Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଟିଂର…

କେରଳ ବନ୍ୟା: ସହାୟତାର ହାତ ବଢାଇଲେ ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ : କେରଳ ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କେରଳ ସରକାର ତଥା ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ରାଜ୍ୟ ତଥା ଜନସାଧାରଣ ଅଣ୍ଟା ଭିଡିଛନ୍ତି । କେରଳକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାମିଲ ହୋଇଛନ୍ତି…

ଏସୀୟ କ୍ରୀଡ଼ା: ହକିରେ ଗୋଲ୍ ବର୍ଷା, ଭାରତ ଇଣ୍ଡୋନେସିଆକୁ ୧୭ଟି ଗୋଲ ଦେଲା !

ଜାକର୍ତ୍ତା : ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଶାୟୀ ଭାରତୀୟ ହକି ଦଳ ତା’ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଭାରତୀୟ ପୁରୁଷ ହକି ଦଳ ଆୟୋଜକ ଇଣ୍ଡୋନେସିଆଠୁଁ ୧୭-୦ ଗୋଲରେ ବିଜୟ ହାସଲ କରିଛି । ତେବେ ସବୁଠାରୁ ମଜାଦାର କଥା ହେଲା ଅପେକ୍ଷାକୃତ ଦୁର୍ବଳ ଦଳ ଇଣ୍ଡୋନେସିଆ…

କେରଳ ବନ୍ୟା: ଦିନକର ଦରମା ଦାନ କଲେ ଆଇଏଏସ୍ ଓ ଆଇପିଏସ୍ ଅଫିସର

ଭୁବନେଶ୍ୱର : କେରଳରେ ବନ୍ୟାର ଭୟଙ୍କର ତାଣ୍ଡବ ପରେ ଏବେ ସେଠାକାର ଲୋକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ଅସହାୟତା ସମୟରେ କେରଳକୁ ସହାୟତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶାରେ କାର୍ଯ୍ୟରତ ସମସ୍ତ ଆଇଏସ୍ ଓ ଆଇପିଏସ୍ ଅଧିକାରୀ । ଲୋକମାନେ ଏହି…

କେରଳ ବନ୍ୟା: ଫସି ରହିଛନ୍ତି ୨୦ଜଣ ଓଡ଼ିଆ, ଉଦ୍ଧାର ଲାଗି ରାଜ୍ୟ ସରକାରଙ୍କୁ ନିବେଦନ

ଭୁବନେଶ୍ୱର/ସୁବର୍ଣ୍ଣପୁର : କେରଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ୫ କୋଟି ଟଙ୍କା ଏବଂ ୮ କୋଟି ଟଙ୍କାର ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ କେରଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି…

କେରଳକୁ ଆଉ ୫ କୋଟି ଦେଲା ଓଡିଶା

ଭୁବନେଶ୍ୱର : ବନ୍ୟା ବିଧ୍ବସ୍ତ କେରଳକୁ ଆହୁରି ୫ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କେରଳର ବନ୍ୟାପୀଡିତଙ୍କ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ । ଏହା ପୂର୍ବରୁ କେରଳ ପାଇଁ ମୁଖ୍ୟମନ୍ତ୍ରୀ…

ଏସୀୟ କ୍ରୀଡ଼ା: କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ଜିତିଲେ

ଜାକର୍ତ୍ତା : ୨୦୧୮ ମସିହାର ‘ଏସୀୟ କ୍ରୀଡ଼ା’ରେ ଭାରତକୁ ମିଳିଛି ଆଜି ପ୍ରଥମ ପଦକ ଏବଂ ତାହା ପୁଣି ସ୍ୱର୍ଣ୍ଣ ପଦକ । ପ୍ରବୀଣ କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ୬୫କେଜି କ୍ୟାଟେଗୋରୀରେ ଜାପାନ କୁସ୍ତି ଯୋଦ୍ଧା ଡ଼ାଇଚି ତାକାତାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି । ପୂର୍ବରୁ ସେ…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

କେରଳ ବନ୍ୟା ବିତ୍ପାତ: ମାଗଣାରେ ରିଲିଫ ସାମଗ୍ରୀ ପରିବହନ କରିବ ରେଳବାଇ

ଭୁବନେଶ୍ୱର : କେରଳରେ ବନ୍ୟା ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ମୌସୁମୀ ବର୍ଷା କମିବାର ନା ଧରୁନି । ରାଜ୍ୟରେ ୧୧ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୫୦କୁ ବୃଦ୍ଧି ହେଲାଣି । ଏହି ପରିପ୍ରେକ୍ଷିରେ ଭାରତୀୟ ରେଳ ବିଭାଗ କେରଳ ପୀଡିତଙ୍କ…

ଦେଶର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିର୍ସଜନ ସମ୍ପନ୍ନ ହେବ

ନୂଆଦିଲ୍ଲୀ : ଦିବଂଗତ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିର୍ସଜନର ଆରମ୍ଭ ପ୍ରଥମେ ହରିଦ୍ୱାର ଠାରେ କରାଯିବ । ସୂଚନା ଅନୁଯାୟୀ ବାଜପେୟୀଙ୍କ ଅସ୍ଥି କଳସକୁ ଦେଶର ପାଖାପାଖି ୧୦୦ଟି ନଦୀରେ ବିର୍ସଜିତ କରାଯିବ । ଏହି ଅବସରରେ କେନ୍ଦ୍ର…