ । “…

ବେଙ୍ଗାଲୁରୁରେ ୨ଟି ‘ସୂର୍ଯ୍ୟ କିରଣ ଏୟାରକ୍ରାଫ୍ଟ’ ମୁହାଁମୁହିଁ ଧକ୍କା, ପାଇଲଟ୍ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ହେବାକୁ ଯାଉଥିବା ‘ଏରୋ ଇଣ୍ଡିଆ ୨୦୧୯’ ନିମନ୍ତେ ଅଭ୍ୟାସ କରୁଥିବା ବେଳେ ଭାରତୀୟ ବାୟୁସେନାର ୨ଟି ସୂର୍ଯ୍ୟକିରଣ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । https://twitter.com/DGP_FIRE/status/1097772144593797120 ପ୍ରାପ୍ତ…

କୋଲକାତା ପୋଲିସ କମିଶନର୍ ପଦବୀରୁ ଅପସାରିତ ହେଲେ ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ସ୍କାମରେ ସିବିଆଇ ଦ୍ୱାରା ଜେରା ହେବା ନେଇ ଚର୍ଚ୍ଚାରେ ଥିବା ରାଜୀବ କୁମାରଙ୍କୁ କୋଲକାତା ପୋଲିସ କମିଶନର ପଦବୀରୁ ଅପସାରଣ କରାଯାଇଛି । କୋଲକାତା ପୋଲିସ କମିଶନର୍ ଦାୟିତ୍ୱରେ ରହିଥିବା ରାଜୀବଙ୍କୁ ଅପସାରଣ କରାଯାଇ ପଶ୍ଚିମବଙ୍ଗ ସିଆଇଡ଼ି ସାଧାରଣ ନିର୍ଦ୍ଦେଶକ…

ବଲିଉଡ ସିନେମାରୁ ବ୍ୟାନ୍ ହେଲେ ପାକିସ୍ତାନୀ କଳାକାର

ମୁମ୍ବାଇ: ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣ ପରେ ଭାରତୀୟ ଫିଲ୍ମ ଜଗତରେ ପାକିସ୍ତାନ କଳାମାନଙ୍କ ଲାଗି ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) । ଏକ ବିଜ୍ଞପ୍ତି ମାଧ୍ୟମରେ ସୋମବାର ଦିନ ସର୍ବଭାରତୀୟ ସିନେ ୱାକର୍ସ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ପୁଲୱାମା ଆକ୍ରମଣର ୨ ମାଷ୍ଟରମାଇଣ୍ଡ ନିହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାରେ ଗତ ଫେବ୍ରୃାରୀ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସେନା ଏନକାଉଣ୍ଟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ଦୁଇ…

ପୁଲୱାମାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ୪ ଯବାନ ସହିଦ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲା ପିଙ୍ଗଲିନା ଠାରେ ସୋମବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପୁଲୱାମା ଆକ୍ରମଣ: ସୋମବାର ଦେଶବ୍ୟାପୀ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସମଗ୍ର ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ସମସ୍ତ ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ପୂର୍ବକ…