Latest Odisha News

BREAKING NEWS

Browsing Category

ତାମିଲନାଡୁ

Tamilnadu

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…

ଟ୍ରକ୍ ଅଟକାଇ ଲୁଟିନେଲେ ଦେଢ କୋଟି ମୂଲ୍ୟର ସିଗାରେଟ୍ !

ତାମିଲନାଡୁ: ରାଜରାସ୍ତାରେ ଖୁଲମଖୋଲା ବୁଲୁଛନ୍ତି ଲୁଟେରା । ଇଛା ହେଲା ତ ପ୍ରଥମେ ରେକି ଓ ପରେ ଦିନ ଦ୍ୱିପହରେ ଲୁଟ୍ । ବେଶ କିଛି ଦିନ ଧରି ତାମିଲନାଡୁରେ ଲଗାତାର ସାମ୍ନାକୁ ଆସୁଛି ମିଳୁଛି ଲୁଟତରାଜ ମାମଲା । ହେଲେ ଏଥର ଦେଢ କୋଟି ମୂଲ୍ୟର ସିଗାରେଟ୍ ଲୁଟ୍ ମାମଲା ସମସ୍ତଙ୍କୁ ଚକିତ କରିଛି…

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।…

କାହିଁକି ଇଂଜିନିଅର ସ୍ୱାମୀକୁ ହତ୍ୟା କଲା ଶିକ୍ଷୟତ୍ରୀ ସ୍ତ୍ରୀ ?

ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ? ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…

ବଜାରକୁ ଆସିଲା ସୁନା, ରୂପାରେ ତିଆରି ମାସ୍କ

କୋଏମ୍ବଟୁର: କରୋନା କାଳରେ ସବୁଠାରୁ ଅଧିକ ଚାହିଦା ରହିଛି ମାସ୍କର । ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି । କେତେକ ବ୍ୟକ୍ତିବିଶେଷ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦେଖି କୋଏମ୍ବଟରରେ ଜଣେ ଗହଣା ଦୋକାନୀ ସୁନା ଓ ରୂପାର ମାସ୍କ ବିକ୍ରି କରିବା ଆରମ୍ଭ…

ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି ସୁନ୍ଦରୀ ହାତୀ ବବ୍ କଟ ସୋଙ୍ଗାମାଲମ

ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା…

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…