Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫୁଲୱାମା ଆକ୍ରମଣ: ୪୪ ଜଣ ସୈନିକଙ୍କ ସହ ଦେଶଲାଗି ପ୍ରାଣବଳୀ ଦେଲେ ଓଡ଼ିଆ ଯବାନ ପ୍ରସନ୍ନ ସାହୁ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଯେଉଁ ୪୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ । ଏହି ଖବର ମିଳିବା ମାତ୍ରେ ସହିଦ ସିଆରପିଏଫ ଯବାନ ପ୍ରସନ୍ନଙ୍କ ଗ୍ରାମ…

କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ଓଡିଶା ସମ୍ମାନିତ

ମୁମ୍ବାଇ: ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ କ୍ରିଡ଼ାର ବିକାଶ ଲାଗି ସର୍ବୋତ୍ତମ ରାଜ୍ୟ ଭାବେ ‘ସ୍ପୋର୍ଟସ ଷ୍ଟାର’ ପ୍ରତ୍ରିକା ତରଫରୁ ପୁରସ୍କାର ହାସଲ କରିପାରିଛି । ମୁମ୍ବାଇର ହୋଟେଲ୍ ତାଜ ମହଲଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ…

ଜୈଶ-ଇ-ମହମ୍ମଦର ଫୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ: ୪୦ ସିଆରପିଏଫ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିବା ସହିତ ୪୫ ଜଣ ସୁରକ୍ଷାକର୍ମୀ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଥିବାର ସୂଚନା…

ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଦରକାର: ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତକଥା, ବୁଧବାର ଦିନ ମୋଦୀଙ୍କୁ ବର୍ଷ ବର୍ଷ ଧରି ବିରୋଧ କରିଆସୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଲୋକସଭାର ଅନ୍ତିମ ଅଧିବେସନରେ କହିଛନ୍ତି, ନିର୍ବାଚନ ଜିତି ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ…

ଜାମ୍ମୁ-କାଶ୍ମୀର: ବଡଗାମରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର ଗୋପାଲପୋର ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ମାଜ୍ ବୋଲି ସୂଚନା ମିଳିଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀଙ୍କ ପରିଚୟ…

ଅଡୁଆରେ ବୈଜୟନ୍ତ, ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ନେଇ ଲୋକସଭାରେ ଭର୍ତ୍ତୃହରିଙ୍କ ବିସ୍ଫୋରଣ

ନୂଆଦିଲ୍ଲୀ: ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ମଙ୍ଗଳବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀଙ୍କ ନାମରେ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ରହିଥିବାର ସଙ୍ଗୀନ ଅଭିଯୋଗ ମଙ୍ଗଳବାର ଲୋକସଭାରେ ଆଣିଛନ୍ତି । “ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା…

କଂଗ୍ରେସରେ ଯୋଗ ଦେବେ ହେମା ଗମାଙ୍ଗ

ନୂଆଦିଲ୍ଲୀ : ପୂର୍ବତନ ଲୋକସଭା ସାଂସଦ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଧର୍ମପତ୍ନୀ ହେମା ଗମାଙ୍ଗ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏକପ୍ରକାର ସଜବାଜ ହେଲେଣି । ଏହି ପୂର୍ବତନ ସାଂସଦ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୁଁ ଦଳର…

ନୂଆଦିଲ୍ଲୀ: କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ କରୋଲବାଗ ନିକଟବର୍ତ୍ତୀ ଅର୍ପିତ ପ୍ୟାଲେସ୍ ନାମକ ଏକ ହୋଟେଲରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଛୋଟ ଶିଶୁ  ରହିଥିବା ସୂଚନା ମିଳିଛି ।…

ଲୋକାୟୁକ୍ତ ଏପ୍ରିଲ ୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଏବର୍ଷ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବା ନେଇ ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଓଡ଼ିଶା ସରକାର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ଖଣ୍ଡପୀଠର ଏକ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶା ମୁଖ୍ୟ…

ଓଡ଼ିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ ଓ ରାଜନାଥ ସିଂହ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାକୁ ଦଳର ହେଭିୱେଟ୍ ନେତାଙ୍କୁ ଆଣି କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରକୁ ପର ଓଡ଼ିଶା ଗସ୍ତ ପରେ…