Latest Odisha News
Browsing Category

ଉତ୍ତରାଖଣ୍ଡ

Uttarakhand

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

ସିମଲା: ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଦେବଭୂମିରେ ତାଣ୍ଡବ ରଚୁଛି ବର୍ଷା ବିତ୍ପାତ । ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ । ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ…

ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ: ୫ ଶ୍ରଦ୍ଧାଳୁ ମୃତ

ଡେରାଡୁନ୍; ଉତ୍ତରାଖଣ୍ଡରେ ବଡ ଧରଣର ଦୁ୍ର୍ଘଟଣା । ରୁଦ୍ରପ୍ରୟାଗ ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂ-ସ୍ଖଳନ ହୋଇଛି । ଭୂ-ସ୍ଖଳନ କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରଦ୍ଧାଳୁମାନେ ଗୁଜୁରାଟର ବୋଲି ଜଣାପଡିଛି । କେଦାରନାଥ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…

କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ ଏହି ମନ୍ଦିର: ଜାଣନ୍ତୁ ଏହାର ରହସ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏମିତି ବହୁତ ସ୍ଥାନ ଅଛି ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘରେ ମଧ୍ୟରେ ଲୁଚି ଅଛି । ଯାହାର କିଛି ରହସ୍ୟ ଉଜାଗାର ହୋଇସାରିଛି ତ ଅନ୍ୟ ପଟେ ଅନ୍ୟ କିଛି ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି…

ରହସ୍ୟମୟ ବାବା ବର୍ଫାନୀ, ହ୍ରଦରେ ଦର୍ଶନ ଦେଇଥାନ୍ତି ଶେଷନାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାର୍ମିକ ମାନ୍ୟତା ଅନୁସାରେ ଅମରନାଥ ଯାତ୍ରାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ତୀର୍ଥ ଯାତ୍ରା ଭାବରେ ପରିଗଣିତ ହୋଇଥାଏ । ଅମରନାଥ ଧାମକୁ ଯାତ୍ରା କରିବା ପାଇଁ ମାର୍ଗ ଦେଇ ଯିବାକୁ ପଡ଼େ ସେଠାରେ ଶେଷନାଗ ନାମରେ ଏକ ହ୍ରଦ ଅବସ୍ଥିତ । ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ…

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…

ଦୀର୍ଘ ଦିନର ଅପେକ୍ଷାର ଅନ୍ତ : ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର

ଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ ।…

କିଏ ଧରିବେ ଉତ୍ତରାଖଣ୍ଡ କମାଣ ? ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେଭିୱେଟଙ୍କ ନାଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ଥର କ୍ଷମତା ବଜାୟ ରଖିଲା ବିଜେପି । ଦଳ ସରକାରକୁ ଫେରିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାରିଗଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜେପିକୁ ଉତ୍ତରାଖଣ୍ଡରେ ବିଜୟୀ କରାଇଲେ । କିନ୍ତୁ ନିଜ୍ ସିଟ୍ ରଖି ପାରିଲେ ନାହିଁ । ଖଟିମା…

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର…

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ…

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ଡେରାଡୁନ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ…