Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘୋଷିତ ହେଲା କଂଗ୍ରେସ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ତାଲିକା

ନୂଆଦିଲ୍ଲୀ / ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶାରେ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାକୁ ପଦକ୍ଷେପ ନେଇଛନ୍ତି । ଏଆଇସିସି ପକ୍ଷରୁ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଘୋଷିତ ହୋଇଛି ଓଡ଼ିଶାର ୩୩ଟି…

ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି

ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ…

ପ୍ରଥମଥର ଲାଗି ଫେଞ୍ଚ ଓପନ ଜିତିଲେ ନଂ ୧ ଖେଳାଳି ସିମୋନା ହାଲେପ

ପ୍ୟାରିସ / ନୂଆଦିଲ୍ଲୀ : ବିଶ୍ୱର ନଂ ୧ ଟେନିସ ଖେଳାଳି ତଥା ରୋମାନିଆ ଟେନିସ ସେନସେସନ୍ ସିମୋନା ହାଲେପ ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟହାସଲ କରିଛନ୍ତି । ଫାଇନାଲରେ ସେ ସ୍ଲୋଆନି ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ଗେମରେ ପରାସ୍ତ କରି ତାଙ୍କର ପ୍ରଥମ ଗ୍ରାଣ୍ଟସ୍ଲାମ ଟାଇଟଲ ହାସଲ…

ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା କମ୍

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି । ଗତ ମେ ୩୦ ତାରିଖରେ ପ୍ରଥମଥର ପାଇଁ ତୈଳଦର ଦେଶରେ ହ୍ରାସ ଘଟି କ୍ରମାଗତ ଆଜି ୧୧…

ଓଡ଼ିଶା ଆସିବେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : ରାଜ୍ୟରେ ଥିବା କଂଗ୍ରେସ କର୍ମୀ ତଥା ନେତାମାନଙ୍କର ମନୋବଳ ବୃଦ୍ଧି କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡ଼ିଶାକୁ ଆସିବେ । ଆଜି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥ ରାହୁଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ରାହୁଳଙ୍କ ଓଡ଼ିଶା…

ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱରରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ନିଲାମ…

ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ମୌସୁମୀ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ରାଜ୍ୟର ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ପୁରୀ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଗଜପତି ଓ ମାଲକାନଗିରି ଜିଲ୍ଲାମାନଙ୍କରେ ପ୍ରବଳ ବୃଷ୍ଟିପାତ ହୋଇଥିବାର ସୂଚନା ମିଳିଛି । ଭାରତୀୟ…

ମାଓବାଦୀଙ୍କୁ ମିଳିତ କମ୍ବିଂ ଦ୍ୱାରା ମୁକାବିଲା କରାଯିବ : କେ ବିଜୟ କୁମାର

ଭୁବନେଶ୍ୱର ଏବେ ଯେକୌଣସି ରାଜ୍ୟରେ ମାଓବାଦୀଙ୍କୁ କୌଣସି ରାଜ୍ୟ ଏକୁଟିଆ ନୁହେଁ ବରଂ ମିଳିତ ଭାବେ ମୁକାବିଲା କରିବେ ବିଭିନ୍ନ ରାଜ୍ୟ ବୋଲି କହିଛନ୍ତି କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର । ପଡ଼ୋସୀ ରାଜ୍ୟର ପୋଲିସ ବାହିନୀ ମଧ୍ୟ କମ୍ବିଂ ଅପରେସନରେ ମୁକାବିଲା…

ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଲାଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀକ ଏସୀୟ ଆଥଲେଟିକ ମିଟ ସଫଳତାର ସହିତ ଆୟୋଜନ କରିବା ସହିତ ଆଗକୁ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ଆୟୋଜନର ଗୁରୁ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । କିନ୍ତୁ ଏବେ…

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ…