Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟସଭା ମୁଲତବୀ; ‘ତ୍ରିପଲ ତଲାକ ବିଲ’କୁ ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧିଙ୍କ ଦାବି

ନୂଆଦିଲ୍ଲୀ : ସଂସଦର ରାଜ୍ୟସଭା ଗୃହରେ ସୋମବାର ଦିନ ‘ତ୍ରିପଲ ତଲାକ’ ବିଲ୍ ଉପସ୍ଥାପନା କରାଯାଇଥିଲେ ମଧ୍ୟ ଏଥିଲାଗି ଗୃହରେ ଆଲୋଚନା ହୋଇପାରି ନାହିଁ । ବିରୋଧି ଦଳ ଏହି ବିଲକୁ ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବା ନେଇ ଅଡି ବସିବାରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହ ଆସନ୍ତା…

ଦମଦାର୍ ପ୍ରଦର୍ଶନ ସହ ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ: ଭାରତୀୟ ଟେଷ୍ଟ ଟିମ୍ କ୍ରିକେଟ ଇତିହାସରେ ୧ମଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତି ପାରିବାର ଆଶା ଦୃଢିଭୂତ ହୋଇଛି । ପୂର୍ବରୁ ଭାରତ ନିଜ ମାଟିରେ ସିରିଜ୍ ଜିତିଥିଲେ ମଧ୍ୟ କେବେବି ଅଷ୍ଟ୍ରେଲିଆ ଦଳକୁ ଅଷ୍ଟ୍ରେଲିଆରେ ପରାସ୍ତ କରିପାରିନାହିଁ । ଏଥର କିନ୍ତୁ ସମସ୍ତ…

ଫିଲିପାଇନ୍ସର ରହସ୍ୟମୟ ଚକୋଲେଟ୍ ପାହାଡ଼ ! ଏହା ପଛରେ ରହିଛି ଏକ ନିଆରା ପ୍ରେମ କାହାଣୀ !

ଭୁବନେଶ୍ୱର: ପ୍ରକୃତିର ବିସ୍ମୟକର ଦୃଶ୍ୟ ବେଳେ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଦେବା ସହିତ ଏହାର ରହସ୍ୟମୟ କିମ୍ବଦନ୍ତୀ ତଥା ଅଦ୍ଭୁତ କାର୍ଯ୍ୟକଳାପରେ ମନୁଷ୍ୟ ହତଚକିତ ହୋଇ ପଡ଼ିଥାଏ । ଏସୀୟ ରାଷ୍ଟ୍ର ଫିଲିପାଇନ୍ସର ଏହି ପାର୍ବତ୍ୟାଞ୍ଚଟି ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପ୍ରକୃତିରେ…

ଜାମ୍ମୁ-କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଲୁଚି ରହିଥିବା ନେଇ…

ଶିଶୁ ଯୌନ ଅପରାଧ ବିରୋଧରେ ମୃତ୍ୟୁ ଦଣ୍ଡାଦେଶର ମୋହର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦିନକୁ ଦିନ ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଆଜି କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କୁ ପୁରସ୍କାର ସ୍ୱରୂପ ମୃତ୍ୟୁ ଦଣ୍ଡାଦେଶ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ସଂସଦରେ ଏକ ଅଧ୍ୟାଦେଶ ଆଣିଥିଲେ । କେନ୍ଦ୍ର…

ମେଘାଳୟ ଖଣି ଧସିବା ଘଟଣା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ମେଘାଳୟ ରାଜ୍ୟର ପୂର୍ବ ଜୈନ୍ତିଆ ପାହାଡ ଧସିବା ଘଟଣାରେ ଓଡିଶା ଅଗ୍ନିଶମ ବିଭାଗ ଭୁବନେଶ୍ୱରୁ ମେଘାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ମେଘାଳୟର ଏହି ଖଣିରେ ୧୫ ଜଣ ଶ୍ରମିକ ଫସି ରହିଥିବାବେଳେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଓଡିଶାରୁ ଏନଡିଆରଏଫ, ଉଚ୍ଚ କ୍ଷମତା…

ଓଡ଼ିଶାର ୨ଟି ଜିଲ୍ଲା ଦେଶର ସବୁଠୁ ଉନ୍ନତି କରିଥିବା ୫ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର : ଭାରତରେ ଦ୍ୱିତୀୟ ‘ଡ଼େଲଟା ର‌୍ୟାଙ୍କିଂ ଫର୍ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ’ ନୀତି ଆୟାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ୨ଟି ଜିଲ୍ଲା ସର୍ବୋକୃଷ୍ଟ ଉନ୍ନତି କରିଥିବା ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗର ସିଇଓ…

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି । “ରାଜ୍ୟ ସରକାର, ଏକ ସ୍ମାରକ ଦ୍ୱାରା ଓଡ଼ିଶାର ୭୦ଟି ବ୍ଲକରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ…

ଦେଶର ଦ୍ରୁତତମ ରେଳ ଭାବେ ଘୋଷିତ ହେଲା ‘ଟ୍ରେନ-୧୮’

ନୂଆଦିଲ୍ଲୀ : ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ‘ଟ୍ରେନ-୧୮’କୁ ଦେଶର ଦ୍ରୁତତମ ଟ୍ରେନ ଭାବେ ମଂଜୁରୀ ମିଳିଛି। ଏହି ଟ୍ରେନ ତାର ପ୍ରଥମ ଟ୍ରାଏଲ ରନ ସମୟୟରେ ଟ୍ରେନଟି ଘଣ୍ଟା ପ୍ରତି ୧୮୧ କିମି. ବେଗରେ ଗତି କରିଥିବା ନେଇ ରେକର୍ଡ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ…

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ…