Latest Odisha News

BREAKING NEWS

Browsing Category

ଫିଚର

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଓହରିଲେ ଅଷ୍ଟ୍ରେଲିଆର ପେସ ବୋଲର ହାଜେଲଉଡ

ଦି ଓଭାଲ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସର ଜୋସ ହାଜେଲଉଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଦି ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡର ସୁପାରିସ୍

ଭୁବନେଶ୍ୱର: କେମିତି, କାହା ପାଇଁ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେଲା ? କାହା ଭୁଲ୍ ପାଇଁ ୨୭୫ ଜଣଙ୍କ ଜୀବନ ଗଲା ? ଏସବୁର ତଦନ୍ତ ପାଇଁ ରେଲୱେ ବୋର୍ଡ ସିବିଆଇ ତଦନ୍ତ ସୁପାରିସ୍ କରିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ କହିଛନ୍ତି,…

ଆଣ୍ଠେଇଲା ୩ ଦିନର ଶିଶୁ : ଭିଡିଓ ଭାଇରାଲ

ନ୍ୟୁୟର୍କ: ସାଧାରଣତଃ ଗୋଟେ ଶିଶୁ ୪ରୁ ୫ ମାସ ହେଲେ ଚାଲିବାକୁ ଚେଷ୍ଟା କରିଥାଏ । କିନ୍ତୁ ଏକ ଶିଶୁ କନ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ମାତ୍ର ୩ ଦିନରେ ଆଣ୍ଠେଇବାକୁ ଚେଷ୍ଟା କରୁଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ପେନସିଲଭାନିଆରେ ଦେଖିବାକୁ ମିଳିଛି । ମାତ୍ର ୩ ଦିନର…

କେନ୍ଦ୍ର ମନ୍ତ୍ରୀ ଓ ନେତାଙ୍କୁ ନେଇ ଯାଉଥିଲା ବିମାନ; ମଝି ଆକାଶରେ ଜରୁରୀ ଅବତରଣ ପାଇଁ ଘୋଷଣା କଲେ ପାଇଲଟ

ନୂଆଦିଲ୍ଲୀ:ମଝି ଆକାଶରେ ଉଡୁଥିଲା ବିମାନ  । ବିମାନରେ ଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୨ ବିଜେପି ନେତା । ହଠାତ ପାଇଲଟ ଘୋଷଣା କଲେ ବିମାନ ଜରୁରୀକାଳୀନ ଅବତରଣ କରିବ । କେହି କିଛି ବୁଝି ପାରିଲେନି । ଯାତ୍ରୀମାନେ ଭୟଭୀତ ହୋଇ ବସିଥାନ୍ତି । କାହିଁକି ବିମାନ ଜରୁରୀ ଅବତରଣ କରିବ ? କ’ଣ…

ଦି କେରଳ ଷ୍ଟୋରି ପରେ ୭୨ ହୁରେଂର ରିଲିଜ ହେଲା ଟିଜର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ, ଦି କେରଳ ଷ୍ଟୋରିର ସଫଳତା ପରେ ଏବେ ୭୨ ହୁରେଂ ନାମକ ଆଉ ଏକ ଫିଲ୍ମ ଆସୁଛି । ରବିବାର ଏହାର ଟିଜର ରିଲିଜ ହୋଇଛି । ଆତଙ୍କବାଦୀଙ୍କ ଉପରେ ଏହି ଫିଲ୍ମ ଆଧାରିତ । କିପରି ସ୍ୱର୍ଗ ଓ ୭୨ ହୁରେଂର ସ୍ୱପ୍ନ ଦେଖାଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରାଯାଉଛି ତାହା ଏହି…

ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିବେ ରେଲୱେ ସୁରକ୍ଷା କମିଶନର

ଭୁବନେଶ୍ୱର: ବାହାନଗା ବଜାର ଷ୍ଟେସନରେ କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଟ୍ରାକ୍ ବଦଳାଇ ମାଲବାହୀ ଉପରେ ଚଢ଼ି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କାହିଁକି ଓ କାହା ଭୁଲ୍ ପାଇଁ ଏତେ ବଡ଼଼ ଅଘଟଣ ଘଟିଲା…

ବିଶ୍ୱାସ ନ ହେଲେ ବି ସତ, ସ୍ୱୀଡେନରେ ହେବ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ

ଷ୍ଟକହୋମ: ସେକ୍ସ ଏ ଭଳି ଏକ ଶବ୍ଦ ଯାହାକୁ ସର୍ବ ସମ୍ମୁଖରେ ଆଲୋଚନା କରିବା ଅନେକଙ୍କୁ କୁଂଠାବୋଧ ହୋଇଥାଏ । ତେବେ ୟୁରୋପ ଅନ୍ୟ ଦେଶଠାରୁ ପାଦେ ଆଗେଇଯାଇଛି । ରିପୋର୍ଟ ମୁତାବକ ସ୍ୱୀଡେନ ପ୍ରଥମ ଦେଶ ଭାବେ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯାଉଛିି । କ୍ରିକେଟ, ଫୁଟବଲ, ହକି…

ଏହିସବୁ ଜିଲ୍ଲା ପାଇଁ ରହଛି ଘଡଘଡି ସହ ବର୍ଷା ସମ୍ଭାବନା; ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ରବିବାର ୧୫ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଏହି ୧୫ ଜିଲ୍ଲା ପାଇଁ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ…

କ’ଣ ସେହି ଆଣ୍ଟି-କୋଲିଜନ୍‌ ଡିଭାଇସ୍‌ ସିଷ୍ଟମ୍‌, ଯାହା ଟ୍ରେନକୁ ଦୁର୍ଘଟଣାରୁ ବଞ୍ଚାଇପାରେ

ଭୁବନେଶ୍ୱର: ବହାନଗା ରେଳ ଦୁର୍ଘଟଣ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । କାହିଁକି ଦୁର୍ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ କବଚ ବା ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ନ ଥିବାରୁ ଏପରି ଦୁର୍ଘଟଣଶ ଘଟିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ…

‘୩ ଟ୍ରେନ୍ ନୁହେଁ, କେବଳ କରମଣ୍ଡଳ ହୋଇଥିଲା ଦୁର୍ଘଟଣାଗ୍ରସ୍ତ’: ରେଲୱେ ବୋର୍ଡ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ବାହାନଗାରେ କିଭଳି ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା । ଟ୍ରେନ୍ ଦୁର୍ଘଟଣାକୁ ନେଇ ନାନା କଥା କୁହାଯାଉଥିବା ବେଳେ ନେଇ ରେଲୱେ ବୋର୍ଡ ପ୍ରେସମିଟ୍ କରିଛି । ରେଲୱେ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନରେ ୪ଟି ଟ୍ରାକ୍ ରହିଥିବା ବେଳେ ୨ଟି ହେଉଛି…