Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୧୮-୧୯ ଖରିଫ ଋତୁ ପାଇ ଖରିଫ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି)ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ଭୁବନେଶ୍ୱର : କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ବୃହତ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ୨୦୧୮-୧୯ ଖରିଫ ଋତୁ ପାଇଁ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ/ସମର୍ଥନ ମୂଲ୍ୟ (ଏମଏସପି)…

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ-ନାମ ପ୍ଲାଟଫର୍ମରେ ଯୋଡ଼ିବାକୁ…

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହି ଯୋଡ଼ି ହୋଇଥିବା ବେଳେ ଓଡ଼ିଶା ଷ୍ଟେଟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ଼ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ଼ ମାର୍କେଟ କମ୍ପେ୍ଲକ୍ସକୁ ଯୋଡ଼ିବାକୁ ଅନୁରୋଧ…

ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଆସନ୍ତାକାଲି ବିହାର ଯିବ କମିଟି

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ଆସନ୍ତାକାଲି ବିହାର ଗସ୍ତ କରିବ । ଏହି ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ମନ୍ତ୍ରୀ ନୃସିଂହ ଚରଣ ସାହୁ ମଧ୍ୟ ବିହାର ଗସ୍ତରେ ଯିବେ । ଏହି କମିଟିର…

ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର୍ !

ମୁମ୍ବାଇ : ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସର୍ ରୋଗରେ ପୀଡ଼ିତ । ସୋନାଲୀ କ୍ୟାନସରରେ ପୀଡ଼ିତ ହୋଇଥିବା କଥା ନିଜେ ଆଜି ସୋସିଆଲ ମିଡ଼ିଆରେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏହି ଦୁଃଖଦ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନବେ ଦଶକର ସଫଳ…

ଭୂସ୍ଫଳନ ଯୋଗୁଁ ୨ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀର : ଜମ୍ମୁ ଓ କାଶ୍ମୀରର ବରିମାର୍ଗ ଠାରେ ଭୂସ୍ଫଳନ ଯୋଗୁଁ ଅମରନାଥ ଯାତ୍ରା କରୁଥିବା ୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଅମରନାଥର ବାଲତାଲ ଯିବା ପଥରେ ରେଲପତ୍ରି ଓ ବରିମାର୍ଗ ରାସ୍ତାରେ ଭୂସ୍ଫଳନ…

ମର୍ମନ୍ତୁଦ ବସ ଦୁର୍ଘଟଣାରେ ୪୭ ଯାତ୍ରୀ ମୃତ: ଉତ୍ତରାଖଣ୍ଡରେ ଖାତକୁ ଖସି ପଡ଼ିଲା ବସ୍

ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପୌରି ଗରୱାଲ ଜିଲ୍ଲା ଅନ୍ତର୍ଗତ ଧୁମାକୋଟ ସହର ନିକଟରେ ଏକ ବସ ଖାତ ମଧ୍ୟକୁ ଖସି ପଡ଼ିବା ଫଳରେ ଏଥିରେ ଥିବା ୪୭ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ସୂତ୍ରରୁ ପ୍ରକାଶ, ବସଟି ଭୋହାନ ସହରରୁ ରାମନଗର ସହରକୁ ଯାତ୍ରା କରୁଥିଲା ବେଳେ ପୌରି ଗରୱାଲ ଜିଲ୍ଲାର…

କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁଲାଇ ୧ ତାରିଖକୁ ‘ଜିଏସଟି ଦିବସ’ଭାବେ ପାଳନ

ନୂଆଦିଲ୍ଲୀ : ଜୁଲାଇ ୧କୁ ଭାରତ ସରକାର ବସ୍ତୁ ଏବଂ ସେବା କର (ଜିଏସଟି)ର ପ୍ରଥମ ବର୍ଷପୂର୍ତ୍ତି ନୂଆଦିଲ୍ଲୀଠାରେ ପାଳନ କରିବାକୁ ଯାଉଛନ୍ତି । ୨୦୧୭ ଜୁନ ୩୦ ତାରିଖ ମଧ୍ୟ ରାତ୍ରରେ ସଂସଦର କେନ୍ଦ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ଜୁଲାଇ, ୨୦୧୭ ଦିନର ଆରମ୍ଭରୁ ଜିଏସଟିର ପ୍ରଚଳନ…

ଭାରତ ୧୪୩ ରନରେ ଆୟାର୍ଲାଣ୍ଡକୁ ପରାସ୍ତ କଲା

ଡ଼ବଲିନ : ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୧୩ ରନର ଏକ ବିଶାଳ ସ୍କୋର କରିଥିଲା । ୨୧୪ ରନର ପିଛା କରି ଆୟାର୍ଲାଣ୍ଡ ଅଲଆଉଟ ହୋଇ…

ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ: ଦୂତି ଚାନ୍ଦ କଲେ ନୂଆ କିର୍ତ୍ତିମାନ

ଭୁବନେଶ୍ୱର : ଭାରତର ଦ୍ରୁତତମ ମହିଳା ଧାବିକା ଦୂତି ଚାନ୍ଦ ଗୌହାଟୀରେ ଚାଲିଥିବା ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡ଼ ନିଜେ ଭଙ୍ଗ କରି ଚାମ୍ପିୟନ୍ସିପରେ ଏକ ନୂଆ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ପ୍ରତିଯୋଗିତାର ଚତୁର୍ଥ ଦିବସରେ…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…