Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍କୁଲ ଆଡମିସନ ଲାଗି ଆଧାର କାର୍ଡ ମାଗିବା କୋର୍ଟ ପ୍ରତି ଅବମାନନା: ୟୁଆଇଡିଏଆଇ

ନୂଆଦିଲ୍ଲୀ : ଏବେ ନର୍ସରୀ ସହିତ ଉଚ୍ଚ ଶ୍ରେଣୀରେ ଆଡମିସନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଚିହ୍ନଟ ଲାଗି ସ୍କୁଲ ଗୁଡିକ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଦ୍ୱାରା ଅଦାଲତର ଅବମାନନା…

ଆଜି ମଧ୍ୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଗ୍ରାହକ ଅସୁବିଧାର ସମ୍ମୁଖୀନ

ଭୁବନେଶ୍ୱର: ବଡ଼ଦିନ ଖ୍ରୀଷ୍ଟମାସ ପରି ଜାତୀୟ ଛୁଟି ଦିବସ ପରଦିନ ଅର୍ଥାତ ଆଜି ବୁଧବାର ଦିନ ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ସମସ୍ତ ସରକାରୀ ତଥା ଘରୋଇ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି । ବ୍ୟାଙ୍କ ଅଫ ବରୋଦା ସହିତ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶର ପ୍ରାୟ ୧୦…

ମେଲବୋର୍ଣ୍ଣ ୩ୟ ଟେଷ୍ଟ: ମଜବୁତ୍ ବ୍ୟାଟିଂରୁ ଭାରତୀୟ ଇନିଂସ ଆରମ୍ଭ, ୧୭୦/୨

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାରେ ଆଜି ଆରମ୍ଭ ହୋଇଛି ବକ୍ସିଂ ଡ଼େ ଟେଷ୍ଟ ତଥା ଚୂଡ଼ାନ୍ତ ୩ୟ ଟେଷ୍ଟ । ଆଡ଼ିଲେଡ଼ରେ ଅନୁଷ୍ଠିତ ୧ମ ଟେଷ୍ଟରେ ଭାରତ ଜିତିବା ପରେ ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବିଜୟ ହାସଲ କରିବା ଫଳରେ ଏହି ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର…

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀମାନଙ୍କର ଆଗୁଆ ଖ୍ରୀଷ୍ଟମାସ ପାଳନ

ଭୁବନେଶ୍ୱର : ଦେଶର ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ବଡଦିନର ଅବ୍ୟବହିତ ପୂର୍ବରୁ ଚାଷୀମାନେ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଲାଗୁଛି କୃଷିଋଣ ଛାଡ ପରି ଘୋଷଣାକୁ ଉପହାର ପରି ସାନ୍ତକ୍ଲସ୍ ଚାଷୀମାନଙ୍କୁ ପ୍ରଦାନ କରିଛି । ଏହିସବୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କୃଷକ ମାନଙ୍କ ଲାଗି…

ଦେଶର ଦୀର୍ଘତମ ରେଳ-ସଡକ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ‘ବୋଗିବିଲ୍’ ପୋଲର ଉଦଘାଟନ କରିଛନ୍ତି । ଦେଶର ଦୀର୍ଘତମ ରେଳ-ବ୍ରିଜର ଲମ୍ବା ପାଖାପାଖି ୪.୯ କିମି. ରହିଛି । ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଗମନାଗମନ ପାଇଁ ଏହି ପୋଲ ସହାୟକ ହେବ।…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଜନ୍ମଦିନ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ ଓ ମୋଦି

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ ।…

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି…

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ…

ଆଜି ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ…

ବାଜପେୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କଲେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି “ ଅଟଳ ଜୀ ଏବେ ଆମ ଗହଣରେ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ଇଏସଆଇ ହସ୍ପିଟାଲ ଲୋକାର୍ପଣ ସହ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକ୍ରମରେ ମୋଦିଙ୍କ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ସହିତ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ମିଳିଥିବା…