Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଗତ ୪ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି: ନୀତିନ ଗଡ଼କରୀ

ଜଗତସିଂହପୁର/କାମାକ୍ଷାନଗର: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଦିନ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଜଗତସିଂହପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାର…

ଜିସାଟ୍-୩୧ର ସଫଳ ଉତକ୍ଷେପଣ, ସୁଦୃଢ ହେଲା ଭାରତୀୟ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଫ୍ରେଞ୍ଚ୍ ଗୁଆନାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ବୁଧବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହା ପ୍ରାୟ ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟି ପ୍ରାୟ ୪୨ ମିନିଟର ଉଡାଣ…

ପ୍ରଥମ ଟି-୨୦ରେ ଭାରତ ୮୦ ରନରେ ପରାସ୍ତ

ୱେଲିଂଟନ: ଟି-୨୦ ଶୃଙ୍ଖଳାର ୧ମ ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି । କିୱି ଦଳର ୨୧୯ ରନର ଜବାବରେ ଭାରତ ୧୯.୨ ଓଭର ଖେଳି ମାତ୍ର ୧୩୯ ରନ କରିପାରିଛି । ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ ରେ ଅଗ୍ରଣୀ ଲାଭ କରିଛି ।…

ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୱେଲିଂଟନଠାରେ ଆରମ୍ଭ ହୋଇଛି ୧ମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଦାରିତ ୨୦ ଓଭରରେ ୨୧୯ ରନ କରିଛି । ଏବେ ସୁଦ୍ଧା ଭାରତ ୫ ଓଭର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ ହରାଇ କରିଛି ୫୧ ରନ । ଶିଖର ଧାୱନ ୧୮ ଟି…

ଆଜିଠୁ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ଟକ୍କର୍: ଏକାଠି ଖେଳିବେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଂଟନ: ଭାରତୀୟ କ୍ରିିକେଟ ଦଳ କେବଳ ଟେଷ୍ଟ କି ଦିନିକିଆ ନୁହେଁ ବରଂ ଟି-୨୦ ମ୍ୟାଚରେ ମଧ୍ୟ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । ନିକଟରେ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ଧୁଳି ଚଟାଇ ସିରିଜ୍…

ଓଡ଼ିଶାର କେତେକ ସେଲ୍ଟରହୋମରେ ଚାଲିଛି ଧର୍ମାନ୍ତରୀକରଣ: ଏନସିପିସିଆର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର କିଛି ସେଲ୍ଟରହୋମ ଧର୍ମାନ୍ତରୀକରଣ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏହି ରିପୋର୍ଟ ପ୍ରକାଶ କରିଛି (ଏନସିପିସିଆର) ନ୍ୟାସନାଲ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ । ଏନସିପିସିଆର ପକ୍ଷରୁ ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡ଼ି) ମନ୍ତ୍ରଣାଳୟ…

ସିବିଆଇ-କୋଲକାତା ପୋଲିସ ମୁହାଁମୁହିଁ ପ୍ରସଙ୍ଗ: ଧାରଣାରୁ ଉଠିବା ପୂର୍ବରୁ ମମତା ନବୀନଙ୍କ ସହ ଆଲୋଚନା କରିବେ

କୋଲକାତା: ସିବିଆଇ ଓ କୋଲକାତା ପୋଲିସ ମଧ୍ୟରେ ଉପୁଜିଥିବା ବିବାଦ ଘଟଣାକୁ ନେଇ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି, ଧାରଣାରୁ ଉଠିବା ପୂର୍ବରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହିତ…

ସିବିଆଇ ନିକଟରେ ହାଜର ହେବାକୁ କୋଲକାତା ପୋଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି, ମଙ୍ଗଳବାର ଦିନ ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୋଲିସ କମିଶନର୍ ରାଜୀବ କୁମାରଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ ଏକ ଶୁଣାଣି କରି…

ଭାରତ ଫେରିବେ ବିଜୟ ମାଲ୍ୟା, ପ୍ରତ୍ୟାର୍ପଣ ଲାଗି ବ୍ରିଟିଶ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ମଦ ସମ୍ରାଟ ପଳାତକ ବିଜୟ ମାଲ୍ୟା ଭାରତ ଫେରିବାର ସମସ୍ତ ରାସ୍ତା ଏବେ ପରିଷ୍କାର ହୋଇଛି । ଏନେଇ ଆଜି ବ୍ରିଟିଶ୍ ସରକାର ସ୍ପଷ୍ଟ କରିଛନ୍ତି । ଭାରତରୁ ବିଜୟ ମାଲ୍ୟା ପଳାୟନ କରିବା ପରେ ଆଜି ବ୍ରିଟିଶ୍ ସରକାର ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି ।…