Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିର୍ସଜନ ସମ୍ପନ୍ନ ହେବ

ନୂଆଦିଲ୍ଲୀ : ଦିବଂଗତ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିର୍ସଜନର ଆରମ୍ଭ ପ୍ରଥମେ ହରିଦ୍ୱାର ଠାରେ କରାଯିବ । ସୂଚନା ଅନୁଯାୟୀ ବାଜପେୟୀଙ୍କ ଅସ୍ଥି କଳସକୁ ଦେଶର ପାଖାପାଖି ୧୦୦ଟି ନଦୀରେ ବିର୍ସଜିତ କରାଯିବ । ଏହି ଅବସରରେ କେନ୍ଦ୍ର…

ଆରମ୍ଭ ହେଲା ‘ଏସୀୟ କ୍ରୀଡ଼ା’: ଓଡ଼ିଶାରୁ ୧୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଶନିବାରଠାରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଆରମ୍ଭ ହୋଇଛି ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସିଆନ ଗେମ୍ସର ଉଦଘାଟନୀ ରଙ୍ଗାରଙ୍ଗ ଉତ୍ସବରେ ପ୍ରାୟ ୪ହଜାର ନୃତ୍ୟଶିଳ୍ପୀଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଏସୀୟ କ୍ରୀଡ଼ା ଅଗଷ୍ଟ ୧୮ରୁ ଆରମ୍ଭ…

କେରଳରେ ବନ୍ୟା ବିତ୍ପାତ: ଆର୍ଥିକ ସହାୟତାର ହାତ ବଢାଇଲେ ବିଭିନ୍ନ ରାଜ୍ୟ

ନୂଆଦିଲ୍ଲୀ : କେରଳରେ ବନ୍ୟା ବିଭୀଷିକା ଯୋଗୁଁ ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ମୌସୁମୀ ବର୍ଷା ଯୋଗୁଁ ସ୍ଥିତି ଆହୁରି ଗମ୍ଭୀର ହୋଇପଡିଲାଣି । ରାଜ୍ୟରେ ୧୩ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୨୪ରୁ ଉର୍ଦ୍ଧ ହୋଇସାରିଲାଣି ।…

କେରଳ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ: ୫୦୦କୋଟିର ସହାୟତା ଘୋଷଣା

ଭୁବନେଶ୍ୱର : କେରଳରେ ବନ୍ୟା ପରିସ୍ଥିତି ଯୋଗୁଁ ଦିନକୁ ଦିନ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶ ମାର୍ଗରୁ କେରଳର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହିତ ୫୦୦ କୋଟିର ଆର୍ଥିକ ସହାୟତା ରାଶି ମଧ୍ୟ ଘୋଷଣା…

ପାକିସ୍ଥାନର ୨୨ତମ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ ଖାନ୍

ଇସଲାମବାଦ : ପାକିସ୍ତାନର ୨୨ତମ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତେହେରିକ୍-ଏ ଇନସାଫ ଦଳର ନେତା ତଥା କ୍ରିକେଟରରୁ ରାଜନେତା ପାଲଟିଥିବା ୬୬ ବର୍ଷିୟ ଇମ୍ରାନ ଖାନ୍ । ଇସଲାମବାଦର ପ୍ରେସିଡେଣ୍ଟ ହାଉସରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ପାକିସ୍ତାନ ରାଷ୍ଟ୍ରପତି…

ବାଜପେୟୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ନୂଆଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ବହୁ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ତଥା ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ନେତୃବୁନ୍ଦ ତଥା ହଜାର ହଜାର ସାଧାରଣ…

କେରଳରେ ବନ୍ୟା ସ୍ଥିତି: ମୃତ୍ୟୁ ସଂଖ୍ୟା ୧୬୮କୁ ବୃଦ୍ଧି

ଭୁବନେଶ୍ୱର : କେରଳରେ ବନ୍ୟା ପରିସ୍ଥିତି ଯୋଗୁଁ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ କେରଳରେ ହୋଇଥିବା ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସିନଥିବା ବେଳେ ସେପଟେ ମୌସୁମୀ ବର୍ଷା ଦାଉ ସାଜୁଛି । ସୂଚନା ଅନୁଯାୟୀ କେରଳରେ ଏଯାଏଁ ପାଖାପାଖି ୧୬୮ ଜଣଙ୍କ ମୃତ୍ୟୁ…

ପଞ୍ଚତତ୍ତ୍ୱରେ ବିଲିନ ହେବ ଅଟଳଙ୍କ ପାର୍ଥିବ ଶରୀର: ୪ଟା ବେଳେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ : ସ୍ୱଭାବଗତ ଭାବେ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ କବି । ତାଙ୍କର ଭାବନାରେ, ଭାଷାରେ ଓ ଶାସନରେ ରହିଥିଲା ଭାରତୀୟ ଜୀବନ ଦର୍ଶନ ଏଥିସହିତ ତାଙ୍କର ଓଜସ୍ୱିନୀ ଭାଷଣ ଓ ବକ୍ତୃତା ଶ୍ରୋତାଙ୍କ ମନକୁ ଆନ୍ଦୋଳିତ କରୁଥିଲା, ହୃଦୟକୁ ମଧ୍ୟ ଦୋହଲାଇ ଦେଉଥିଲା । ସେ ଅମର ତାଙ୍କର ପାର୍ଥିବ…

ବାଜପେୟୀଙ୍କ ବିୟୋଗରେ ଓଡିଶା ସରକାରଙ୍କ ଛୁଟି ଘୋଷଣା ଓ ସାତଦିନ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ତା. ୧୭.୦୮.୨୦୧୮ ରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି । ଏହାସହିତ ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହି ୭ଦିନ ଧରି…

ପ୍ରଖ୍ୟାତ ରାଜନୀତିଜ୍ଞ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶେଷ ନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ : ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦିଲ୍ଲୀ ସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ଗତ ଜୁନ୍ ୧୧ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି…