Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରକ ଧକ୍କା ଦେଲା ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ, ୧ ମୃତ

ଭୋପାଳ : ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରତଲାମ ନିକଟରେ ଏକ ଜଗୁଆଳୀ ବିହିନ ରେଳ ଫାଟକରେ ଗୋଟିଏ ଟ୍ରକ ସହ ଟ୍ରେନଟି ଧକ୍କା ହୋଇଥିଲା । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କୌଣସି…

# ମି-ଠୁ ଜାଲରେ ଫସିଲେ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର, ଇସ୍ତଫା ଦେଲେ

ନୂଆଦିଲ୍ଲୀ : ‘ମି-ଠୁ’ ଅଭିଯାନକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏଥିରେ କିଛି ନେତା ଓ ଅଭିନେତାଙ୍କର ନାମ ମଧ୍ୟ ଛନ୍ଦି ହୋଇପଡିଛି । ଏହି ମି-ଠୁ ଜାଲରେ ଫସିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର । ଏହି ଘଟଣାରେ କିଛି ଦିନ…

ଶ୍ରୀନଗରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ ଓ ଜଣେ ପୋଲିସ କର୍ମୀ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଫତେହ କଦାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ଏହି ଗୁଳିବିନିମୟରେ ଜଣେ ପୋଲିସ କର୍ମୀ ମଧ୍ୟ ସହିଦ ହୋଇଥିବା ନେଇ ଜଣାପଡିଛି । ସୂଚନା…

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡାଦେଶ, ୨ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଆତ୍ମଘୋଷିତ ଭଗବାନ ବାବା ରାମପାଲଙ୍କୁ ହିସାର କୋର୍ଟ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଜଣେ ଶିଶୁ ସମେତ ୫ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ହିସାରର…

# ‘ମି-ଠୁ’: ଚର୍ଚ୍ଚା ଜୋର୍ ଧରିଲା, ବଲିଉଡରେ ହଟ୍ଟଚମଟ

ମୁମ୍ବାଇ : ମି-ଠୁ ଅଭିଯାନକୁ ନେଇ ଦିନକୁ ଦିନ ଚର୍ଚ୍ଚା ଜୋର ଧରୁଥିବାବେଳେ ଫିଲ୍ମ ଜଗତରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନାର ଅଭିଯୋଗ ହେବା ପରେ ସାରା ବଲିଉଡରେ ଏହାକୁ ନେଇ ହଇଚଇ ସୃଷ୍ଟି ହେବାରେ ଲାଗିଛି । ଏଭଳି ଏକ ସମୟରେ ବଲିଉଡ ଫିଲ୍ମ ଜଗତର ପାଖାପାଖି ୧୧ ଜଣ ପ୍ରମୁଖ ମହିଳା…

ଏୟାର ଇଣ୍ଡିଆ ବିମାନରୁ ଖସିପଡିଲେ ମହିଳା ପରିଚାରିକା, ଗୁରୁତର ଆହତ

ମୁମ୍ବାଇ : ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଡୋର ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ମହିଳା ଏୟାର ହୋଷ୍ଟେସ ଅଚାନକ ତଳକୁ ଖସିପଡିଥିଲେ ।…

ପ୍ରସିଦ୍ଧ ଶକ୍ତିପୀଠ ମା’ ଅମ୍ବାଜୀ: ଯେଉଁଠି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ଚୁଟି

ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି । ତନ୍ମଧ୍ୟରୁ ଗୁଜରାଟର ମାଆ…

# ମି-ଠୁ: ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ଏମ.ଜେ ଆକବର

ନୂଆଦିଲ୍ଲୀ : ବିଦେଶଗସ୍ତରୁ ଫେରିବା ପରେ ରବିବାର ବୈଦଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ଉପରେ ଲାଗିଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ବିରୁଦ୍ଧରେ ହୋଇଥିôବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ମିଥ୍ୟା ଓ ମନଗଢା କଥା ବୋଲି କହିଛନ୍ତି ।…

ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁୁଲବାମାଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲବାମାର ବାବଗୁଣ୍ଡ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା…

ମାଲକାନଗିରି: ଯବାନଙ୍କ ଗୁଳିରେ ମହିଳା କ୍ୟାଡ଼ର୍ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ଦ୍ରପଲ୍ଲୀ ଜଙ୍ଗଲ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ ଯବାନଙ୍କ ଗୁଳିରେ ଜଣେ ମହିଳା କ୍ୟାଡ଼ର୍ ମାଓବାଦୀ ଶୁକ୍ରବାର ସକାଳେ ନିହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ସହିତ ବିସ୍ଫୋରକ…