Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିପିପି ମୋଡରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ସଂଘର୍ଷପୂର୍ଣ୍ଣ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଟାଇରେ ସମାପ୍ତ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଖେଳାଯାଇଥିବା ୨ୟ ଦିନିକିଆ ଟାଇରେ ସମାପ୍ତ ହୋଇଛି । ନିର୍ଦ୍ଦାରିତ ୫୦ ଓଭରରେ ଭାରତର ୩୨୧/୬ ରନର ଜବାବରେ ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା କରି ୫୦ ଓଭର ଶେଷରେ ୭ୱିକେଟ ହରାଇ ୩୨୧ ରନ୍ କରିପାରିଛି । ଦଳୀୟ ସ୍କୋର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯିବା ନେଇ ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ…

ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ ବୃଦ୍ଧି କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : ଆଶାକର୍ମୀ ମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବୁଧବାର ଦିନ ଠାରୁ ଦେଶରେ କର୍ମରତ ସମସ୍ତ ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ (ଗସ୍ତ ଭତ୍ତା) କୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସମସ୍ତ ଆଶାକର୍ମୀଙ୍କ ପରିବର୍ତ୍ତିତ (ଟିଏ)…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ତାଙ୍କର ସହଯୋଗୀ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଦୁର୍ନିୀତି ଅଭିଯୋଗ ଆସିବା ପରେ କେନ୍ଦ୍ରର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଦ୍ୱାରା ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ…

ଲଞ୍ଚ ହେଲା ନୂଆ ହୁଣ୍ଡାଇ ସାଣ୍ଟ୍ରୋ

ନୂଆଦିଲ୍ଲୀ : ହୁଣ୍ଡାଇ କମ୍ପାନୀ ପକ୍ଷରୁ ନୂଆ ସାଣ୍ଟ୍ରୋକୁ ଆଜି ଭାରତରେ ଲଞ୍ଚ କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ଦାମ ୩,୮୯,୯୦୦ ରହିଛି । ଏହି କାରକୁ କିଣିବା ପାଇଁ କାର ପ୍ରେମୀମାନେ ବହୁଦିନରୁ ଅପେକ୍ଷା କରି ରହିଥିଲେ । ଦୀର୍ଘ ୬ବର୍ଷ ପରେ କ୍ଷୁଦ୍ର କାର ସେଗମେଣ୍ଟରେ…

ଦୀପାବଳି ଲାଗି ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ, ବାଣ ଫୁଟା ଓ ବିକ୍ରି ଅନୁମତି ମିଳିଲା

ନୂଆଦିଲ୍ଲୀ : ସାରା ଦେଶରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ଅନୁଯାୟୀ ସାରା ଦେଶରେ ବାଣ ବିକ୍ରି ତଥା ଫୁଟାଇବା ପାଇଁ ଅନୁମତି ମିଳିବା ସହ ଏହା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି । ବାଣ ଗୁଡିକର…

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ଆସିବ ମରଶରୀର

ଭୁବନେଶ୍ୱର: ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଓଡ଼ିଆ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ନରେନ୍ଦ୍ର ପଲେଇ ବୋଲି ଚିହ୍ନଟ ହୋଇଛନ୍ତି । ସାଉଦି ଆରବର ଏକ ଘରୋଇ କମ୍ପାନୀରେ ପାଣି ପାଇପ ଶ୍ରମିକ ଭାବେ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…

ରାଜଧାନୀ ଦିଲ୍ଲୀରେ ଆଜି ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ ନକରିବା ଯୋଗୁଁ ଏହାର ପ୍ରତିବାଦରେ ଆଜି ଦିନକ ପାଇଁ ପ୍ରାୟ ୪୦୦ଟି ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ଉପରୁ ସମାନ୍ୟ ଭାଟ୍ ହ୍ରାସ କରିଥିବାବେଳେ…