Latest Odisha News

BREAKING NEWS

Browsing Category

ତାମିଲନାଡୁ

Tamilnadu

ଟ୍ରକ୍ ଅଟକାଇ ଲୁଟିନେଲେ ଦେଢ କୋଟି ମୂଲ୍ୟର ସିଗାରେଟ୍ !

ତାମିଲନାଡୁ: ରାଜରାସ୍ତାରେ ଖୁଲମଖୋଲା ବୁଲୁଛନ୍ତି ଲୁଟେରା । ଇଛା ହେଲା ତ ପ୍ରଥମେ ରେକି ଓ ପରେ ଦିନ ଦ୍ୱିପହରେ ଲୁଟ୍ । ବେଶ କିଛି ଦିନ ଧରି ତାମିଲନାଡୁରେ ଲଗାତାର ସାମ୍ନାକୁ ଆସୁଛି ମିଳୁଛି ଲୁଟତରାଜ ମାମଲା । ହେଲେ ଏଥର ଦେଢ କୋଟି ମୂଲ୍ୟର ସିଗାରେଟ୍ ଲୁଟ୍ ମାମଲା ସମସ୍ତଙ୍କୁ ଚକିତ କରିଛି…

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।…

କାହିଁକି ଇଂଜିନିଅର ସ୍ୱାମୀକୁ ହତ୍ୟା କଲା ଶିକ୍ଷୟତ୍ରୀ ସ୍ତ୍ରୀ ?

ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ? ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…

ବଜାରକୁ ଆସିଲା ସୁନା, ରୂପାରେ ତିଆରି ମାସ୍କ

କୋଏମ୍ବଟୁର: କରୋନା କାଳରେ ସବୁଠାରୁ ଅଧିକ ଚାହିଦା ରହିଛି ମାସ୍କର । ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି । କେତେକ ବ୍ୟକ୍ତିବିଶେଷ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦେଖି କୋଏମ୍ବଟରରେ ଜଣେ ଗହଣା ଦୋକାନୀ ସୁନା ଓ ରୂପାର ମାସ୍କ ବିକ୍ରି କରିବା ଆରମ୍ଭ…

ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି ସୁନ୍ଦରୀ ହାତୀ ବବ୍ କଟ ସୋଙ୍ଗାମାଲମ

ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା…

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା…