Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିରାଟ କୋହଲୀ ପାଇବେ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଏବର୍ଷ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି । ଗତ ୨ଟି ସିଜିନର ପୁରସ୍କାର ହାସଲ କରିବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗତ କିଛି ଦିନ ଧରି ଉଭୟ ବ୍ୟାଟିଂ ଓ…

କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାଙ୍କ ଏକ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାର କଠୋର ଜବାବ ଦିଆଯାଇଛି । ଏବେ କାଶ୍ମୀର ଘାଟିରେ ଅସ୍ତ୍ରବିରତି…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…

ମାଡ଼ାମ ତୁସାଦ ମ୍ୟୁଜିୟମରେ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବୃତ ହେଲା

ନୂଆଦିଲ୍ଲୀ : ଦିଲ୍ଲୀର ମାଡ଼ାମ ତୁସାଦ ମ୍ୟୁଜିୟମରେ ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବରଣ ହୋଇଯାଇଛି । ନିଜ ସହ ପ୍ରତିକୃତିର ବେଶ୍ ସାମଞ୍ଜସ୍ୟ ଉପଲବ୍ଧୀ କରି ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ମାଡ଼ାମ ତୁସାଦ ମ୍ୟୁଜିୟମକୁ ଧନ୍ୟବାଦ ଦେଇଛନ୍ତି । ଏହି…

ମହିଳା ଏସିଆ କପ ଟି-୨୦: ଭାରତକୁ ପରାସ୍ତ କରି ରେକର୍ଡ କଲା ବାଂଲାଦେଶ

କୁଆଲାଲାମ୍ପୁର: ମାଲେସିଆରେ ଚାଲିଥିବା ମହିଳା ‘ଏସିଆ କପ ଟି-୨୦’ର ଏକ ଏକ ମ୍ୟାଚରେ ବାଂଲାଦେଶ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ‘ଏସିଆ କପ ଟି-୨୦’ ଇତିହାସରେ ଭାରତର ଏହା କୌଣସି ଦଳଠାରୁ ପରାସ୍ତ ହେବା ପ୍ରଥମ । ତେବେ ରୁମାନା ଅହମ୍ମଦଙ୍କ ଅଲରାଉଣ୍ଡିଂ ସାଫଲ୍ୟ ଯୋଗୁଁ ବାଂଲାଦେଶ…

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ: କଂଗ୍ରେସର ୨୨ ଓ ଜେଡ଼ିଏସ ର ୧୨ ଜଣ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ଆଜି ତାଙ୍କର ମନ୍ତ୍ରୀମଣ୍ଡଳକୁ ପ୍ରଥମଥର ଲାଗି ସମ୍ପ୍ରସାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର ପ୍ରାୟ ୧୫ ଦିନ ପରେ କଂଗ୍ରେସର ୨୨ ଜଣ ଏବଂ ତାଙ୍କୁ ମିଶାଇ ଜେଡ଼ିଏସର ୧୨ ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ…