Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବିଜୟ ଲକ୍ଷ୍ୟ ୩୨୩ ରନ୍ !

ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଖେଳାଯାଉଥିବା ୧ମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ସାମ୍ନାରେ ୱେଷ୍ଟଇଣ୍ଡିଜ ୩୨୩ ରନର ଏକ ଲଢୁଆ ବିଜୟଲକ୍ଷ୍ୟ ରଖିଛି । ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି...ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା...ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ…

କମିଲା ପେଟ୍ରୋଲ-ଡିଜେଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିଲ୍ଲୀ : ତୈଳଦର ବୃଦ୍ଧି ନେଇ ଦେଶବାସୀ ଅତିଷ୍ଠ ହୋଇପଡିଥିବାବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୂଚନା ଅନୁଯାୟୀ ଆଜି ପେଟ୍ରାଲ ଲିଟର ପିଛା ପାଖାପାଖି ୩୮ ରୁ ୩୯ ପଇସା କମିଥିବାବେଳେ ଖୁଚୁରା ମୂଲ୍ୟରେ ୮୧.୯୯ ଟଙ୍କା ରହିଛି ।…

ଅମୃତସର ରାବଣ ପୋଡ଼ି ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ଅମୃତସର: ଦଶହରା ସଂନ୍ଧ୍ୟାରେ ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଟ୍ରେନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ମଧ୍ୟ ୧୧୩ ଜଣ ଦର୍ଶକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ,…

୪୦ ବର୍ଷରେ ଧୁଆଁଧାର ଓପନର ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସମୟରେ ସେହେୱାଗ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ବି ପ୍ରଶଂସକ ମାନେ ତାଙ୍କର ବିସ୍ଫୋରକ ବ୍ୟାଟିଂକୁ…

ଅମୃତସର: ରାବଣ ପୋଡ଼ି ଦେଖୁଥିଲା ବେଳେ ଟ୍ରେନ୍ ମାଡ଼ିଗଲା, ୫୦ ଜଣଙ୍କ ଶୋଚନୀୟ ମୃତ୍ୟୁ

ଅମୃତସର: ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଦେଖଣାହାରୀଙ୍କ ଉପରେ ଟ୍ରେନ ମାଡ଼ି ଯିବାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି, ରାମଲୀଳା ଚାଲିଥିବା ବେଳେ ଅଧିକାଂଶ ଲୋକ ରେଲୱେ ଟ୍ରାକ୍ ଉପରେ ଛିଡ଼ା…

ବରିଷ୍ଠ କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ୯୩ତମ ଜନ୍ମଦିବସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡ଼ି. ତିୱାରୀ ତାଙ୍କ ୯୩ତମ ଜନ୍ମଦିବସରେ ପ୍ରାଣତ୍ୟାଗ କରିଛନ୍ତି । ବରିଷ୍ଠ ନେତା ତିୱାରୀ ଗତ ଜୁଲାଇ ମାସରୁ ନୂଆଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।…

# ‘ମି ଠୁ’: ଅକ୍ଟୋବର ୩୧ରେ ହେବ ଏମ. ଜେ. ଆକବରଙ୍କ ମାନହାନି ମୋକବ୍ଦମା ଶୁଣାଣି

ନୂଆଦିଲ୍ଲୀ : 'ମି ଠୁ' ଜାଲରେ ଛନ୍ଦି ହୋଇପଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ. ଜେ. ଆକବରଙ୍କ ଠୁ ବିବାଦ ପିଛା ଛାଡୁନାହିଁ । ଏହି ବରିଷ୍ଠ ସାମ୍ବାଦିକଙ୍କ ନାମରେ ପ୍ରିୟା ରମଣିଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ହେବାପରେ ପରବର୍ତ୍ତୀ ସମୟରେ ଆକବର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।…

ଟ୍ରକ ଧକ୍କା ଦେଲା ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ, ୧ ମୃତ

ଭୋପାଳ : ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରତଲାମ ନିକଟରେ ଏକ ଜଗୁଆଳୀ ବିହିନ ରେଳ ଫାଟକରେ ଗୋଟିଏ ଟ୍ରକ ସହ ଟ୍ରେନଟି ଧକ୍କା ହୋଇଥିଲା । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କୌଣସି…

# ମି-ଠୁ ଜାଲରେ ଫସିଲେ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର, ଇସ୍ତଫା ଦେଲେ

ନୂଆଦିଲ୍ଲୀ : ‘ମି-ଠୁ’ ଅଭିଯାନକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏଥିରେ କିଛି ନେତା ଓ ଅଭିନେତାଙ୍କର ନାମ ମଧ୍ୟ ଛନ୍ଦି ହୋଇପଡିଛି । ଏହି ମି-ଠୁ ଜାଲରେ ଫସିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର । ଏହି ଘଟଣାରେ କିଛି ଦିନ…