Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଓଡିଶାରୁ ସୁରଟକୁ ଘରୋଇ ବିମାନ ଚଳାଚଳ କରାଯିବା ନେଇ ଉଲ୍ଲେଖ କରିଛନ୍ତି । ସୂଚନା ଅନୁଯାୟୀ ଲକ୍ଷଲକ୍ଷ ସଂଖ୍ୟାରେ ଓଡିଆ…

ବାଜପେୟୀଙ୍କ ସ୍ମୃତିରେ ସର୍ବଦଳୀୟ ବୈଠକ ଆଜି: ପ୍ରାର୍ଥନାସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ସର୍ବଦଳୀୟ ପ୍ରାର୍ଥନାସଭା ଆଜି ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସଭା ବିଜେପି ପକ୍ଷରୁ ଆୟୋଜିତ କରାଯାଉଥିବା ବେଳେ ସଭାରେ ଯୋଗ…

ଆରପାରିରେ ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାର

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଳଦୀପ ନାୟାର ୯୫ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସେ ଏକାଧାରାରେ ଥିଲେ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ, ଉଚ୍ଚକୋଟିର ସ୍ତମ୍ଭକାର ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ମଧ୍ୟ । ନୂୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…

ଯୌତୁକଜନିତ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଯୌତୁକ ଜନିତ ହତ୍ୟା ଘଟଣାରେ ସମ୍ପର୍କୀୟଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ନଥିଲେ ସେମାନଙ୍କ ବିରୋଧରେ କୌଣସି ଏତଲା ହୋଇପାରିବ ନାହିଁ ବୋଲି ଆଜି ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ଦ୍ୱାରା…

ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବସନ୍ତ ପଣ୍ଡା

ନୂଆଦିଲ୍ଲୀ : ଆଜି ନୂଆଦିଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଗ୍ରହଣ କଲେ । ଏହି କଳସକୁ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଥିଲେ ବସନ୍ତ ପଣ୍ଡା । ଏହି କଳସ ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଏସୀୟ କ୍ରୀଡ଼ା: ମହିଳା ହକିରେ ୨୧ଟି ଗୋଲ ଦେଲା ଭାରତ !

ଜାକର୍ତ୍ତା : ହକି ଖେଳରେ ପୁରୁଷ ଦଳଠୁ କୌଣସି ଗୁଣରେ କମ୍ ନୁହଁନ୍ତି ଭାରତୀୟ ମହିଳା ଦଳ । ଆଜି ଏକ ମ୍ୟାଚରେ କାଜାକସ୍ଥାନକୁ ୨୧-୦ ଗୋଲରେ ଜିତି ଏକ ରେକର୍ଡ କରିଛି ଭାରତ । ଏହି ମ୍ୟାଚରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିଜୟୀ କରିଛନ୍ତି । ଏକ ଶକ୍ତିଶାଳୀ…

ଏସୀୟ କ୍ରୀଡ଼ା: ମହିଳା କୁସ୍ତିରେ ବ୍ରୋଞ୍ଜ୍ ଜିତିଲେ ଦିବ୍ୟା କାକରନ୍

ଜାକର୍ତ୍ତା: ଏସିଆନ ଗେମ୍ସ କୁସ୍ତିରେ ଭଲ ପ୍ରଦର୍ଶନ ଜାରି ରଖିଛି ଭାରତ । ମହିଳା ୬୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ ମହିଳା ପହେଲମାନ ଦିବ୍ୟା କାକରନ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଭାରତ ସନ୍ତରଣରେ ଏକ ପଦକ ହାତଛଡ଼ା କରିଛି । ଭାରତୀୟ ସନ୍ତରଣକାରୀ ବୀର୍ଧୱାଲ୍ ଖାଡ଼େ…

କେରଳ ବନ୍ୟା: ୭ଶହ କୋଟିର ଆର୍ଥିକ ସହାୟତା ଦେଲା ୟୁଏଇ

ନୂଆଦିଲ୍ଲୀ : କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଆଡୁ ସହାୟତାର ହାତ ବଢୁଛି । ଲୋକମାନଙ୍କୁ ପାଣି ଘେରରୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଉଛି । ପ୍ରାୟ ୭ ଲକ୍ଷ ଲୋକ ଏବେ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ରାଜ୍ୟବ୍ୟାପି ଏବେ ସଂକ୍ରାମକ ରୋଗ…

ଭାରସାମ୍ୟ ହରାଇ ନଦୀକୁ ଖସିଲା ତୀର୍ଥଯାତ୍ରୀ ବସ୍

ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତବାଡ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁ ମଚ୍ଛଲି ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ବସ୍ କୌଣସି ବଶତଃ ଭାରସାମ୍ୟ ହରାଇ ଚେନାବ ନଦୀକୁ ଖସି ପଡିବାରୁ…

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଟିଂର…