Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକକ ନିର୍ବାଚନ ପ୍ରସଙ୍ଗ: ବିଜେଡ଼ି ଜୁଲାଇ ୧୦ ଲ’କମିଶନ ବୈଠକରେ ଉପସ୍ଥାପନ କରିବ ଦଳର ମତ

ଭୁବନେଶ୍ୱର : ଭାରତରେ ଏକକ ନିର୍ବାଚନକୁ ନେଇ ଜୁଲାଇ ୧୦ରେ ଭାରତୀୟ ଲ’ କମିଶନ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡ଼କାଇଛନ୍ତି । ଏହି ବୈଠକରେ ଗୋଟିଏ ଥରରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କରିବା ନେଇ ସମସ୍ତ ଦଳର ମତ ଲୋଡ଼ିଛନ୍ତି କମିଶନ । ତେବେ ବୈଠକ ପୂର୍ବରୁ…

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ସୁଟିଂ ଚାଲିଛି, ଦୁହିଁଙ୍କ ଗୁପଚୁପ ପ୍ରେମ କାହାଣୀ ଗୁମର…

ମୁମ୍ବାଇ : ବଲିଉଡ଼ର ଭେରୀ ଭେରୀ କୁଲ୍ ଓ ଟାଲେଣ୍ଟେଡ୍ ଆକ୍ଟର ହେଲେ ରଣବୀର କପୁର । ତାଙ୍କର ଏହି କୁଲ୍ କୁଲ୍ ମିଜାଜ୍ ଲାଗି ସେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ଅନ୍ଦାଜ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡ଼ ଡ଼େବ୍ୟୁ କରିଥିବା ରଣବୀର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଜଣେ…

ପତ୍ନୀଙ୍କ ସହିତ ଧୁମଧାମରେ ଧୋନୀ ପାଳିଲେ ଜନ୍ମଦିନ

ଲଣ୍ଡନ : ଧମାକାଦାର ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ସେନସେସନ୍ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ୩୬ ତମ ଜନ୍ମଦିବସ ଲଣ୍ଡନରେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହିତ ଧୋନୀ କେକ୍ କାଟି ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ । ଏହି ଛୋଟ ପାର୍ଟିରେ ବିଶେଷ କେହି ଯୋଗ…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ ସେମିଫାଇନାଲରେ, ସ୍ୱିଡ଼େନ ୨-୦ରେ ପରାସ୍ତ

ମସ୍କୋ : ଏକ ଚିତାକର୍ଷକ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ଅନ୍ୟ ଏକ ୟୁରୋପୀୟ ରାଷ୍ଟ୍ର ସ୍ୱିଡ଼େନକୁ ପରାସ୍ତ କରି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଶନିବାର ଏକ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁଇ ୟୁରୋପୀୟ ଦଳ ଇଂଲଣ୍ଡ-ସ୍ୱିଡ଼େନ ମଧ୍ୟରେ ବିଶ୍ୱକପ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱର ନୂଆ ରେଳଷ୍ଟେସନ, ଖୋର୍ଦ୍ଧାରୋଡ୍ ମେମୁ ଟ୍ରେନ୍…

ଭୁବନେଶ୍ୱର : ଓଡ଼ିଶାରେ ରେଳ ନେଟ୍ୱାର୍କର ବିସ୍ତାର ଏବଂ ରେଳପଥ ବିକାଶ ଉପରେ ବର୍ତ୍ତମାନର କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ବିଦ୍ୟୁତ ଚାଳିତ ଟ୍ରେନ୍ (ମେମୁ) ଚଳାଚଳ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଏଥିଲାଗି କେନ୍ଦ୍ରର ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ…

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି । ମ୍ୟାଚର ୧୩…

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି…

ଅପରାଜିତା ଷଡ଼ଙ୍ଗୀ (ଆଇଏଏସ) ଓଡ଼ିଶା ଫେରୁଛନ୍ତି !

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ଫେରିବେ । କେନ୍ଦ୍ରୀୟ ଡ଼େପୁଟେସନରେ ଏବେ କାର୍ଯ୍ୟରତ ଅଛନ୍ତି ବରିଷ୍ଠ ଆଇଏଏସ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା କାର୍ଯ୍ୟରେ ଯୋଗଦାନ ଦେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।…

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ: ରଥଯାତ୍ରା ସମୟରେ ଜୟ-ବିଜୟ ଦ୍ୱାର ମରାମତି ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ପୁରୀ/ଭୁବନେଶ୍ୱର : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ରଥଯାତ୍ରା ସମୟରେ ହେଲେ ମଧ୍ୟ ଜୟ-ବିଜୟ ଦ୍ୱାର ଅସମ୍ପୂର୍ଣ୍ଣ କାର୍ଯ୍ୟ ମରାମତି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଏଏସଆଇ ସତ୍ୟପାଠ ଦାଖଲ କରିଥିଲା ବେଳେ…

ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସେଲଫି ନେଲେ, ଏସୀୟ କ୍ରୀଡ଼ା ଲାଗି ଆଶୀର୍ବାଦ କାମନା କଲେ

ଭୁବନେଶ୍ୱର : ଭାରତର ଦୃତତମ ମହିଳା ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଜାତୀୟ ଚମ୍ପିୟାନସିପରେ ସର୍ବକାଳୀନ ରେକର୍ଡ଼ କରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି ।…