Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଲକତାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଲକାତାର ସାଇ ଖେଳ ପଡ଼ିଆରେ ଶନିବାର ଦିନ ଫୁଟବଲ୍ ଖେଳୁଥିବା ବେଳେ ଓଡ଼ିଶାର ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ଭୁବନେଶ୍ୱର ବାସିନ୍ଦା ତଥା କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର (ଏନଏଲୟୁଓ) ଛାତ୍ର ରିତ୍ୱିକ ଦାସ ବୋଲି ଜଣା ପଡ଼ିଛି । ସେ ଆଇଆରଏସ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ…

ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ: ଇରାନ ବିପକ୍ଷରେ ଭାରତ ୧-୦ ରେ ବିଜୟୀ

ଭୁବନେଶ୍ୱର: ଭାରତୀୟ ସ୍ପୋର୍ଟସ କ୍ୟାପିଟାଲ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ହିରୋ ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଆୟୋଜଜକ ଭାରତ ଇରାନ ଦଳକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିପାରିଛି…

ଯାଜପୁରରୁ ଯୁକ୍ତରାଷ୍ଟ୍ର ଆମେରିକା, ଦିନ ମଜୁରିଆଙ୍କ ପୁଅ ହେଲେ ନାସା ବୈଜ୍ଞାନିକ

ଯାଜପୁର : ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଯାଜପୁର ଜିଲ୍ଲା ଧର୍ମଶାଳାର ରାଇଛନ୍ଦା ଗ୍ରାମର ହେମନ୍ତ କୁମାର ଓଝା ପ୍ରମାଣିତ କରିଛନ୍ତି । ମାତ୍ର ୨୫ ବର୍ଷ ବୟସରେ ସେ ନାସାର ବୈଜ୍ଞାନିକ ଭାବେ ଯୋଗ୍ୟତା ଅର୍ଜନ କରି ସାରା ରାଜ୍ୟ ତଥା…

ଓଡ଼ିଶା ଉପକୂଳରୁ ହେଲିକପ୍ଟର ଦ୍ୱାରା ଟ୍ୟାଙ୍କ ବିଧ୍ୱଂସୀ ‘ହେଲିନା’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ଭାରତ ହେଲିକପ୍ଟରରୁ ଅତ୍ୟାଧୁନିକ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ୟାଙ୍କ ବିଧ୍ୱଂସୀ ‘ହେଲିନା’ କ୍ଷେପଣାସ୍ତ୍ରକୁ ଓଡ଼ିଶା ଉପକୂଳରୁ ସଫଳତାର ସହିତ ଉତକ୍ଷେପଣ କରିପାରିଛି । ଏହି ‘ହେଲିନା’ କ୍ଷେପଣାସ୍ତ୍ର ଡ଼ିଆରଡ଼ିଓ ଦ୍ୱାରା ବିକାଶ ହେବା ସହିତ ଇଣ୍ଟେଗ୍ରେଟେଡ଼ ଗାଇଡ଼େଡ ମିସାଇଲ…

ଭାରତର ଦମଦାର୍ ବିଜୟ, ଶୃଙ୍ଖଳା ୧-୧ରେ ବରାବର୍

ଅକଲାଣ୍ଡ: ଘରୋଇ ପଡ଼ିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ୧-୧ରେ ଟି-୨୦ ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିପାରିଛି ଭାରତ । ନ୍ୟୁଜିଲାଣ୍ଡର ୧୫୮/୮ ଜବାବରେ ଭାରତ ୩ଟି ୱିକେଟ ହରାଇ ୧୬୨ ରନ କରି ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୧୫୮/୮ ରନ ପିଛା କରି ଭାରତ ଉନ୍ନତ ବ୍ୟାଟିଂ…

ଜବରଦସ୍ତ ଟି-୨୦ ଟକ୍କର, ନ୍ୟୁଜିଲାଣ୍ଡକୁ ଭାରତ ୧୫୮ ରନରେ ଅଟକାଇଲା

ଅକଲାଣ୍ଡ: ଭାରତୀୟ ବୋଲର ଅକଲାଣ୍ଡଠାରେ ଅନୁଷ୍ଠିତ ହେଉଥିବା ୨ୟ ଟି-୨୦ ମ୍ୟାଚରେ କିୱି ଦଳକୁ ୧୫୮ ରନରେ ଅଟକାଇଛନ୍ତି । ଭାରତୀୟ ଦଳ ଏହି କର ବା ମର ମ୍ୟାଚରେ ଉଭୟ ବୋଲିଂ ଓ ଫିଲ୍ଡିଂ ବିଭାଗରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳକୁ ୨୦୦ ରନ କରିବାକୁ ନଦେଇ ବିଜୟ ହାସଲ କରିବାକୁ ଚେଷ୍ଟା ଜାରି…

ଅଧିକାଂଶ ନୂଆ ଭୋଟର୍ ଚାହୁଁଛନ୍ତି ମହିଳା ସୁରକ୍ଷା ଓ କର୍ମ ନିଯୁକ୍ତି

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ ପ୍ରାୟ ୧୩ କୋଟି ନୂଆ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । କ୍ଷମତା ପରିବର୍ତ୍ତନ ହେଉ କି କ୍ଷମତାରେ ଯେକୌଣସି ଦଳକୁ ପୁନର୍ବାର ସ୍ଥାପିତ କରିବାକୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଭୋଟଦାନ ପୂର୍ବରୁ ଏହି ନବାଗତ ଯୁବ ଭୋଟରମାନଙ୍କ…

ବିଜେପି ନେତାଙ୍କ ଆକ୍ରମଣ: ପ୍ରତିବାଦରେ କାର୍ଯ୍ୟରତ ସାମ୍ବାଦିକ ପିନ୍ଧିଲେ ହେଲମେଟ୍

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ବିଜେପି ନେତା ରାଜୀବ ଅଗ୍ରୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ହେଲମେଟ ପିନ୍ଧିବା ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ସୁମନ ପାଣ୍ଡେ ନାମକ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…