Latest Odisha News

BREAKING NEWS

Browsing Category

ଫିଚର

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିରାଶ ହୋଇ ଫେରିଲେ କୁସ୍ତି ଯୋଦ୍ଧା; ଚାଲିଛି ପରବର୍ତ୍ତୀ ପ୍ଲାନ୍ ପ୍ରସ୍ତୁତ

ନୂଆଦିଲ୍ଲୀ: କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା। ହେଲେ ଫୁଶ ଶୂନ। ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀଙ୍କ ଠାରୁ ଯାହା ଆଶା କରିଥିଲେ ତାହା ମିଳିଲାନି। ବୈଠକ ଫଳପ୍ରଦ…

କେନ୍ଦ୍ର ସଚିବ ଭାବେ ମନୋନୀତ ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର:କେନ୍ଦ୍ର ସରକାରଙ୍କ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ୨୬ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଚିବ ପାହ୍ୟାକୁ ମନୋନୀତ କରାଯାଇଛି । ଏହି ୨୬ ଜଣଙ୍କ ମଧ୍ୟରେ ଅଛନ୍ତି ୧୯୮୮ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ  ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଦୀପ୍ତ ମହାପାତ୍ର ଏବେ ଜଙ୍ଗଲ…

ବିଶ୍ୱ ପରିବେଶ ଦିବସ: ସାବଧାନ ! ଲୁଣ ସାହାଯ୍ୟରେ ଆମ ଶରୀରରେ ପହଞ୍ଚୁଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବେଶ ବିଷୟରେ ସଚେତନ ହେବା ଆବଶ୍ୟକ। ପରିବେଶ ଦୂଷିତ ହେବାର ପ୍ରଥମ କାରଣ…

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ; ଓଲଟି ପଡିଲା ୫ ବଗି

ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ  ବରଗଡରେ ମାଲବାହୀ ଟ୍ରେନ  ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ   ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ…

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ…

ବିଜେପି କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ଼, ମୁଖପାତ୍ରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ନେଇ ଥାନାରେ ମାମଲା

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ ହୋଇଛି। ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୁତ୍ତଙ୍କ ଢେଲା ପଥର ମାଡରେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା କାଚ…

ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ଗଡ଼ିଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ଦୁଇଟି ଟ୍ରେନ୍ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ…

ଟ୍ରେନ ଦୁର୍ଘଟଣାର ଦୁଃଖଦ ଖବର: ବୁଦାମୂଳେ ଛିଟିକି ପଡିଥିଲେ, ୪୫ ଘଣ୍ଟା ପରେ ହେଲେ ଉଦ୍ଧାର

ବାଲେଶ୍ୱର:ବାହାନଗା ରେଳ ଦୁର୍ଘଟଣାର ୩ ଦିନ ବିତିଗଲାଣି । ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଧୀରେ ଧୀରେ ସ୍ୱାଭାବିକ ହେଉଛି ପରିସ୍ଥିତି । ତା ଭିତରୁ ସାମ୍ନାକୁ ଆସୁଛି ହୃଦୟ ଭିଜାଇ ଦେବା ପରି ଘଟଣା । କେତେ ପରିବାର ଉଜାଡି ଦେଲା ଏ ଲୌହଦାନବ ! ଏ ଦୁର୍ଘଟଣା କେତେ ବାପା-ମା’ଙ୍କ କୋଳ ଶୂନ୍ୟ…

୩୦ ବର୍ଷ ପରେ ମହିଳାଙ୍କୁ କିଡନୀ ରୋଗର ଆଶଙ୍କା ଅଧିକ, ଜାଣନ୍ତୁ କାରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୈନନ୍ଦିନ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଠିକ୍ ଜୀବନଶୈଳୀ ଆପଣେଇବା। ଯେଉଁମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ତାହାର ଏକମାତ୍ର କାରଣ ହେଉଛି ଖରାପ ଜୀବନଶୈଳୀ। ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି କିଡନୀ ସମ୍ବନ୍ଧୀୟ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଏହି ଦୁଇଟି ଟ୍ରେନ୍ ରଦ୍ଦ କଲା ରେଳବାଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା…