Latest Odisha News

BREAKING NEWS

Browsing Category

ଫିଚର

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌…

ରିଲିଜ ହେଲା କାର୍ତ୍ତିକ-କିଆରାଙ୍କ ଚଳଚ୍ଚିତ୍ର ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ 'ସତ୍ୟ ପ୍ରେମ କି କଥା'ର ଟ୍ରେଲର ରିଲିଜ ହୋଇଛି। ଭୁଲ ଭୁଲେୟା ପରେ 'ସତ୍ୟ ପ୍ରେମ କି କଥା' ଚଳଚ୍ଚିତ୍ର ସହ ଏହି ରୋମାଣ୍ଟିକ ଯୋଡିର ଅନସ୍କ୍ରିନ ରୋମାନ୍ସ ପୁଣିଥରେ ବଡ଼ ପରଦାରେ ନଜର ଆସିବ। 'ଶେହଜାଦା' ପରେ ବର୍ତ୍ତମାନ କାର୍ତ୍ତିକ…

ନୂଆପଡ଼ାରେ ଛତିଶଗଡ ବନ ବିଭାଗର ଚଢଉ; ବାଘ ଛାଲ ଜବତ, ୬ ଅଟକ

ନୂଆପଡା: ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତାର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି  ।   ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି…

ସେଫ୍ ବିକାଶ ଖାନ୍ନାଙ୍କ ଏଆଇ ଟେକ୍ନୋଲୋଜିରେ ମୋନାଲିସା ଓ ଭାରତୀୟ ଖାଦ୍ୟ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ସଞ୍ଚାଳିତ ଟେକ୍ନୋଲୋଜି ଓ ଇନୋଭେସନ୍ ବିଶ୍ୱରେ ଏକ ବୈପ୍ଳବିକ କ୍ରାନ୍ତି ଆଣି ମାନବ ଇତିହାସକୁ ପରିବର୍ତ୍ତନ କରିବା ପାଇଁ ଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତି ଏଆଇକୁ ବିଭିନ୍ନ ଦିଗରେ ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଛି।…

ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ହରମୋନ୍ ଔଷଧ ଖୁଆଉଥିଲା ମାଆ

ଓଡିଶା ସମ୍ବାଦ ବ୍ୟୁରୋ: ନିଜ ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ଦୀର୍ଘ ଦିନ ଧରି ହରମୋନ୍ ଔଷଧ ଖୁଆଉଥିଲା ମାଆ। ଯାହା ଝିଅର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ନାବାଳିକାର ବସୟ ମାତ୍ର ୧୬ ବର୍ଷ ଏବଂ ତାଙ୍କ ମାଆ ପ୍ରାୟ ଚାରି ବର୍ଷ ଧରି ଏହି ଔଷଧ ଦେଉଥିଲେ। ଏଭଳି ଏକ ଚକିତ ଜନକ ଘଟଣା…

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି, …

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ:ଖାଲି ଦେଶ ନୁହେଁ ବିଶ୍ୱକୁ ସ୍ତମ୍ଭୀଭୂତ କରି ଦେଇଛି ବାହାନଗା ଟ୍ରେନ ଦୁର୍ଘଟଣା । ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ୧୧୦୦ ଆହତ ହୋଇଛନ୍ତି । ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ଏପରି ବିପତ୍ତି ସମୟରେ ଛୁଟି ଆସିଛି ଅନେକ ସହାୟତାର ହାତ । ଏହି ଦୁର୍ଘଟଣା ସବୁଠାରୁ…

ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଯାଇଛି ବିଷ

କାବୁଲ: ଆଫଗାନିସ୍ତାନର ଉତରାଂଚଳରେ ୨ଟି ଅଲଗା ଅଲଗା ଘଟଣାରେ ପ୍ରାଇମେରୀ ସ୍କୁଲର ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆ ଯାଇଥିବା ଚାଂଚଲ୍ୟକର ଖବର ହସ୍ତଗତ ହୋଇଛି । ୨୦୨୧ରେ ତାଲିବାନ ସରକାର କ୍ଷମତା ହାତେଇବା ପରେ ପ୍ରଥମ ଥର ପାଇଁ ଏ ଭଳି ଘଟଣା ସମ୍ମୁଖକୁ ଆସିଛି । ସର ଏ ପୁଲ ଅଂଚଳରେ କାହିଁକି ବିଷ…

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ…

ପରଲୋକରେ ମହାଭାରତର ‘ଶକୁନି ମାମୁ’ ଗୁଫି ପେଣ୍ଟଲ

ମୁମ୍ବାଇ:ଶେଷ ଶଯ୍ୟାରେ ମହାଭାରତର ଶକୁନି । ବିଆର ଚୋପ୍ରାଙ୍କ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କର ଆଜି ୭୮ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇ ଯାଇଛି । ଗୁଫି ପେଣ୍ଟଲଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯୟୀ, ଆଜି ସକାଳେ ତାଙ୍କର ପରଲୋକ ହୋଇ…