Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା : ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଏସିଆନ ଗେମ୍ସର ସମ୍ମାନ ଜନକ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବ ଦୂତି ବାହାରିନ, ଚୀନ ଓ କାଜାକସ୍ଥାନର ପ୍ରତିଦ୍ୱନ୍ଦୀମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ମାତ୍ର କିଛି ସେକେଣ୍ଡରୁ ବଞ୍ଚିତ ହୋଇଛନ୍ତି…

୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ, ହିମାଙ୍କୁ ୪୦୦ ରେ ରୌପ୍ୟ ପଦକ

ଜାକର୍ତ୍ତା : ଓଡ଼ିଆ ଝିଅ ଦୂତି ଚାନ୍ଦ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି । ଦୂତି ଆଜି ଦୌଡ଼ିଥିବା ସେମିଫାଇନାଲରେ ୧୧.୪୩ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି । ତେବେ ଶନିବାରଦିନ ହିଟ୍ସରେ ୧୧.୩୮ ସେକେଣ୍ଡରେ ଶେଷ କରିଥିଲେ ଦୂତି । ଆଜି ରାତି ୭:୪୦…

ହିଟ୍ସରେ ଦୂତି ଚମତ୍କାର ଦୌଡି଼ଲେ, ପ୍ରଥମ ହୋଇ ସେମିଫାଇନାଲକୁ ଉନ୍ନିତ ହେଲେ

ଜାକର୍ତ୍ତା: ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ଯେ କେବଳ ଓଡ଼ିଶା ଓ ଓଡ଼ିଆଙ୍କର ଗର୍ବ ଓ ଗୌରବ ନୁହଁନ୍ତି ସେ ଏବେ ସାରା ଭାରତର ଘରେ ଘରେ ପରିଚିତ ହେବାକୁ ଯାଉଛନ୍ତି । ଭାରତୀୟ ଆଥଲେଟ୍ ଦୂତି ଆଜି ଏସିଆନ ଗେମ୍ସରେ ୧୦୦ ମିଟର ହିଟ୍ସରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ୧୧.୩୮ ସେକେଣ୍ଡରେ ଅତିକ୍ରମ…

ଭୁବନେଶ୍ୱରରେ ଉପରାଷ୍ଟ୍ରପତି: ଏମ୍ସ ସମାବର୍ତ୍ତନ ଉତ୍ସବରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ (ଏମ୍ସ)ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଉପରାଷ୍ଟ୍ରପତି ଭେଙ୍କେୟା…

ଏସୀୟ କ୍ରୀଡ଼ା: ଦୀପିକା ପାଲିକଲ୍ ଓ ଜ୍ୟୋତ୍ସ୍ନା ଚିନ୍ନାପାଙ୍କୁ ସ୍କ୍ୱାଶରେ ୨ଟି ବ୍ରୋଞ୍ଜ ମେଡ଼ାଲ୍

ଜାକର୍ତ୍ତା: ଆଜି ସ୍କ୍ୱାଶରେ ଭାରତକୁ ୨ଟି ବ୍ରୋଞ୍ଜ ମେଡ଼ାଲ ମିଳିଛି । ଭାରତୀୟ ମହିଳା ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ୍ ଏବଂ ଜ୍ୟୋତ୍ସ୍ନା ଚିନ୍ନାପା ଏସିଆନ ଗେମ୍ସର ୭ମ ଦିବସରେ ଭାରତ ଲାଗି ୨ଟି କାଂଶ୍ୟ ପଦକ ହାସଲ କରିପାରିଛନ୍ତି । ଦୀପିକା ସେମିଫାଇନାଲରେ ମାଲେସିଆ ଖେଳାଳି…

ଦୌଡ଼ ଦୂତି ଦୌଡ଼…ଆଜି ଦୌଡ଼ିବେ ଦ୍ରୁତତମ ଧାବିକା ଦୂତି ଚାନ୍ଦ…

ଭୁବବେଶ୍ୱର : ଏଥର ଏସିଆନ ଗେମ୍ସରେ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଅଲିମ୍ପିଆନ ତଥା ଭାରତର ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡ଼ିଆ ଝିଅ ଦୂତି ଚାନ୍ଦ ତୃତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ ୧୦୦ ମିଟର…

ବ୍ୟକ୍ତିଗତ ଭାବେ ମୁଁ ବାଜପେୟୀଙ୍କ ପରି ଏକ ଶୁଭଚିନ୍ତକଙ୍କୁ ହରାଇଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦଳମତ ନିର୍ବିଶେଷରେ ରାଜ୍ୟର ନେତୃମଣ୍ଡଳୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିରେ ଆଜି ପ୍ରଦର୍ଶନୀ ପଡ଼ିଆ ଠାରେ ଏକ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ…

ଏସୀୟ କ୍ରୀଡ଼ା: ଜାପାନକୁ ୮ଟି ଗୋଲ ଦେଇ ହକି ସେମିଫାଇନାଲରେ ଭାରତ

ଜାକର୍ତ୍ତା: ପୁରୁଷ ହକିରେ ଆଜି ଭାରତ ଭେଟିଥିଲା ଜାପାନକୁ । ଜାପାନକୁ ୮-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି ଭାରତ । ଆଜି ପୂର୍ବପରି ପୂରା ମ୍ୟାଚରେ ବେଶ୍ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତୀୟ ଦଳ । ଜାପାନ ଭାରତଠୁ ଅପେକ୍ଷାକୃତ ଦୁର୍ବଳ ଦଳ…

ଏସୀୟ କ୍ରୀଡ଼ା: ମହିଳା କବାଡ଼ି ଦଳ ଜିତିଲେ ରୌପ୍ୟ, ପୁରୁଷ ଦଳକୁ ବ୍ରୋଞ୍ଜ ପଦକ

ଜାକର୍ତ୍ତା : ଏଥର ଏସୀଆନ ଗେମ୍ସରେ କବାଡ଼ି ଖେଳରେ ଭାରତୀୟ ଦଳ ନୈରାଶ୍ୟଜନକ ପଦର୍ଶନ କରିଛି । ଏସୀଆନ ଗେମ୍ସରେ ପୂର୍ବରୁ ସମସ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏଥର ଇରାନଠୁ ୨ଥର ହାରି ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ର ହୋଇଛି । ତେବେ ଖୁସିର କଥା ଭାରତ ଏକଚାଟିଆ…

ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଓଡିଶାରୁ ସୁରଟକୁ ଘରୋଇ ବିମାନ ଚଳାଚଳ କରାଯିବା ନେଇ ଉଲ୍ଲେଖ କରିଛନ୍ତି । ସୂଚନା ଅନୁଯାୟୀ ଲକ୍ଷଲକ୍ଷ ସଂଖ୍ୟାରେ ଓଡିଆ…